ରାୟଗଡ଼ାରେ ଆରମ୍ଭ ହେଲା ଟେଲି ମେଡିସିନ ସେବା, ଫୋନ କଲେ ମିଳିବ ସ୍ଵାସ୍ଥ୍ୟ ସମ୍ପର୍କିତ ପରାମର୍ଶ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଫୋନ ଯୋଗେ ହେବ ରୋଗୀ ସେବା। ରୋଗୀ ଫୋନ କରି ରୋଗ ସମ୍ପର୍କରେ କହିବା ପରେ ଡାକ୍ତରଙ୍କଠାରୁ ରୋଗୀଙ୍କୁ ମିଳିବ ପରାମର୍ଶ। ରାୟଗଡା ଜିଲ୍ଲା...

ମୋଦୀଙ୍କ ସହ ଫୋନରେ କଥା ହେଲେ ନବୀନ, ରଥଯାତ୍ରା ଆୟୋଜନ ନେଇ ଆଲୋଚନା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ଦୁଇ ନେତାଙ୍କ ମଧ୍ୟରେ କରୋନାକୁ ନେଇ କିଛି ସମୟ ଆଲୋଚନା ହୋଇଥିବା...

ଭଦ୍ରକରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭଦ୍ରକରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଭଦ୍ରକ ଜିଲ୍ଲା ବାସୁଦେବପୁରର ୪୦ ବର୍ଷିୟ ଯୁବକ। ନିକଟରେ ସେ କୋଲକାତାରୁ ଫେରି ହୋମ୍‌ କ୍ଵାରେଣ୍ଟାଇନ୍‌ରେ ରହିଥିଲେ।...
foreign return april 9

ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ କରୋନା ସତର୍କତା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ https://www.youtube.com/watch?v=fo3jcidkiVc&feature=emb_logo ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୪ ପରେ ବିଦେଶରୁ ଓଡ଼ିଶାକୁ ଫେରିଛନ୍ତି, ତେବେ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪କୁ କଲ୍‌ କରି କିମ୍ବା www.covid19.odisha.gov.inକୁ ଯାଇ ନିଜ ନାମ ପଞ୍ଜୀକରଣ...

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର...

ଗର୍ଭାବସ୍ଥାରେ ମଧୁମେହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାଣନ୍ତୁ ଗର୍ଭାବସ୍ଥା ସମୟରେ ଡାଇବେଟିସ୍‌ ହେଲେ କେଉଁ ସବୁ ସମସ୍ୟା ଦେଖାଦେଇଥାଏ। ଗର୍ଭାବସ୍ଥାର ୯ ମାସ ପ୍ରତ୍ୟେକ ମହିଳାଙ୍କ ପାଇଁ ଖୁବ୍ ଚାଲେଞ୍ଜିଂ ହୋଇଥାଏ। ଏହି ସମୟରେ ସେମାନଙ୍କର ବିଭିନ୍ନ ପ୍ରକାର ଶାରୀରିକ...

୩ ଜିଲ୍ଲାରେ ୬୦ ଘଣ୍ଟିଆ ସଟ୍‌ଡାଉନ୍‌ – କ’ଣ ଖୋଲା ରହିବ, କ’ଣ ବନ୍ଦ ରହିବ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ୩ ଜିଲ୍ଲା ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ରାଜ୍ୟ ସରକାର ୬୦ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ୨୩ ତାରିଖ ରାତି ୧୦ଟାରୁ ୨୬ ତାରିଖ...

କରୋନାର ୧୦ ବଡ଼ ଖବର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଦିନ ତମାମ୍‌ର କରୋନା ସମ୍ପର୍କୀତ ବଡ଼ ଖବର। ୧. ଭାରତରେ କରୋନା ସଂକ୍ରମଣର ଅଭିବୃଦ୍ଧି ଲିନିଏର ବୋଲି କହିଛନ୍ତି କେନ୍ଦ୍ର ସରକାର। ଏହା ଘାତୀୟ ବା ଏକ୍ସପୋନେନ୍ସିଏଲ ନୁହେଁ। ୨. ଦିଲ୍ଲୀର ହଟସ୍ପଟ...

ଲକ୍‌ଡାଉନ: ପିଲାଙ୍କ ସହ ସଂପର୍କ କେମତି କରିବେ ମଜଭୁତ – ଆପଣାନ୍ତୁ ୟୁନିସେଫ୍‌ର ୫ଟି ଉପାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ ଯୋଗୁଁ ସାରାଦେଶରେ ଲକଡାଉନ୍‌ ଘୋଷଣା ହୋଇଛି। ବାପା’ ମା’ ଏହାର ଫାଇଦା ନିଶ୍ଚୟ ଉଠାନ୍ତୁ। ପିଲାଙ୍କ ସହ ସମ୍ପର୍କକୁ ମଜଭୂତ କରନ୍ତୁ। ଲକଡାଉନ୍‌ ପ୍ରତି ମା’ ବାପାଙ୍କୁ ଏକ ବଡ଼...

ଲକଡାଉନ: ଆଗକୁ ଅଛି NEET UG ପରୀକ୍ଷା – କିପରି କରିବେ ପ୍ରସ୍ତୁତି?

ଓଡ଼ିଶାଲାଇଭ ବ୍ୟୁରୋ ମେଡିକାଲ ବିଭାଗରେ ନିଜର କ୍ୟାରିୟର ଗଢ଼ିବାକୁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀମାନେ ବହୁ ପୂର୍ବରୁ ନିଜ ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ଆଗକୁ ଅଛି ଏନ୍.ଇ.ଇ.ଟି ୟୁଜି ପରୀକ୍ଷା, ଦେଶରେ କରୋନା ଆତଙ୍କ ପାଇଁ...