ରାତିରେ ଭାତ ଖାଇବା ଦ୍ୱାରା ମେଦ ବୃଦ୍ଧି ହୋଇଥାଏ କି? ଜାଣନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖାଦ୍ୟ ମଧ୍ୟରେ ଭାତ ଏକ ମୁଖ୍ୟ ଖାଦ୍ୟ। ହେଲେ କିଛି ଲୋକ ଭାବନ୍ତି ଅରୁଆ ଚାଉଳଠୁ ଉଷୁନା ଚାଉଳ ଅଧିକ ପୁଷ୍ଟିକର। କିଛି ଲୋକ ଭାବିଥା’ନ୍ତି ଯେ ଭାତ ଖାଇବା ଦ୍ୱାରା...

କୋରୋନା ସତର୍କତା – ବିଧାନସଭାରେ ଦିଆଯିବନି ବାୟୋମେଟ୍ରିକ ଉପସ୍ଥାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନାକୁ ନେଇ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଥିଲା ବେଳେ ଏହାକୁ ନେଇ ବିଧାନସଭାରେ ସତର୍କତା ଅବଲମ୍ବନ କରାଯାଇଛି। ଏଥିପାଇଁ ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କାର୍ଯ୍ୟାଳୟ ପରିଷ୍କାର ରଖିବା...

କେରଳରେ କୋରୋନା ଭୟ – ମାର୍ଚ୍ଚ ୩୧ ତାରିଖ ଯାଏଁ ସିନେମା ହଲ୍ ଓ ସ୍କୁଲ୍ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ କେରଳରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସିନେମା ଘର ବନ୍ଦ ରହିବ। ଏଥିସହିତ ରାଜ୍ୟରେ ସପ୍ତମ ଶ୍ରେମୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ମଧ୍ୟ ବନ୍ଦ ରହିବ। କୋରୋନା ଭାଇରସ ଯୋଗୁଁ...

ମହିଳାମାନେ ଖାଆନ୍ତୁ ଏହିସବୁ ଖାଦ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧାରଣତଃ ମହିଳାମାନେ କାର୍ଯ୍ୟ ବ୍ୟସ୍ତତା ଭିତରେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇପାରି ନଥାନ୍ତି। ଫଳରେ ଅସୁସ୍ଥ ହୋଇପଡ଼ିନ୍ତି। ହେଲେ ମହିଳାମାନେ ନିଜ ସ୍ୱାସ୍ଥ୍ୟ ଓ ଖାଦ୍ୟପେୟ ପ୍ରତି ବିଶେଷ...

ସଠିକ୍ ସମୟରେ ଖାଦ୍ୟ ନ ଖାଇଲେ ବଢ଼ିପାରେ ମେଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିକାଲି ମେଦବୃଦ୍ଧି ଏକ ବିରାଟ ସମସ୍ୟା ଭାବେ ଉଭା ହୋଇଛି। ସାଧାରଣତଃ ଦୈନନ୍ଦିନ ଜୀବନରେ ଖାଦ୍ୟପେୟରେ ସନ୍ତୁଳନ ରକ୍ଷା ନକଲେ ମେଦବୃଦ୍ଧି ଘଟିଥାଏ। ଅବସର ସମୟରେ କିଛି ଲୋକ ଚିପ୍ସ ହେଉ କିମ୍ବା...

ଗୁଗଲରେ ସର୍ଚ୍ଚ କରନ୍ତୁନି ଏହି କଥା – ଆକାଉଣ୍ଟରୁ ଶୂନ ହୋଇଯିବ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିକାଲି ଅନେକ ଲୋକ ଯେକୌଣସି ଜିନିଷ ଖୋଜି ପାଇବାକୁ ଗୁଗଲର ସାହାଯ୍ୟ ନେଉଛନ୍ତି। ଏହାଦ୍ୱାରା ଲୋକମାନେ ଅନେକ ସୁବିଧାସୁଯୋଗ ପାଇବା ସହ ଅନେକ ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ଏପରିକି ଏହାଦ୍ୱାରା...

ହୋଲିରେ କେମିତି ରଖିବେ ସ୍ୱାସ୍ଥ୍ୟର ଯତ୍ନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମସ୍ତଙ୍କର ଅପେକ୍ଷାର ଅନ୍ତଘଟେଇ ଆସିଛି ରଙ୍ଗର ପର୍ବ ହୋଲି। ଲୋକମାନେ ହୋଲିର ରଙ୍ଗରେ ନିଜକୁ ରଙ୍ଗେଇ ବେଶ୍ ଆନନ୍ଦ ଉଲ୍ଲାସର ସହ ଏହି ଦିନଟିକୁ ପାଳନ କରୁଛନ୍ତି। ହୋଲି ପାଳିବା ସମୟରେ...

ଆମିଷ ଖାଇଲେ ହୋଇଥାଏ କି କୋରୋନା ଭାଇରସ୍‌?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନକୁ ଦିନ ବ୍ୟାପିବାରେ ଲାଗିଛି କୋରୋନା। ଏହି ଭୂତାଣୁ ଯୋଗୁଁ ୩ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ପ୍ରାୟ ୩୦ଟି ଦେଶରେ ଏହି ଭୂତାଣୁ ବ୍ୟାପିସାରିଛି। ଅନ୍ୟପଟେ ଏହି ଭାଇରସ୍‌କୁ ନେଇ...

“ସାଧାରଣ ଥଣ୍ଡା ଜ୍ୱର ହେଲେ ବି ଖେଳନ୍ତୁ ନାହିଁ ହୋଲି”

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନା ଓ ହୋଲିକୁ ନେଇ ପରାମର୍ଶ ଦେଇଛନ୍ତି ସୋଆର ନୂଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର। “କେବଳ କୋରୋନା ନୁହେଁ ସାଧାରଣ ଥଣ୍ଡା, କାଶ ଓ ଛିଙ୍କ ହେଉଥିବା ଲୋକମାନେ ମଧ୍ୟ...

କୋରୋନା ଚୋରେଇ ନେଲା ହୋଲିର ମଜା

 ଓଡ଼ିଶାଲାଇଭ୍‌ ବ୍ୟୁରୋ ରାତି ପାହିଲେ ରଙ୍ଗର ପର୍ବ ହୋଲି। ଏଥିପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁନାହିଁ। କାରଣ କୋରୋନା ଭାଇରସ ପାଇଁ କେଉଁଠି ନା କେଉଁଠି ଆତଙ୍କିତ ଅଛନ୍ତି ଲୋକେ। କୋରୋନା ପାଇଁ...