ଓଡ଼ିଶାଲାଇଭ୍ ବ୍ୟୁରୋ

ANM

 

ବଲାଙ୍ଗିରର ଜିଲ୍ଲାର ବିଭିନ୍ନ କୋଭିଡ୍ କେୟାର ହୋମଗୁଡ଼ିକରେ ତାଲିମପ୍ରାପ୍ତ ଷ୍ଟାଫ୍ ନର୍ସ ଏବଂ ଫାର୍ମାସିଷ୍ଟଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଜୁଲାଇ ୨୮ ଏବଂ ୨୯ ତାରିଖରେ ଅନୁଷ୍ଠିତ ହେବ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ।

ଯୋଗ୍ୟତା:

  • ଷ୍ଟାଫ୍ ନର୍ସ– ଜେନେରାଲ ନର୍ସିଂ ବା ବିଏସସି ନର୍ସିଂ କରିଥିବେ।
  • ଫାର୍ମାସିଷ୍ଟ– ଫାର୍ମାସିରେ ଡିପ୍ଲୋମା କରିଥିବେ।

ଦରମା– ୧୦୦୦ ଟଙ୍କା ଦିନପିଛା

ଇଣ୍ଟରଭ୍ୟୁ ସମୟ- ଜୁଲାଇ ୨୮ ଏବଂ ୨୯ ସକାଳ ୧୦ରୁ ୧୨.୩୦ ଯାଏଁ

ଇଣ୍ଟରଭ୍ୟୁ ସ୍ଥାନ– ଏନଏଚଏମ/ଡିପିଏଚଓ କନଫେରେନ୍ସିଂ ହଲ୍, ବଲାଙ୍ଗିର

ଏହି ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ସୂଚନା ପାଇଁ balangir.nic.inରେ ଲଗ୍ଇନ୍ କରନ୍ତୁ।

Comment