କେନ୍ଦ୍ରାପଡ଼ାର ଜଣେ ଅଟୋ ଡ୍ରାଇଭର କରୋନା ପଜିଟିଭ, ଲିଙ୍କ୍ ଖୋଜୁଛି ପ୍ରଶାସନ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ାର ଜଣେ ଅଟୋ ଡ୍ରାଇଭର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଛି। ଏହି ଅଟୋ ଚଳାକ କେମିତି କରୋନା ଆକ୍ରାନ୍ତ ହେଲେ ଏବଂ କାହା ସଂସ୍ପର୍ଶରେ ଆସିଥିଲେ...
କୋଭିଡ୍-୧୯ ସଙ୍କଟ – ‘ଆଦୃତା ଶିଶୁ ସଦନ’ର ପିଲାମାନଙ୍କ ଭବିଷ୍ୟତ ଗଠନ ପାଇଁ ଦାନ ଦିଅନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=SdLYY6EYDKM
ବେସାହାରା ଶିଶୁଙ୍କୁ କୋଳେଇ ନେଇ ସେମାନଙ୍କୁ ସମାଜରେ ନୂଆ ପରିଚୟ ଦେଉଛି ‘ଆଦୃତା ଶିଶୁ ସଦନ’।
ଅବିବାହିତ ମା’ଙ୍କଠାରୁ ଜନ୍ମ ହେଉଥିବା ଶିଶୁ, ପରିତ୍ୟକ୍ତ ଏବଂ ଅବହେଳିତ ଶିଶୁଙ୍କୁ ନୂଆ ଜୀବନ ଏବଂ...
କଟକ ସହରରେ ଆଉ ୬୫ ପଜିଟିଭ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହରରେ ଆଜି ଆଉ ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୫ ମଧ୍ୟରୁ ୫୯ କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଥିଲା ବେଳେ ୬ଟି ଲୋକାଲ କେସ୍ ରହିଛି। ଏନେଇ...
ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ – ଗଞ୍ଜାମରେ ୧୦ ହଜାର ମୁହାଁ, ୫ ଜିଲ୍ଲାରେ ହଜାରେ ପାର୍
ଓଡ଼ିଶାଲାଇଭ୍ ବ୍ୟୁରୋ
୬ ଜିଲ୍ଲାରେ କରୋନା ସ୍ଥିତି ଅଣାୟତ୍ତ। ଗଞ୍ଜାମରେ ସ୍ଥିତି ବିଗୁଡୁଛି।
ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେଉଛି ପଛେ ନିୟନ୍ତ୍ରଣକୁ ଆସୁନି। ଚାହୁଁ ଚାହୁଁ ଓଡ଼ିଶାରେ କରୋନା ଗ୍ରାଫ୍ ବଢ଼ି ଚାଲିଛି।...
ରାୟଗଡ଼ାରେ ଆଉ ଦୁଇ ଦିନ ବଢ଼ିଲା ଲକ୍ଡାଉନ୍
ଓଡିଶାଲାଇଭ୍ ବ୍ୟୁରୋ
ରାୟଗଡ଼ା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଜାରି ରହିଥିବା ଲକ୍ଡାଉନ୍ ଅବଧିକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି। ଏନେଇ ରାୟଗଡ଼ା ଜିଲ୍ଲା...
ଏସ୍ସିବି ମେଡିକାଲରେ ୧୮ ଜଣ ଦେଲେଣି ପ୍ଲାଜମା – ୩୬ ୟୁନିଟ ପ୍ଲାଜମା ସଂଗୃହୀତ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଏସ୍ସିବି ମେଡିକାଲରେ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କଠାରୁ ୩୬ ୟୁନିଟ ପ୍ଲାଜମା ସଂଗ୍ରହ ହେଲାଣି। ୩୦ ୟୁନିଟ ପ୍ଲାଜମା ବିଭିନ୍ନ କୋଭିଡ ହସ୍ପିଟାଲକୁ ପଠାଯାଇଛି। ଆଉ ୬ ୟୁନିଟ ପ୍ଲାଜମା...
ଭୁବନେଶ୍ଵରରୁ ଆଉ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ, ତ୍ରିନାଥ ବସ୍ତିରୁ ସର୍ବାଧିକ
ଓଡିଶାଲାଇଭ୍ କରୋନା ବ୍ୟୁରୋ
ଭୁବନେଶ୍ଵରରୁ ସୋମବାର ଆଉ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍ରୁ ୧୧୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୧ ଜଣ ପଜିଟଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ଵର...
ଖୋଲା ସ୍ଥାନରେ ମଳତ୍ୟାଗ କରନ୍ତୁ ନାହିଁ
[youtube https://www.youtube.com/watch?v=6UEb8Qs-ICw]
ମୀନା ଅଡିଓ ସିରିଜର 'ଆ ଜହ୍ନମାମୁ ସରଗ ଶଶୀ' ଅଧ୍ୟାୟରେ ପାଇଖାନା ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି।
ଖୋଲା ସ୍ଥାନରେ ମଳତ୍ୟାଗ କରନ୍ତୁ ନାହିଁ। ଏହା ଦ୍ୱାରା ରୋଗ ବ୍ୟାଧି ବ୍ୟାପିଥାଏ। ପାଇଖାନାର...
ବଲାଙ୍ଗିର କୋଭିଡ୍ କେୟାର ହୋମଗୁଡ଼ିକରେ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲାଙ୍ଗିରର ଜିଲ୍ଲାର ବିଭିନ୍ନ କୋଭିଡ୍ କେୟାର ହୋମଗୁଡ଼ିକରେ ତାଲିମପ୍ରାପ୍ତ ଷ୍ଟାଫ୍ ନର୍ସ ଏବଂ ଫାର୍ମାସିଷ୍ଟଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଜୁଲାଇ ୨୮ ଏବଂ ୨୯ ତାରିଖରେ...
ଚୀନକୁ ପୁଣି ଝଟକା, ଭାରତରେ ବ୍ୟାନ ହେଲା ଆଉ ୪୭ଟି ଚାଇନିଜ ଆପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ପକ୍ଷରୁ ଚୀନ ଉପରେ ପୁଣିଥରେ ହୋଇଛି ଡିଜିଟାଲ ଷ୍ଟ୍ରାଇକ୍। ଭାରତ ସରକାର ଆଉ ୪୭ଟି ଚାଇନିଜ୍ ଆପକୁ ବ୍ୟାନ କରିଛନ୍ତି। ଏହା ପୂର୍ବରୁ ଜୁନ୍ ମାସରେ ୫୯ଟି ଚାଇନିଜ ଆପ...





















