ସଟଡାଉନର ଦ୍ୱିତୀୟ ଦିନ – ଛକରେ ଜଗିଛି ପୋଲିସ, ରାଜରାସ୍ତା ଶୂନଶାନ୍

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ୧୧ଟି ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟଡାଉନ୍ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଏହି ଜିଲ୍ଲାମାନଙ୍କରେ ସଟଡାଉନର ଦ୍ୱିତୀୟ ଦିନ କଡ଼ାକଡ଼ି...

ପୁଅଟିଏ କ’ଣ ନିହାତି ଦରକାର?

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=tpUq56LA87o]ଝିଅମାନେ ମଧ୍ୟ ପୁଅଙ୍କଠାରୁ କିଛି ଗୁଣରେ କମ ନୁହନ୍ତି। ମହିଳାମାନେ ରୋଜଗାର କରି ନିଜ ପରିବାର ଚଳାଇବାରେ ସକ୍ଷମ। ୟୁନିସେଫ 'ମୀନା' ଆନିମେସନ ସିରିଜର 'ପୁଅଟିଏ କ'ଣ ନିହାତି ଦରକାର?'...

ଖରାଦିନେ ବଜାୟ ରଖନ୍ତୁ ତ୍ୱଚାର ଚମକ, ଆପଣାନ୍ତୁ ଏହି ସବୁ ଟିପ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଖରାଦିନେ ତ୍ୱଚାରେ ଅନେକ ସମସ୍ୟା ଦେଖାଦିଏ। ତେବେ ଏହି ସମୟରେ ତ୍ୱଚାକୁ କୌଣସି କ୍ରିମ୍ କିମ୍ବା ବିୟୁଟି ପ୍ରଡକ୍ଟର ଆବଶ୍ୟକତା ନଥାଏ। ତ୍ୱତା ପାଇଁ ଜରୁରୀ ପୋଷଣ। ତେଣୁ ନିଜ ଖାଦ୍ୟପେୟରେ...

ରାଉରକେଲା ସରକାରୀ ହସ୍ପିଟାଲରେ ୨ ଡାକ୍ତରଙ୍କୁ କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଉରକେଲା ସରକାରୀ ହସ୍ପିଟାଲରେ ୨ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ ୨ ଡାକ୍ତର ପ୍ରଥମେ କୋଭିଡ ଓ ପରେ ମେଡିକାଲ ଡ୍ୟୁଟିରେ ଥିଲେ। ରିପୋର୍ଟ ପଜିଟିଭ୍‌ ଆସିବା ପରେ ୨...

କରୋନାରେ ଗଲା ଆଉ ଜଣକର ଜୀବନ, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଓଡ଼ିଶାରେ କରୋନାରେ ପ୍ରାଣ ହରାଇଲେ ଆଉ ଜଣେ ଆକ୍ରାନ୍ତ। ଫଳରେ ରାଜ୍ୟରେ ଏବେ କରୋନା ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି। ଗଞ୍ଜାମର ଜଣେ ୫୫ ବର୍ଷୀୟ ବ୍ୟକ୍ତି କିଛି ଦିନ ତଳେ...

ରାଜ୍ୟର ୧୬ ଜିଲ୍ଲାରୁ ୭୫ ନୂଆ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଶହ ଟପିଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ରବିବାର ଆଉ ୭୫ ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮ ଶହ...

ତ୍ୱଚାରେ ଚମକ ଆଣିବାଠୁ ଓଜନ କମ୍‌ କରିବା ଯାଏଁ ସବୁଥିରେ ଫାଇଦା ଦେଇଥାଏ ଉଷୁମ ପାଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁସ୍ଥ ରହିବା ପାଇଁ ଦିନକୁ ୮ରୁ ୧୦ ଗ୍ଲାସ ପାଣି ପିଇବା କଥା ତ ଆପଣ ଜାଣିଥିବେ। ହେଲେ ଆପଣ ଜାଣନ୍ତି କି ଉଷୁମ ପାଣି ପିଇବା ଦ୍ୱାରା ମଧ୍ୟ ଶରୀରକୁ...

ଆଜି ସକାଳ ସାଢ଼େ ୧୦ଟାରେ ଆକାଶବାଣୀରେ ଶୁଣନ୍ତୁ କୋଭିଡ୍-୧୯ ଉପରେ ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ର ଦ୍ୱିତୀୟ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ରବିବାର ସକାଳ ୧୦ଟା୩୦ରେ ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରଣ ଶିଶୁ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ ସୁରକ୍ଷା ବିଷୟରେ ଚର୍ଚ୍ଚା କୋଭିଡ୍‌ ଯୋଦ୍ଧାଙ୍କ କାହାଣୀ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ...

କରୋନା – ଉତ୍କଳ ବିଶ୍ୱବିଦ୍ୟାଳୟର ୩ ବିଭାଗ ସିଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ୩ ବିଭାଗ ସିଲ୍‌ ହୋଇଛି। ଫିଲୋସଫି, ଇଂଲିସ୍‌ ଏବଂ ଇକୋନମିକ୍ସ ବିଭାଗ ସିଲ୍‌ କରାଯାଇଛି। ସମସ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ...

WHO ବି କହିଲା ମାସ୍କ ପିନ୍ଧିବା ଜରୁରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାସ୍କ ପିନ୍ଧା ସଂକ୍ରାନ୍ତ ତାର ଗାଇଇଲାଇନକୁ ବଦଳାଇଛି। ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ କୋଭିଡ ୧୯ର ସଂକ୍ରମଣକୁ ରୋକିବାକୁ ହେଲେ ସର୍ବସାଧାରଣ ସ୍ଥାନମାନଙ୍କରେ ଲୋକେ ମାସ୍କ...