କରୋନା ଅପଡେଟ୍ ଦେଲେ ରାଜ୍ୟ ସରକାର – ଜାଣନ୍ତୁ, କ’ଣ ରହିଛି ତାଜା ସୂଚନା?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, କରୋନା ସମ୍ପର୍କରେ ପ୍ରତିଟି ଅପଡେଟ୍। ଓଡ଼ିଶାରେ କରୋନା ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୮୮୮ ନମୁନାରୁ ୩୯ଟି କରୋନା ପଜିଟିଭ୍। ୩୯...
corona symptoms

କରୋନା ଭାଇରସର ଲକ୍ଷଣ କ’ଣ, ଜାଣନ୍ତୁ କେମିତି ହୁଏ ପରୀକ୍ଷା?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ https://www.youtube.com/watch?v=fbYkoY8WDoE&feature=emb_logo କରୋନା ଭୂତାଣୁର ଲକ୍ଷଣ ଓ ଏହାର ପରୀକ୍ଷା କେମିତି ହୁଏ? ଜାଣନ୍ତୁ କ’ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ। କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ କାଶ, ସର୍ଦ୍ଦି ତଥା ନାକରୁ ପାଣିଗଡ଼ିବା ଭଳି...

ଆମେରିକାରେ ମହାବଳ ବାଘକୁ କରୋନା ଭାଇରସ୍ – ଭାରତରେ ଚିନ୍ତା ବଢ଼ିଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ମଣିଷ ପରେ ଏବେ ଜୀବଜନ୍ତୁଙ୍କ ଉପରେ ନିଜର କାୟା ବିସ୍ତାର କରିବା ଆରମ୍ଭ କରିଛି କରୋନା ଭାଇରସ। ସୋମବାର ଆମେରିକାର ନ୍ୟୁୟର୍କ ସହରରେ ଥିବା ଏକ ଚିଡିଆଖାନାରେ ଗୋଟିଏ ମହାବଳ...

କରୋନା ସଙ୍କଟ – ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ସାଂସଦମାନେ ନେବେ ୩୦ ପ୍ରତିଶତ କମ୍ ଦରମା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳମାନଙ୍କ ଦରମାରୁ ୩୦ ପ୍ରତିଶତ ହ୍ରାସ କରାଯିବ। କରୋନା ମୁକାବିଲା ନେଇ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ...

ସହାୟତାର ହାତ ବଢ଼ାଇଲେ ବିଗ୍ ବି’ – ୧ ଲକ୍ଷ ଶ୍ରମିକଙ୍କୁ ଯୋଗାଇଦେବେ ରାସନ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକ୍‌ଡାଉନ ସମୟରେ ସହାୟତାର ହାତ ବଢ଼ାଇଲେ ବଲିଉଡ୍‌ର ମହନାୟକ ଅମିତାଭ ବଚ୍ଚନ। ଚଳଚ୍ଚିତ୍ର କର୍ମଚାରୀ କନଫେଡେରେସନ୍ ସହ ଜଡ଼ିତ ଏକ ଲକ୍ଷ ଶ୍ରମିକଙ୍କ ପରିବାରକୁ ଏକ ମାସର ରାସନ ଯୋଗାଇ...

୩ ସପ୍ତାହ ହେଲା ବାପାଙ୍କୁ ଦେଖି ନାହାନ୍ତି ସଲମାନ – ଭିଡିଓ ପୋଷ୍ଟ କରି କ’ଣ କହିଲେ ଭାଇଜାନ?

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଲକଡାଉନ୍ ଯୋଗୁଁ ସମସ୍ତେ ଏବ ନିଜ ଘରେ ଅଛନ୍ତି ଏବଂ ନିଜକୁ ସେଲ୍‌ଫ ଆଇସୋଲେସନରେ ରଖୁଛନ୍ତି | ଏହି ସମୟରେ ସଲମାନ ଖାନ ତାଙ୍କ ଘରେ ନୁହେଁ ବରଂ ପାନଭେଲର...

କରୋନା ପାଇଁ ୩୪ ଲକ୍ଷ ୨୦ ହଜାର ଟଙ୍କା ଦାନ କଲେ ରାଜ୍ୟପାଳ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ୩୪ ଲକ୍ଷ ୨୦ ହଜାର ଟଙ୍କା ଦାନ କଲେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ସୋମବାର ସେ ପିଏମ୍ କେୟାର ଫଣ୍ଡ ଓ ମୁଖ୍ୟମନ୍ତ୍ରୀଙ୍କ...
corona

କେମିତି ବ୍ୟାପୁଛି କରୋନା ଭାଇରସ, ଜାଣନ୍ତୁ ଏହାକୁ କେମିତି ରୋକିବା?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭୂତାଣୁ କେମିତି ବ୍ୟାପୁଛି ଓ ଏହାକୁ ଆମେ କିପରି ରୋକିପାରିବା? ଆସନ୍ତୁ ଜାଣିବା ଏନେଇ କ’ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ। ଥଣ୍ଡା, ସର୍ଦ୍ଦି ଭଳି ଯେମିତି...

ଜରୁରୀକଳୀନ ସେବା ପ୍ରଦାନ କରୁଥିବା ଅଫିସରେ କରୋନା ପରିଚାଳନା କରିବେ କିପରି?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ [youtube https://www.youtube.com/watch?v=fadTtV9l8N4?list=PLI0zWE2pkn8BdYXmTpXdiiOyud0GAGNXL] ଏ ସମୟରେ ସମସ୍ତଙ୍କ ସହ ସଦୟ ବ୍ୟବହାର ଦେଖାନ୍ତୁ ଏବଂ ସମସ୍ତଙ୍କ ସହଯୋଗ ନେଇ କରୋନାର ମୁକାବିଲା କରନ୍ତୁ। କରୋନା ଏକ ବିଶ୍ୱ ମହାମାରୀର ରୂପ ନେଇଛି। ତେଣୁ ଜରୁରୀକାଳୀନ...

ଲକଡାଉନ ପାଇଁ ଘରେ ଅବସାଦରେ ଅଛନ୍ତି କି? କରନ୍ତୁ ଏହି କାମ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସ୍ କାରଣରୁ ବର୍ତ୍ତମାନ ସମଗ୍ର ଦେଶରେ ତାଲା ପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନିଆ ତାଲା ପକାଇବାକୁ ଘୋଷଣା କରିଛନ୍ତି। ଅର୍ଥାତ୍ ଏହି ସମୟ ମଧ୍ୟରେ ଲୋକଙ୍କୁ...