ନୟାଗଡ଼ରେ ବଢ଼ୁଛି ସଂକ୍ରମଣ, ଭାପୁର ବ୍ଲକ୍ କାର୍ଯ୍ୟାଳୟ କଣ୍ଟେନ୍‌ମେଣ୍ଟ ଜୋନ୍

ଓଡିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ କାର୍ଯ୍ୟାଳୟର କେତେକ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ବ୍ଲକ୍ କାର୍ଯ୍ୟାଳୟକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏନେଇ ନୟାଗଡ଼ ଜିଲ୍ଲା...
corona death

ରାଜ୍ୟରେ ଆଉ ୧୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା ୩୭୨କୁ ବୃଦ୍ଧି

ଓଡିଶାଲାଇଭ୍ କରୋନା ବ୍ୟୁରୋ ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହ ମୋଟ କରୋନା ମୃତ୍ୟୁସଂଖ୍ୟା ୩୭୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ରାଜ୍ୟରେ ଆଉ ୨,୫୮୯ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୨,୫୮୯ ପଜିଟିଭ୍ କ୍ଵାରେଣ୍ଟାଇନ୍‌ରୁ ୧,୫୭୪ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୧,୦୧୫ ଜଣ ଆକ୍ରାନ୍ତ ଚିହ୍ନଟ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୨୨କୁ ବୃଦ୍ଧି ରାଜ୍ୟରେ କରୋନା ସଂକ୍ରମଣ...

୨୪ ଘଣ୍ଟାରେ ୫୩,୦୧୫ କରୋନା ଟେଷ୍ଟ, ଦିନକରେ ସର୍ବାଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ ନମୁନା ପରୀକ୍ଷାରେ ଆଗକୁ ବଢୁଛି ଓଡ଼ିଶା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୫୩ ହଜାର ୧୫ଟି ନମୁନା ପରୀକ୍ଷା ହୋଇଛି। ଯାହାକି ଆଜି ପର୍ଯ୍ୟନ୍ତ ହୋଇଥିବା ଦୈନିକ...

କରୋନା ମୃତ୍ୟୁହାର କମାଇବା ପାଇଁ ଗଠନ ହେଲା ବୈଷୟିକ କମିଟି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାଜନିତ ମୃତ୍ୟୁହାର କମ କରିବା ପାଇଁ ଗଠନ କରାଗଲା ବୈଷୟିକ କମିଟି। ୭ଟି ମେଡିକାଲ୍ କଲେଜର ବରିଷ୍ଠ ପ୍ରଫେସରମାନଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ଏହି ଟିମ୍ ରାଜ୍ୟର ସମସ୍ତ...
corona case-2

ଦେଶରେ ୫୨ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ଦିନକରେ ୧,୦୯୨ ମୃତ

ଓଡିଶାଲାଇଭ୍ ବ୍ୟୁରୋ ଦିନକରେ ୬୪,୫୩୧ ଆକ୍ରାନ୍ତ, ୧,୦୯୨ ମୃତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭,୬୭,୨୭୪କୁ ବୃଦ୍ଧି ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୫୨,୮୮୯କୁ ବୃଦ୍ଧି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ...

ଟେଷ୍ଟିଂ ଗଣିତ କହୁଛି – ଓଡ଼ିଶାରେ କରୋନା ସଂକ୍ରମଣ ହାର କମିବାରେ ଲାଗିଛି

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାର ଭଲ ଖବର। ଗତ ୧୦ ଦିନ ଭିତରେ ୫୦ ପ୍ରତିଶତ ସଂକ୍ରମଣ ହାର କମିଲା। (ଭୁବନେଶ୍ୱରରୁ ସରୋଜ ମହାପାତ୍ର): ଓଡ଼ିଶାରେ କରୋନା ସଂକ୍ରମଣ ହାର କମିବାରେ ଲାଗିଛି। ଗତ ୧୦ ଦିନର...

ଭୁବନେଶ୍ୱରରୁ ଆଜି ୨୨୦ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୨୨୦ ନୂଆ ସଂକ୍ରମିତ। ଏଥିସହ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୭ ଶହ ପାର୍ କରିଛି। ଏନେଇ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା...

କଟକ ସହରରୁ ଆଜି ୭୯ ନୂଆ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସହରରୁ ଚିହ୍ନଟ ହେଲେ ଆଉ ୭୯ ନୂଆ କରୋନା ସଂକ୍ରମିତ। ଏଥିସହ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫  ଶହ ଟପିଛି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ...

ଗଞ୍ଜାମରେ ଏବର୍ଷ ହେବନି ଗଣେଶ ପୂଜା, କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲାରେ ଏବର୍ଷ ହେବନି ଗଣେଶ ପୂଜା। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ପୂଜା ଉପରେ ରୋକ୍ ଲଗାଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଏନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ...