କ୍ୱାରେଣ୍ଟାଇନ୍ରେ ଆଇବି ଅଧିକାରୀ ଓ କର୍ମଚାରୀ, ଅଫିସ୍ ସିଲ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଇଣ୍ଟେଲିଜେନ୍ସ ବ୍ୟୁରୋ ବା କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। ଏହି ସଂସ୍ଥାର ଜଣେ ଅଧିକାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ କାର୍ଯ୍ୟାଳୟ ସିଲ୍ କରାଯାଇଛି।
ଏହି ସଂସ୍ଥାର ସମସ୍ତ...
କେନ୍ଦ୍ରାପଡ଼ା: ଏପ୍ରିଲ ୯ରୁ ମାସ୍କ ପିନ୍ଧିବା ଜରୁରୀ, ନହେଲେ ଗଣିବେ ୫୦୦ ଟଙ୍କା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣୀ ସାହାଣୀ): କରୋନା ମୁକାବିଲା ପାଇଁ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ। ଏପ୍ରିଲ ୯ ତାରିଖରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲାର ଜିଲ୍ଲାପାଳ...
ଲକ୍ଡାଉନରେ ପିଲାଙ୍କୁ ଶିଖାନ୍ତୁ ନୂଆ କଥା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=4rj599iWHrQ]
କୋରାନା ଭାଇରସ ସଂକ୍ରମଣ ଭୟରେ ଏବେ ଲକଡାଉନ୍ରେ ସାରା ଦେଶ। ଏପ୍ରିଲ ୧୫ ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ...
କରୋନା ମୃତକଙ୍କ ମଧ୍ୟରେ ବୟସ୍କଙ୍କ ସଂଖ୍ୟା ଅଧିକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=UILLLyh0ThM
ଏପର୍ଯ୍ୟନ୍ତ କରୋନା ଭୂତାଣୁରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବୟସ୍କଙ୍କ ସଂଖ୍ୟା ଅଧିକ। ବୟସ୍କ ବ୍ୟକ୍ତିଙ୍କ ଶରୀରରେ ଡାଇବେଟିସ୍, ଉଚ୍ଚ ରକ୍ତଚାପ, କିଡ୍ନି ରୋଗ, ଶ୍ୱାସ ଭଳି ବିଭିନ୍ନ ଦୂରାରୋଗ ଥାଏ। ଏହି...
ଅନଲାଇନ୍ରେ ପାଠ ପଢ଼ିବେ ମାଟ୍ରିକ ଛାତ୍ରଛାତ୍ରୀ – ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଅନଲାଇନରେ ପାଠ ପଢ଼ିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। କେନ୍ଦ୍ର ସରକାରଙ୍କ ଦୀକ୍ଷା ଆପ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବାକୁ କୁହାଯିବ। ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସହ ଯୋଡ଼ି ରଖିବା ପାଇଁ ଏହି...
କରୋନା କବଳରେ ଭାରତ – ୪୪୨୧ ଆକ୍ରାନ୍ତ, ୧୧୪ ମୃତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦିନକୁ ଦିନ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ ୪୪୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ...
ଆପଣ ବି ଘରେ ତିଆରି କରିପାରିବେ ମାସ୍କ – ଦେଖନ୍ତୁ ସୁଦର୍ଶନ ପଟ୍ଟନାୟକଙ୍କ ଭିଡିଓ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଘରୁ ବାହାରକୁ ବାହାରିଲେ ସମସ୍ତେ ପିନ୍ଧିବେ ମାସ୍କ। ଏପ୍ରିଲ ୯ ତାରିଖରୁ ଏହି ନିୟମ କଡ଼ାକଡ଼ି ହେବ। ରାଜ୍ୟ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି...
କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ୧୨ଟି ଗାଁ ସିଲ୍ – ସୂଚନା ଦେଲେ ଜିଲ୍ଲାପାଳ ସମର୍ଥ ବର୍ମା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ୧୨ଟି ଗାଁକୁ ସିଲ୍ କରିଛି ପ୍ରଶାସନ। ସୋମବାର ଆଳି ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। କରୋନା...
ଭୋଡାଫୋନ୍ ଆଣିଲା ତିନୋଟି ଶସ୍ତା ପ୍ଲାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୋଡାଫୋନ୍ ଗ୍ରାହକମାନଙ୍କ ପାଇଁ ଖୁସି ଖବର। ଲମ୍ବା ବୈଧତା ଚାହୁଁଥିବା ଗ୍ରାହକଙ୍କ ପାଇଁ କମ୍ପାନି ତିନୋଟି ନୂଆ ପ୍ଲାନ୍ ଆରମ୍ଭ କରିଛି।
୪୭ ଟଙ୍କା, ୬୭ ଟଙ୍କା ଓ ୭୮ ଟଙ୍କାର ଏହି...
ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ – କେମିତି କରିବେ ଚିକିତ୍ସା?
ଓଡ଼ିଶାଲାଇଭ୍ ବ୍ୟୁରୋ
ପରିବର୍ତ୍ତିତ ଜୀବନଶୈଳୀ, କର୍ମବ୍ୟସ୍ତତା ଓ ଚାପ ଯୋଗୁଁ ଅଧିକାଂଶ ଲୋକ ଉଚ୍ଚରକ୍ତଚାପ ବା ହାଇପରଟେନ୍ସନ୍ ସମସ୍ୟାରେ ପୀଡ଼ିତ ହୋଇଥା’ନ୍ତି। କିନ୍ତୁ ଗର୍ଭାବସ୍ଥା ସମୟରେ ଉଚ୍ଚରକ୍ତଚାପ ସମସ୍ୟା ଦେଖାଦିଏ, ତେବେ ଏହା ଉଭୟ...





















