କରୋନା ଯୁଦ୍ଧ ପାଇଁ ଓଡ଼ିଶା ପ୍ରସ୍ତୁତ: ୨୨ରୁ ୨୨ ନେଗେଟିଭ, ୮ଟେଷ୍ଟ ରିପୋର୍ଟକୁ ଅପେକ୍ଷା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା କମ୍ୟୁନିକେସନ ସେଲ୍ର ମୁଖ୍ୟ ସୁବ୍ରତ ବାଗ୍ଚିଙ୍କ ସାମ୍ଵାଦିକ ସମ୍ମିଳନୀ
କରୋନା ମୁକାବିଲା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିଲେ ସରକାର
ହାତଧୁଆ ଓ ସାମାଜିକ ଦୂରତା ଉପରେ ଗୁରୁତ୍ଵ
...
ଡେଉଁଛି କରୋନା – ହାତ ମିଳାନ୍ତୁନି, ଆଲିଙ୍ଗନ କରନ୍ତୁନି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସାରା ବିଶ୍ଵରେ କରୋନା ଭାଇରସ ନିଜ କାୟା ବିସ୍ତାର କରିଛି। ଏଥିରୁ ଭାରତ ମଧ୍ୟ ବର୍ତ୍ତି ପାରିନାହିଁ। ବର୍ତ୍ତମାନ ସୁଦ୍ଧା ଭାରତରେ ୮୩ ଜଣ କରୋନା ରୋଗୀ ଚିହ୍ନଟ ହୋଇ...
ଛୋଟ ପିଲାଙ୍କୁ କରୋନାରୁ କେମିତି ରଖିବେ ସୁରକ୍ଷିତ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ ଯେ କୌଣସି ବୟସର ଲୋକଙ୍କୁ ସଂକ୍ରମିତ କରିପାରେ। ଏହି ଭାଇରସ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଉପରେ ବିଶେଷ ପ୍ରଭାବ ପକାଏ କି ନାହିଁ ସେ ସଂପର୍କରେ...
କରୋନା ଆକ୍ରାନ୍ତଙ୍କୁ ଚିହ୍ନୁଛି ଥର୍ମାଲ ଗନ୍, ଜାଣନ୍ତୁ କ’ଣ ଏହି ମେସିନ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭାରତରେ କରୋନା କାୟା ବିସ୍ତାର କରୁଥିଲା ବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଭାରତ ସରକାର ଯୋଜନା ଚଳାଇଛନ୍ତି। ଶୁକ୍ରବାରଠୁ ଦେଶର ସମସ୍ତ ବିମାନ ବନ୍ଦରରେ ଥର୍ମାଲ ସ୍କାନିଂ ଆରମ୍ଭ ହୋଇଛି।...
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି, ମହାରାଷ୍ଟ୍ରରେ ସର୍ବାଧିକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭାରତରେ ଏବେ ପ୍ରତି ଘଣ୍ଟାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ଏହି ସଂଖ୍ୟା ୧୦୮ରେ ପହଞ୍ଚିଛି।
କରୋନା ଭାରତରେ ନିଜର କାୟା ବିସ୍ତାର...
କରୋନାକୁ ନେଇ ସଚେତନ ରହିବାକୁ ଅପିଲ୍ କଲେ ନବୀନ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
‘‘ଗତ କିଛି ମାସ ମଧ୍ୟରେ ସାରାବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ଭୂତାଣୁ ସଂକ୍ରମଣ ସମଗ୍ର ମାନବ ସମାଜ ପାଇଁ ଏକ ପ୍ରମୁଖ ଆହ୍ୱାନ ଭାବରେ ଉଭା ହୋଇଛି। ଆମେମାନେ...
କରୋନା କଟକଣା – ମାସ୍କ ପିନ୍ଧିବେ ଶ୍ରୀମନ୍ଦିର ସେବାୟତ, ଭକ୍ତଙ୍କ ଉପରେ ରହିବ ନଜର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କଟକଣା। ଏଣିକି ଶ୍ରୀମନ୍ଦିର ଭିତରେ ସେବାୟତ ପିନ୍ଧିବେ ମାସ୍କ। ଏହାସହ ଦେଶ ବିଦେଶରୁରୁ ଆସୁଥିବା ଭକ୍ତଙ୍କ ଉପରେ ମଧ୍ୟରେ ନଜର ରଖାଯିବ। ରବିବାର...
ଗୋ-ମୂତ୍ର ପିଇଲେ କରୋନାରୁ ମୁକ୍ତି – ସୋସିଆଲ୍ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋ-ମୂତ୍ର ପିଇଲେ କରୋନା ଭାଇରସ କବଳରୁ ମୁକ୍ତି ମିଳିପାରିବ। ଏହାକୁ ପିଇବା ପରେ କରୋନା ଆଉ ପାଖ ମାଡ଼ିବନି। ସୋସିଆଲ୍ ମିଡିଆରେ ଏଭଳି କିଛି କଥା ଏବେ ଭାଇରାଲ୍ ହେବାରେ ଲାଗିଛି।
Gaumutra...
କରୋନା ଡର – ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଧଉଳି ଶାନ୍ତିସ୍ତୁପ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧଉଳି ଶାନ୍ତିସ୍ତୁପ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ। କରୋନା ଭାଇରସକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।
ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ଏନେଇ ସୂଚନା ଦେଇଛନ୍ତି।...
କରୋନାକୁ ନେଇ ଟୁଇଟ୍ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାକୁ ନେଇ ଟୁଇଟ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନାର ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ନବୀନ ଟୁଇଟ୍ କରି ସୂଚନା ଦେଇଛନ୍ତି।
ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା...





















