ବିଶ୍ଵକୁ କରୋନା ମୁକ୍ତ କରିବାକୁ ଗାଁଲୋକେ କରୁଛନ୍ତି କରୋନା ଶାନ୍ତି ଯଜ୍ଞ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା କହ୍ନେଇପୁର ଗାଁରେ ଆଧ୍ୟାତ୍ମିକ ପରିବେଶ। ଘର ଦୁଆର ଲିପାପୋଛା। ଗାଁର ହନୁମାନ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଛି କରୋନା ଶାନ୍ତି ଯଜ୍ଞ। ବ୍ରାହ୍ମଣମାନଙ୍କୁ...

ଯାଜପୁରରେ ପୁଣି ୫ ପଜିଟିଭ୍, ଜିଲ୍ଲାରେ ମୋଟ ୪୫ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଯାଜପୁର ଜିଲ୍ଲାରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଶନିବାର ଜିଲ୍ଲାରୁ ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ କେବଳ ଯାଜପୁର ଜିଲ୍ଲାରେ ୪୫ ଜଣ...

ବଡ଼ ଖବର – ଦେଶରେ ମେ’ ୧୭ ଯାଏଁ ବଢ଼ିଲା ଲକ୍‌ଡାଉନ୍‌

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଲକ୍‌ଡାଉନକୁ ନେଇ ସବୁଠୁ ବଡ଼ ଖବର। ମେ' ୪ରୁ ଆଉ ୨ ସପ୍ତାହ ପାଇଁ ପୁଣି ବଢ଼ିଲା ଲକ୍‌ଡାଉନ୍‌ ଅବଧି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ...

ଯାଜପୁରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଯାଜପୁର ଜିଲ୍ଲାର। ଆକ୍ରାନ୍ତ ଜଣକ ଯାଜପୁର ବାସୁଦେବପୁରର ୩୫ ବର୍ଷିୟ ଜଣେ ମହିଳା। ଆଜି...

୨୪ ଘଣ୍ଟାର କରୋନା ଅପଡେଟ୍ ଦେଲେ ରାଜ୍ୟ ସରକାର – ଜାଣନ୍ତୁ, ପୂରା ସୂଚନା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ଓଡ଼ିଶା ସମେତ ଦେଶ ଓ ବିଶ୍ୱର କରୋନା ଅପଡେଟ୍ ସମ୍ପର୍କରେ ସୂଚନା ଦିଆଯାଇଛି। ପ୍ରବାସୀମାନେ କେମିତି ଫେରିବେ ଓଡ଼ିଶା? ବାହାର...

ସ୍ୱତନ୍ତ୍ର ଟ୍ରେନରେ କେରଳରୁ ଫେରିବେ ଓଡ଼ିଆ – ଆଜି ସନ୍ଧ୍ୟାରେ ୧୨୦୦ ଲୋକଙ୍କୁ ନେଇ ଏର୍ଣ୍ଣାକୁଲମ ଛାଡ଼ିବ ଟ୍ରେନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍‌ଡାଉନ୍‌ ଯୋଗୁଁ କେରଳରେ ଫସି ରହିଥିବା ଓଡ଼ିଆ ଓଡ଼ିଶାକୁ ଫେରିବେ। ଏଥିପାଇଁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ପ୍ରାୟ ୧୨୦୦ ଓଡ଼ିଆଙ୍କୁ ଧରି ଏହି ଟ୍ରେନ୍ ଆଜି ସନ୍ଧ୍ୟା ୬ଟାରେ ଏର୍ଣ୍ଣାକୁଲମ୍‌...

ଓଡ଼ିଶା ପାଇଁ ଭଲ ଖବର – ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଓଡ଼ିଶାବାସୀଙ୍କ ପାଇଁ ଆସିଛି ଭଲ ଖବର। ରାଜ୍ୟର ଆଉ ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ୧୪୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫୫...

୨ ମାସ ପରେ ଚୀନ୍‌ରେ ଖୋଲିଲା ଏହି ଫୁଡ୍‌ ମାର୍କେଟ, ଯେଉଁଠି ମିଳେ ବିଛା, ପୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ୍‌ରେ ପୁଣି ଖୋଲିଲା ଫୁଡ୍‌ ମାର୍କେଟ। ଯେଉଁଠି ମିଳେ ବିଛା, ସେଣ୍ଟିପେଡିସ୍‌, ଓକ୍ଟୋପସ୍‌ ଓ ଅନ୍ୟାନ୍ୟ କୀଟ ଖାଦ୍ୟ। କରୋନା ଯୋଗୁଁ ଏହାକୁ ଜାନୁଆରି ଶେଷରେ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନ...

କ୍ଵାରେଣ୍ଟାଇନ୍‌ରେ ଥିବା ୩୧ ଜଣଙ୍କୁ ଘରକୁ ପଠାଇଲା ରାୟଗଡ଼ା ଜିଲ୍ଲା ପ୍ରଶାସନ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କ୍ଵାରେଣ୍ଟାଇନ ସେଣ୍ଟରରେ ଥିବା ଅନ୍ତେବାସୀଙ୍କୁ ଘରକୁ ପଠାଯାଇଛି। ଏହିକ୍ରମରେ ଆଜି ରାୟଗଡ଼ା ସହରାଞ୍ଚଳ ଅଧିନରେ ଥିବା ଚାରୋଟି କ୍ଵାରେଣ୍ଟାଇନ୍‌...

ଯାଜପୁରରେ ପୁଣି ଜଣେ କରୋନା ଆକ୍ରାନ୍ତ, ଗୋଟିଏ ଦିନରେ ୩ ପଜିଟିଭ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଯାଜପୁର ଜିଲ୍ଲାରେ ଚିହ୍ନଟ ହେଲେ ପୁଣି ଜଣେ ପଜିଟିଭ୍। ଏଥିସହିତ ଶୁକ୍ରବାର ଜିଲ୍ଲାରେ ମୋଟ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୩୯କୁ...