ଭୁବନେଶ୍ୱରରୁ ଆଉ ୯ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୮୩କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜଧାନୀରେ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ୍। ଶନିବାର ଆଉ ୯ ପଜିଟିଭ୍ ଚିହ୍ନଟ ହେବା ସହିତ ଭୁବନେଶ୍ୱର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮୩କୁ ବୃଦ୍ଧି ପାଇଛି। ଏନେଇ ବିଏମସି...

ଗଞ୍ଜାମରେ ୩ ଦିନରେ ଗଲା ୩ ଜୀବନ – ବ୍ଲକ ଉପାଧ୍ୟକ୍ଷଙ୍କ ସହ ୩ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମରେ ବଢ଼ିଚାଲିଛି କରୋନାର କାୟା। ଗୋଟିଏ ପଞ୍ଚାୟତରେ ୩ ଦିନରେ କରୋନା ନେଲାଣି ୩ ଜଣଙ୍କ ଜୀବନ। ଧରାକୋଟ ବ୍ଲକ ଜାହାଡା ପଞ୍ଚୟତରେ ଘଟିଛି ଏହି ଘଟଣା। ଧରାକୋଟ ବ୍ଲକ ଉପାଧ୍ୟକ୍ଷଙ୍କ...

ଗୁଗୁଲ୍ ପେ’ ବ୍ୟାନ୍ ହେବା ଖବରକୁ ନେଇ ଉତ୍ତର ରଖିଲା କମ୍ପାନି, କହିଲା ଆପ୍ ସମ୍ପୂର୍ଣ୍ଣ ସୁରକ୍ଷିତ

ଓଡ଼ିଶାଲାଇଭ୍ ବ୍ୟୁରୋ ମୋବାଇଲ୍ ସାହାଯ୍ୟରେ ଟଙ୍କା ଦେଣନେଣ କରୁଥିବା ଗୁଗୁଲ ପେ’ ଆପକୁ ଆରବିଆଇ ବ୍ୟାନ୍ କରିବା ଖବରକୁ ଖଣ୍ଡନ କରିଛି କମ୍ପାନି। ଏହି ଆପ ସାହାଯ୍ୟରେ ଟଙ୍କା ଦେଣନେଣ କରିବା ସମୂର୍ଣ୍ଣ ସୁରକ୍ଷିତ...

୨୨ କୋଭିଡ ଯୋଦ୍ଧାଙ୍କୁ କରୋନା – ଗଞ୍ଜାମରୁ ୧୮, ମାଲକାନଗିରିରୁ ୪ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଜି ୨୨ କୋଭିଡ୍‌ ଯୋଦ୍ଧା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମର ୧୮ ଜଣ ରହିଥିବା ବେଳେ ମାଲକାନଗିରିରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସେମାନଙ୍କୁ...

ଗୋଟିଏ ଦିନରେ ଦେଶରେ ୧୮୫୫୨ ନୂଆ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫...

କରୋନାରେ ଗଲା ଆଉ ଜଣଙ୍କ ଜୀବନ – ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ମୃତକ...

ରାଜ୍ୟରେ ଆଉ ୧୭୦ କରୋନା ପଜିଟିଭ୍‌ ଚିହ୍ନଟ – ଗଞ୍ଜାମରୁ ସର୍ବାଧିକ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ଆଜି ଆଉ ୧୭୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୪୩ କ୍ଵାରେଣ୍ଟାଇନ୍‌ ଓ ୨୭ ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା...
curd-1

ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ଉଭୟ ପାଇଁ ଉପକାରୀ ଦହି

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେ ଜାଣୁ ଦହି ହେଉଛି ଏକ ପୁଷ୍ଟିକର ଆହାର। ଏଥିରେ ଭରି ରହିଛି ଭିଟାମିନ୍, କ୍ୟାଲସିୟମ ଏବଂ ପ୍ରୋଟିନ୍ ଇତ୍ୟାଦି। ତେଣୁ ପ୍ରତ୍ୟକ ଦିନ ନିଜ ଖାଦ୍ୟରେ ଦହି ସାମିଲ୍ କଲେ...

ଆଜିଠୁ ୪ ଦିନିଆ ବ୍ରହ୍ମପୁର ସଟ୍‌ଡାଉନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠାରୁ ଆସନ୍ତା ମଙ୍ଗଳବାର ଯାଏଁ ୪ ଦିନିଆ ସଟ୍‌ଡାଉନ୍‌ ରହିବ ବ୍ରହ୍ମପୁର ସହର। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା...

ଉମରକୋଟ ସହର ସଟ୍‌ଡାଉନ୍‌ – ଆଜି ରାତି ୧୨ଟାରୁ ୨୯ ତାରିଖ ରାତି ୧୨ଟା ଯାଏଁ ସବୁ ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ରାତି ୧୨ଟାରୁ ୨୯ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସଟଡାଉନ ରହିବ। ଉମରକୋଟ ସହରରେ କୋଭିଡ୍‌ ନିୟମ ଖୋଲାଖୋଲି...