କୋଇଲା କ୍ଷେତ୍ର ପାଇଁ ୫୦ ହଜାର କୋଟି ଘୋଷଣା କଲେ ଅର୍ଥମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଚତୁର୍ଥ ଦିନରେ ପ୍ରେସମିଟ୍ କରିଛନ୍ତି। ଏଥିରେ କୋଇଲା କ୍ଷେତ୍ରକୁ ନେଇ ଅର୍ଥମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। କୋଇଲା ପରିବହନ...
ଘରକୁ ଫେରିବା ପାଇଁ ନଥିଲା କିଛି ଉପାୟ – ଚିଠି ଲେଖି ସାଇକେଲ ଚୋରି କଲେ ଶ୍ରମିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଇକେଲ ଚୋରି କରି ଘରକୁ ଫେରିଲେ ଉତ୍ତରପ୍ରଦେଶର ଜଣେ ଶ୍ରମିକ। ହେଲେ ଚୋରି କରିଥିବାରୁ ସାଇକେଲ ମାଲିକଙ୍କ ପାଇଁ ଛାଡ଼ିଦେଇ ଥିଲେ ଚିଠି।
ଲକଡାଉନରେ ପ୍ରତ୍ୟେକ ପ୍ରବାସୀ ଶ୍ରମିକ କୌଣସି ପ୍ରକାରେ ତାଙ୍କ...
କଣ୍ଟେନମେଣ୍ଟ ଜୋନ୍ରେ ଖୋର୍ଦ୍ଧା ପୌରାଞ୍ଚଳ ଓ କେଶପୁର ଗାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ପୌରାଞ୍ଚଳର ନବୀନାବାଗ୍ ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହି ଆକ୍ରାନ୍ତ ଜଣକ...
ମେ ୨୦ରୁ ମାଟ୍ରିକ ଖାତା ଦେଖା – ୧୦ କିଲୋମିଟର ଭିତରେ ଥିବା କେନ୍ଦ୍ରରେ ନିଯୁକ୍ତ ହେବ ଶିକ୍ଷକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
୧୦ କିଲୋମିଟର ଭିତରେ ଥିବା ମାଟ୍ରିକ ଖାତା ଦେଖା କେନ୍ଦ୍ରରେ ଶିକ୍ଷକମାନେ ଖାତା ଦେଖିବେ। ଏଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଯେଉଁ ଶିକ୍ଷକମାନେ ଦୂରରୁ...
ଖୋର୍ଦ୍ଧାରେ ଜଣେ ୮ ବର୍ଷର ଛୁଆକୁ କରୋନା – ଖୋର୍ଦ୍ଧା ନବୀନାବାଗ ଓ କେଶପୁର ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍...
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଖୋର୍ଦ୍ଧା ଜିଲ୍ଲାରେ ଜଣେ ୮ ବର୍ଷ ଛୁଆକୁ ହେଲା କରୋନା। ଶନିବାର ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଜଣ ପଜିଟିଭଙ୍କ ମଧ୍ୟରୁ ଜଣେ ୮ ବର୍ଷର ଶିଶୁ ରହିଛନ୍ତି।...
ରାଜ୍ୟରେ ପୁଣି ୬୫ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୭୩୭କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ରାଜ୍ୟରେ ଆଉ ୬୫ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏଥିସହ ଓଡ଼ିଶାରେ ଆକ୍ରାନ୍ତଙ୍କ...
କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା।
କୋରୋନା ଭାଇରସର ଲକ୍ଷଣ କ’ଣ?
କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର...
ଜିଓର ୱର୍କ ଫ୍ରମ୍ ହୋମ୍ ଅଫର – ଦିନକୁ ୩ ଜିବି ଡାଟା ସହ ଅନଲିମିଟେଡ୍ କଲର ସୁବିଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ଘରେ ରହି କାମ କରୁଥିବା ଅଫିସ୍ କର୍ମଚାରୀଙ୍କ ପାଇଁ ଜିଓ ଆଣିଛି ନୂଆ ଅଫର। ଏଣିକି ସେମାନେ ପ୍ରତିଦିନ ୩ ଜିବି ଡାଟା ସାଙ୍ଗକୁ ଅନଲିମିଟେଡ୍ କଥା ମଧ୍ୟ ହୋଇପାରିବେ।
ଜିଓ ପକ୍ଷରୁ...
ନିୟମିତ କେଶରେ ତେଲ ଲଗାଇଲେ ମିଳେ ଏହି ଫାଇଦା
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରାୟ ଲୋକ ନିଜ କେଶରେ ତେଲ ଲଗାଇବାକୁ ପସନ୍ଦ କରି ନଥା’ନ୍ତି। କିନ୍ତୁ, କେଶରେ ତେଲ ନ ଲଗାଇବା ଫଳରେ କେଶ ପାଇଁ ବିଭିନ୍ନ ସମସ୍ୟା ଉପୁଜୁଥାଏ।
କେଶରେ ତେଲ ଲଗାଇବା ଫଳରେ...
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସବୁ ପାସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଓ ଲକ୍ଡାଉନ୍ ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ନେଇଛି ବଡ଼ ନିଷ୍ପତ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପଢୁଥିବା...





















