ରାଜଧାନୀରୁ ଆଜି ୩୧୯ ନୂଆ କରୋନା ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୩୧୯ ନୂଆ କରୋନା ପଜିଟିଭ୍। ଏଥିସହ ରାଜଧାନୀର ମୋଟ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୬୪ ଶହରେ ପହଞ୍ଚିଛି। ଏନେଇ ବିଏମସି ଟୁଇଟ୍ କରି ସୂଚନା...
ବିଶ୍ୱବ୍ୟାପୀ ଧିମାପଡ଼ିଲା ଗୁଗୁଲ : ଜି-ମେଲ ଯାଉନି ମେସେଜ୍, ଲୋକେ ହନ୍ତସନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵବ୍ୟାପୀ ଧିମା ହୋଇପଡ଼ିଛି ଗୁଗଲ୍। ଜି-ମେଲ୍, ଗୁଗୁଲ୍ ଡ୍ରାଇଭ୍, ଗୁଗୁଲ୍ ଡକୁମେଣ୍ଟ ସମେତ ଗୁଗୁଲ୍ର ଅନ୍ୟ ସମସ୍ତ ସେବାରେ ବିଶ୍ଵବ୍ୟାପୀ ସମସ୍ୟା ଦେଖାଯାଇଛି। ଯାହାକୁ ନେଇ ଲୋକମାନେ ନାହିଁ ନଥିବା ଅସୁବିଧାର...
କୋଭିଡ ସ୍ଥିତିରେ ମାନସିକ ଚାପ ପାଇଁ କାର୍ଯ୍ୟଦକ୍ଷତା କମୁଛି କି? ଜାଣନ୍ତୁ ସମାଧାନର ବାଟ
ଗୀତା ଦାସ
ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ...
ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରୋନା
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ କବଳରେ ପଡ଼ିଛନ୍ତି ରାଜ୍ୟର ଆଉ ଜଣେ ବିଧାୟକ। ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ଅନନ୍ତ ନାରାୟଣ ଜେନା କୋଭିଡ୍ ପଜିଟିଭ୍ ଥିବା ଜଣାପଡ଼ିଛି। ଏନେଇ ସେ...
କରୋନାରେ ଆଖି ବୁଜିଲେ ଆଉ ୮ ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ୩୮୦କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାରେ ଆଖି ବୁଜିଲେ ଆଉ ୮ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର କୋଭିଡ୍ ମୃତ୍ୟୁସଂଖ୍ୟା ୩୮୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ...
ରାଜ୍ୟରୁ ଆଜି ୨୮୯୮ ନୂଆ ପଜିଟିଭ୍ ଚିହ୍ନଟ, କେବଳ ଖୋର୍ଦ୍ଧାରୁ ୫୨୪
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରୁ ଆଜି ୨୮୯୮ ପଜିଟିଭ୍ ଚିହ୍ନଟ
ଖୋର୍ଦ୍ଧାରୁ ସର୍ବାଧିକ ୫୨୪ ସଂକ୍ରମିତ
ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୦,୦୨୦କୁ ବୃଦ୍ଧି
ରାଜ୍ୟରେ ଆଜି ପୁଣି ଶିଖର ଛୁଇଁଛି କରୋନା ସଂକ୍ରମଣ। ଗତ...
୨୪ ଘଣ୍ଟାରେ ରାଜ୍ୟରେ ୫୩,୪୭୮ ନମୁନା ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ନମୁନା ପରୀକ୍ଷାରେ ପ୍ରତିଦିନ ଆଗକୁ ବଢୁଛି ଓଡ଼ିଶା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୫୩ ହଜାର ୪୭୮ ନମୁନା ପରୀକ୍ଷା ହୋଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର...
ନବରଙ୍ଗପୁର ଜିଲ୍ଲାରୁ ଆଉ ୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ
ଓଡିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ ବୁଧବାର ଆଉ ୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୭ରେ ପହଞ୍ଚିଛି। ଏନେଇ ନବରଙ୍ଗପୁର ଜିଲ୍ଲାପାଳ...
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପିଅନ୍ତୁ ଏହି ସବୁ ଜୁସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସର ସଂକ୍ରମଣ ଏବେ ତୀବ୍ର ଗତିରେ ବ୍ୟାପୁଛି। ଏପରିସ୍ଥଳେ ସେଥିରୁ ରକ୍ଷା ପାଇବା ପାଇଁ ଠିକ୍ ଡାଏଟ୍ ନେବା ଖୁବ୍ ଜରୁରୀ। ଏଥିସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ...
ରାଜଧାନୀରୁ ଆଜି ୩୭୦ ପଜିଟିଭ୍ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୩୭୦ ନୂଆ ପଜିଟିଭ୍। ଏଥିସହ ରାଜଧାନୀର ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଛି। ଏନେଇ ବିଏମସି ତରଫରୁ ଟୁଇଟ କରି ସୂଚନା ଦିଆଯାଇଛି।
ଚିହ୍ନଟ...





















