ଜେଲ ଭିତରେ ପଶିଲା କରୋନା, ଜଣେ ଆକ୍ରାନ୍ତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପ୍ରଥମ ଥର ପାଇଁ ଜେଲ୍ ଭିତରେ ଚିହ୍ନଟ ହୋଇଛି କରୋନା। ସୋମବାର ଚିହ୍ନଟ ହୋଇଥିବା ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ଜେଲ୍ ମଧ୍ୟରୁ ଚିହ୍ନଟ ହୋଇଛନ୍ତି।...

ରାଜ୍ୟରେ ପୁଣି ୪୮ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭଙ୍କ ସଂଖ୍ୟା। ସୋମବାର ରାଜ୍ୟରେ ପୁଣି ୪୮ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର...

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର...

ଇତିହାସ ରଚିଲା ଆପୋଲୋ ହସ୍ପିଟାଲ୍ – ସଫଳ ହେଲା ଗର୍ଭାଶୟର ବିରଳ ଅସ୍ତ୍ରୋପଚାର

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀ ମଧ୍ୟରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ସ୍ତ୍ରୀ ରୋଗ ଏବଂ ପ୍ରସୂତି ବିଭାଗ ଏକ ନୂଆ ଇତିହାସ ରଚିଛି। ସଫଳତାର ସହ ଗର୍ଭାଶୟର ଏକ ବିରଳ ଅସ୍ତ୍ରୋପଚାର କରି ଜଣେ...

ଲକଡାଉନ୍ ୪.୦ – ଜାଣନ୍ତୁ, ପୂରା ଗାଇଡଲାଇନ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ପାଇଁ ସାରା ଦେଶରେ କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଜାରି କରିଛନ୍ତି । ଏଥିସହ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ସମୟରେ କ'ଣ ଖୋଲା ରହିବ ଓ କ'ଣ...

ବଢ଼ିଲା ଲକଡାଉନ୍ – ମେ ୩୧ ପର୍ଯ୍ୟନ୍ତ ସାରା ଦେଶ ତାଲା ବନ୍ଦ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକଡାଉନକୁ ମେ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବେ କେନ୍ଦ୍ର ସରକାର। ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ମେ ୧୭ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ପୁଣି ସାମ୍ନାକୁ ଆସିଲା ଭଲ ଖବର। ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪ କରୋନା ଆକ୍ରାନ୍ତ। ଏହାସହ ରାଜ୍ୟରେ ୨୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି। ଏନେଇ ସୂଚନା...

ମେ ୩୧ ପର୍ଯ୍ୟନ୍ତ ମହାରାଷ୍ଟ୍ର ଲକଡାଉନ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ସାରାଦେଶରେ ଲକଡାଉନ୍ ୪.୦ ଲାଗୁ ହେବା ପୂର୍ବରୁ ମହାରାଷ୍ଟ୍ରକୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି। ମହାରାଷ୍ଟ୍ର ସରକାର ଏନେଇ ରବିବାର ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି...

ସମ୍ବଲପୁରକୁ ବ୍ୟାପିଲା କରୋନା – ଅହମ୍ମଦାବାଦରୁ ଫେରିଥିବା ଯୁବକ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟର ୨୧ ଜିଲ୍ଲାକୁ ସଂକ୍ରମିତ କରିସାରିବା ପରେ ଏବେ ସମ୍ବଲପୁର ଜିଲ୍ଲାକୁ ବ୍ୟାପିଛି କରୋନା ଭାଇରସ। ରବିବାର ଏଠାରେ ଜଣେ ଅହମ୍ମଦାବାଦରୁ ଫେରିଥିବା ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରବିବାର...

କରୋନା ସଂକ୍ରମଣ – ଜାଣନ୍ତୁ ତିନି ମହା ଜିଲ୍ଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକୁ ଦିନ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ପରିସ୍ଥିତିରେ ତିନୋଟି ଜିଲ୍ଲା ସଂକ୍ରମଣରେ ସବା ଉପରେ ରହିଛନ୍ତି। ଗଞ୍ଜାମ, ଯାଜପୁର ଓ ବାଲେଶ୍ୱରକୁ ସୁରତ...