corona test

ଏଚ୍‌ଆଇଭି, ଡେଙ୍ଗୁ ପାଇଁ ଏବେସୁଦ୍ଧା ପ୍ରତିଷେଧକ ବାହାରି ନାହିଁ, କରୋନା ପାଇଁ କେବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ୍‌ ପାଇଁ ପ୍ରତିଷେଧକ ଟିକା କେବେ ବାହାରି ନପାରେ: ଡବ୍ଲ୍ୟୁଏଚ୍‌ଓ କୋଭିଡ୍‌-୧୯ ବା କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ...

ପ୍ରଥମେ ଲାଗୁଥିଲା ଲକ୍‌ଡାଉନ ଭାରି କଷ୍ଟଦାୟକ, ଧୀରେ ଧୀରେ ସହଜ ହେଇଗଲା – ବାସୁଦେବ ମାଳବିଶୋଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାଲାଇଭ୍‌ ଆରମ୍ଭ କରିଛି ନୂଆ ଫିଚର ‘ଲକଡାଉନ୍‌ ଡାଏରି’ - ପଢ଼ନ୍ତୁ ଲକ୍‌ଡାଉନ ଅନୁଭୂତି ବର୍ଣ୍ଣନା କରି କ’ଣ କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରକଳ୍ପ ସଂଯୋଜକ...

ରାଉରକେଲାରେ ଆଉ ଜଣେ କରୋନା ପଜିଟିଭ୍‌, ୧୭୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ରାଉରକେଲା ସହରର ଜଣେ ୪୯ ବର୍ଷିୟ ବ୍ୟକ୍ତି। ଆକ୍ରାନ୍ତ ବ୍ୟକ୍ତି ଜଣକ କୋଲକାତା ଫେରନ୍ତା, ସେ କ୍ଵାରେଣ୍ଟାଇନ୍‌ରେ...

ଖୋର୍ଦ୍ଧା ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ – ସନ୍ଧ୍ୟା ୭ରୁ ସକାଳ ୭ ଘରୁ ବାହାରିବା ମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରିଛନ୍ତି ଜିଲ୍ଲାପାଳ। ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଏହି କର୍ଫ୍ୟୁ ଲାଗୁ ହେବ। ଏହି ସମୟରେ ଘରୁ ବାହାରିବାକୁ ବାରଣ କରାଯାଇଛି।...

କରୋନାକୁ ନେଇ ରାଜ୍ୟ ସରକାରଙ୍କ ୨୪ ଘଣ୍ଟାର ଅପଡେଟ୍‌ – ଜାଣନ୍ତୁ, ପୂରା ଖବର

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ଓଡ଼ିଶା ସମେତ ବିଶ୍ୱ ଓ ଦେଶର କରୋନା ଅପଡେଟ୍ ଦିଆଯାଇଛି। ଓଡ଼ିଶାରେ କରୋନା ରାଜ୍ୟରେ ଚିହ୍ନଟ ହେଲେ ଆଉ ୪...

କଟକରେ କରୋନା – ଏପ୍ରିଲ ୪ରେ ନିଜାମୁଦ୍ଦିନ ଲିଙ୍କ୍‌, ଏବେ ସୁରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାସେ ତଳେ କଟକ ସହରରୁ ଜଣେ ନିଜାମୁଦ୍ଦିନ ଫେରନ୍ତାଙ୍କଠାରୁ କରୋନା ଚିହ୍ନଟ ହୋଇଥିଲା। ଏବେ ତିଗିରିଆରୁ ଆଉ ଜଣେ। ମାସେ ପରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ନେଇ କଟକ ଜିଲ୍ଲା ଚର୍ଚ୍ଚାକୁ...
corona virus

ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ – ବାଲେଶ୍ୱରରୁ ୨, କଟକରୁ ୧

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୨ ଜଣ  ଏବଂ କଟକ ଜିଲ୍ଲା ତିଗିରିଆରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ବାଲେଶ୍ଵରର...

କରୋନା ମୁକାବିଲାରେ ସାମିଲ ହୋଇଛି ସ୍ଵେଚ୍ଛାସେବୀ ସଂଗଠନ ଜୟ ଓଡ଼ିଶା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ମୁକାବିଲାରେ ସାମିଲ ହୋଇଛି ସ୍ଵେଚ୍ଛାସେବୀ ସଂଗଠନ ଜୟ ଓଡ଼ିଶା। ଗରିବ ଲୋକଙ୍କୁ ସାହାଯ୍ୟ କରିବା ସହ ସଚେତନ ମଧ୍ୟ କରୁଛି ସାରା ବିଶ୍ଵ ଆଜି କୋରୋନା ଭଳି ଏକ ଭୟଙ୍କର...

ସୁରତରୁ ଟ୍ରେନରେ ଫେରନ୍ତୁ ଓଡ଼ିଆ, ୬ ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ   କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଗଞ୍ଜାମ, କେନ୍ଦ୍ରାପଡ଼ା, ଭଦ୍ରକ, ବଲାଙ୍ଗୀର, ଯାଜପୁର, ବାଲେଶ୍ୱର ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ସଙ୍ଗରୋଧ କେନ୍ଦ୍ରରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ସୁରତରୁ ଯେଉଁ ଓଡ଼ିଆମାନେ...

କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ – ଦୈନିକ ୧୫ ହଜାର ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣ ଏବଂ ଏହାର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂରେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ରାଜ୍ୟରେ କରୋନା...