ବଢ଼ୁଛି ସଂକ୍ରମଣ – ଗଜପତିରେ ସପ୍ତାହକୁ ୪ ଦିନ ସଟଡାଉନ, ୩ ଦିନ ଲକଡାଉନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଜପତି ଜିଲ୍ଲାରେ ସପ୍ତାହକୁ ୪ ଦିନ ସଟଡାଉନ ଓ ୩ ଦିନ ଲକଡାଉନ ରହିବ। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏହି ନିୟମ ଅନୁସାରେ...

ରାଜ୍ୟରେ ପୁଣି ୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୧୫୪ରେ ପହଁଚିଲା ମୃତ୍ୟୁସଂଖ୍ୟା

ଓଡ଼ିଶାଲାଇଭ ବ୍ୟୁରୋ ରାଜ୍ୟରେ ଆଜି ଆଉ ୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧୫୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ...

ରାଜ୍ୟରେ ଆଉ ୧୨୧୫ ପଜିଟିଭ୍‌ – ଆଜି ମଧ୍ୟ ଗଞ୍ଜାମରୁ ସର୍ବାଧିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ଆଉ ୧୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ  ୭୫୩ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିଲା ବେଳେ ୪୬୨ ଲୋକାଲ କେସ୍‌ ରହିଛି। ଫଳରେ ରାଜ୍ୟରେ...
corona worlwide

ବିଶ୍ୱରେ ୧.୬ କୋଟିରୁ ଅଧିକ ଆକ୍ରାନ୍ତ, ଆମେରିକାରେ ଶେଷ ପର୍ଯ୍ୟାୟରେ କରୋନା ଟିକା ପରୀକ୍ଷଣ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ବିଶ୍ୱସାରା ଏବେ କାୟା ମେଲାଉଛି କରୋନା। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୧.୬ କୋଟି ପାର୍ ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ୬.୫୨ ଲକ୍ଷରୁ ଅଧିକ ହେଲାଣି। ତେବେ...

ଦେଶରେ ୩୩ ହଜାର ପାର୍‌ କଲା କରୋନା ମୃତ୍ୟୁସଂଖ୍ୟା – ଦିନକରେ ୪୭ ହଜାର ନୂଆ ମାମଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୩ ହଜାର ୪୨୫କୁ ବୃଦ୍ଧି ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ...

ଖାଇବା ପୂର୍ବରୁ ଏବଂ ଶୌଚ ପରେ ସାବୁନରେ ଧୋଇବା ହାତ

[youtube https://www.youtube.com/watch?v=l8Bm844FDcg] ୟୁନିସେଫ୍ ମୀନା ଅଡିଓ ସିରିଜର 'ମୀନା ଗାଁରେ ଭୋଜି' ଅଧ୍ୟାୟରେ ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଖାଇବା ପୂର୍ବରୁ ଏବଂ ଶୌଚ ହେବା ପରେ ସାବୁନରେ ଭଲ ଭାବରେ ହାତ ଧୋଇବା...

କେନ୍ଦ୍ରାପଡ଼ାର ଜଣେ ଅଟୋ ଡ୍ରାଇଭର କରୋନା ପଜିଟିଭ, ଲିଙ୍କ୍‌ ଖୋଜୁଛି ପ୍ରଶାସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ାର ଜଣେ ଅଟୋ ଡ୍ରାଇଭର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଛି। ଏହି ଅଟୋ ଚଳାକ କେମିତି କରୋନା ଆକ୍ରାନ୍ତ ହେଲେ ଏବଂ କାହା ସଂସ୍ପର୍ଶରେ ଆସିଥିଲେ...

କୋଭିଡ୍-୧୯ ସଙ୍କଟ – ‘ଆଦୃତା ଶିଶୁ ସଦନ’ର ପିଲାମାନଙ୍କ ଭବିଷ୍ୟତ ଗଠନ ପାଇଁ ଦାନ ଦିଅନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=SdLYY6EYDKM ବେସାହାରା ଶିଶୁଙ୍କୁ କୋଳେଇ ନେଇ ସେମାନଙ୍କୁ ସମାଜରେ ନୂଆ ପରିଚୟ ଦେଉଛି ‘ଆଦୃତା ଶିଶୁ ସଦନ’। ଅବିବାହିତ ମା’ଙ୍କଠାରୁ ଜନ୍ମ ହେଉଥିବା ଶିଶୁ, ପରିତ୍ୟକ୍ତ ଏବଂ ଅବହେଳିତ ଶିଶୁଙ୍କୁ ନୂଆ ଜୀବନ ଏବଂ...
corona worlwide

କଟକ ସହରରେ ଆଉ ୬୫ ପଜିଟିଭ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ସହରରେ ଆଜି ଆଉ ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୫ ମଧ୍ୟରୁ ୫୯ କେସ୍‌ କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଥିଲା ବେଳେ ୬ଟି ଲୋକାଲ କେସ୍‌ ରହିଛି। ଏନେଇ...

ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ – ଗଞ୍ଜାମରେ ୧୦ ହଜାର ମୁହାଁ, ୫ ଜିଲ୍ଲାରେ ହଜାରେ ପାର୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ୬ ଜିଲ୍ଲାରେ କରୋନା ସ୍ଥିତି ଅଣାୟତ୍ତ। ଗଞ୍ଜାମରେ ସ୍ଥିତି ବିଗୁଡୁଛି। ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେଉଛି ପଛେ ନିୟନ୍ତ୍ରଣକୁ ଆସୁନି। ଚାହୁଁ ଚାହୁଁ ଓଡ଼ିଶାରେ କରୋନା ଗ୍ରାଫ୍‌ ବଢ଼ି ଚାଲିଛି।...