ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆଣିଥାଏ ସୂର୍ଯ୍ୟକିରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ସକାଳୁ ଉଠି ସୂର୍ଯ୍ୟୋଦୟ ଦେଖିବା ଏକ ଭଲ ଅଭ୍ୟାସ ବୋଲି ଛୋଟ ବେଳୁ ଶିଖାଯାଏ। ହେଲେ ବଢ଼ୁଥିବା ବୟସ ଏବଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ସେହି ଅଭ୍ୟାସ ଆଉ ରହେନାହିଁ। ତେବେ...
ସହଜରେ କେମିତି ହଟାଇବେ ଅଣ୍ଟା ଓ ପେଟର ଚର୍ବି ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପେଟ ଏବଂ ଅଣ୍ଟାରେ ଜମିଥିବା ଚର୍ବିକୁ କମାଇବା ସବୁଠୁ କଷ୍ଟ। ଏହାକୁ କମ୍ କରିବା ପାଇଁ ଅଧିକ ବ୍ୟାୟାମ କରିବାକୁ ପଡ଼ିଥାଏ। ହେଲେ ଶୀତଦିନେ ଅଧିକ ସମୟ ବ୍ୟାୟାମ କରିବା ସମସ୍ତଙ୍କ...
ପୁଣି ଲକଡାଉନ ଆଡ଼କୁ ବଢୁଛି ଦେଶ?
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମହାମାରୀ ପାଇଁ ସମଗ୍ର ଦେଶରେ ମାର୍ଚ୍ଚ ୨୪ରେ ଲାଗୁ ହୋଇଥିବା ଲକଡାଉନ ଶେଷ ହେବା ସହ ଏବେ ଦେଶରେ ଅନଲକ -୧ ଚାଲିଛି। ତେବେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା...
କରୋନା କଟକଣା – ଏଣିକି ନୟାଗଡ଼ରେ ସକାଳ ୬ଟାରୁ ଦିନ ୧ଟା ଯାଏ ଖୋଲାରହିବ ଦୋକାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନ ୧ଟା ପରେ ଦୋକାନ ବଜାର ବନ୍ଦ
୨୪ ଘଣ୍ଟା ଖୋଲା ରହିବ ଔଷଧ ଦୋକାନ
ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏ ଖୋଲା ରହୁଥିଲା ଦୋକାନ
ନୟାଗଡ଼: କରୋନା...
ପୁରୀରେ ଭକ୍ତ ଶୂନ୍ୟ ରଥଯାତ୍ରା ପାଇଁ ଶ୍ରେୟ କାହାର? ବିଜେପି ଜପୁଛି ମୋଦୀ, ଶାହଙ୍କ ନାଁ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସୋସିଆଲ ମିଡିଆରେ ରଥଯାତ୍ରାକୁ ନେଇ ବିଜେପି କରୁଛି କ୍ୟାମ୍ପେନ। ମୋଦୀ, ଶାହଙ୍କୁ ପ୍ରଶଂସା। ରାଜ୍ୟ ସରକାରଙ୍କୁ ସମାଲୋଚନା।
ପବିତ୍ର ଶ୍ରୀଗୁଣ୍ଡିଚାରେ ନୂଆ ଇତିହାସ ସୃଷ୍ଟି କରିଛି ଓଡ଼ିଶା। ଭକ୍ତ ଶୂନ୍ୟ ବଡ଼ଦାଣ୍ଡରେ...
କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ କରୋନା – ଇମର୍ଜେନ୍ସୀ ୱାର୍ଡ ସିଲ୍, ଆଇସୋଲେସନରେ ଡାକ୍ତର ଓ ନର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ପରେ ଗୋଟିଏ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତକାଲି ଭୁବନେଶ୍ୱରର ବ୍ଲୁ ହୁଇଲ ହସ୍ପିଟାଲରୁ ୨୭ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି କଟକ ଆଚାର୍ଯ୍ୟ ହରିହର କର୍କଟ...
କରୋନା ବେଳେ ଘରକୁ ବନ୍ଧୁ ବାନ୍ଧବଙ୍କୁ ଡାକନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଏବେ ବିଶ୍ୱର ତୃତୀୟ କରୋନା ଆକ୍ରାନ୍ତ ଦେଶ ହେବାର ସମ୍ଭାବନା ରହିଛି। ଯେଉଁ ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି ଜୁଲାଇ ଶେଷ ବେଳକୁ ଆମ ଦେଶ ଏବଂ ରାଜ୍ୟର...
ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୫ କରୋନା ଆକ୍ରାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଉ ୧୩୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ରାଜ୍ୟରେ ମୋଟ୍ ୪ ହଜାର ୧୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର...
କରୋନା ସଙ୍କଟ – ଘରେ ଏବେ ବୟସ୍କମାନଙ୍କ ଅଧିକ ଯତ୍ନ ନିଅନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୟସ୍କମାନଙ୍କର ଯତ୍ନ ନେବାକୁ ରାଜ୍ୟ ସରକାର ଦେଲେ ପରାମର୍ଶ।
କରୋନା ମହାମାରୀର ଆତଙ୍କ ଏବେ ବଢ଼ି ଚାଲିଛି। ଭାରତ ଏବଂ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଯେଉଁ...
ଭୁବନେଶ୍ୱରରେ ଚିନ୍ତା ବଢ଼ାଇଲା କରୋନା – ଗୋଟିଏ ଦିନରେ ୨୨ ଆକ୍ରାନ୍ତ, ୧୯ ଲୋକାଲ୍ କେସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ କାୟା ମେଲାଉଛି କରୋନା ଭାଇରସ୍। କ୍ୱାରେଣ୍ଟାଇନ୍ ଅପେକ୍ଷା ବାହାରୁ ଆକ୍ରାନ୍ତଙ୍କ ସଂଖ୍ୟା ଲମ୍ବି ଚାଲିଛି।
ଭୁବନେଶ୍ୱରରେ ପୁଣି ଚିନ୍ତା ବଢ଼ାଇଲା କରୋନା। ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଲୋକଙ୍କ...




















