ନୂଆ ବର୍ଷରୁ ଏହି ସବୁ ସ୍ମାର୍ଟଫୋନରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ମାସ ଅର୍ଥାତ୍‌ ନୂଆ ବର୍ଷରୁ ଅନେକ ସ୍ମାର୍ଟଫୋନରେ ଆଉ ହ୍ୱାଟ୍ସଆପ୍‌ ଚାଲିବନି। ଫେସ୍‌ବୁକ୍‌ର ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ର ସପୋର୍ଟ ପେଜ୍‌ରେ ଏନେଇ ସୂଚନା ଦିଆଯାଇଛି। ହ୍ୱାଟ୍ସଆପ୍‌ କହିଛି, "ଆସନ୍ତା...

ଇସ୍ରୋ ପକ୍ଷରୁ ଲଞ୍ଚ୍‌ ହେଲା RISAT-2BR1 ପ୍ରତିରକ୍ଷା ସାଟେଲାଇଟ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇସ୍ରୋର ସବୁଠାରୁ ଶକ୍ତିଶାଳୀ ପ୍ରତିରକ୍ଷା ସାଟେଲାଇଟ୍‌ RISAT-2 BR1ର ସଫଳ ଉତ୍‌କ୍ଷେପଣ ହୋଇଛି। ବୁଧବାର ଅପରାହ୍‌ଣ ୩ଟା ୨୫ରେ ବେଙ୍ଗାଳୁରୁ ଶୀହରିକୋଟାରୁ PSLV-C48 ଲଞ୍ଚ୍‌ ଭେଇକଲ୍‌ ସାହାଯ୍ୟରେ ଏହି ସାଟେଲାଇଟ୍‌କୁ ଉତ୍‌କ୍ଷେପଣ...

ଜିଓ ଫୋନ୍‌ ଗ୍ରାହକଙ୍କୁ ଝଟ୍‌କା – କମ୍ପାନି ବନ୍ଦ କଲା ସବୁଠୁ ଶସ୍ତା ପ୍ଲାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ ଡିସେମ୍ବର ୬ ତାରିଖରୁ ରିଲାଏନ୍ସ ଜିଓ ଏହାର ପ୍ରିପେଡ୍‌ ଟାରିଫ୍‌ ପ୍ଲାନ୍‌କୁ ବଦଳାଇଥିଲା। ତେବେ ଏଥିରେ ଜିଓ ଫୋନ୍‌ର ପ୍ଲାନ୍‌କୁ ନେଇ କୌଣସି ଦାମ୍‌ ବଢ଼ାଯାଇନଥିଲା। ବର୍ତ୍ତମାନ ଜିଓ ଫୋନ୍‌...

ସାଓମି ଲଞ୍ଚ୍‌ କଲା ସ୍ମାର୍ଟ ସ୍ପିକର Redmi XiaoAI

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ୍‌ ସ୍ମାର୍ଟଫୋନ କମ୍ପାନି ମଙ୍ଗଳବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ Redmi K30 ସ୍ମାର୍ଟଫୋନ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନ ସହ କମ୍ପାନି ବିଭିନ୍ନ ଏମ୍‌ଆଇ ପ୍ରଡକ୍ଟ୍‌ସ ମଧ୍ୟ ଲଞ୍ଚ୍‌ କରିଥିଲା। ଏହି...

ସ୍ୱାସ୍ଥ୍ୟ ସଙ୍ଗେସଙ୍ଗେ ତ୍ୱଚାକୁ ଚମକଦାର କରିଥାଏ ଗ୍ରୀନ୍‌ ଟି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶେଷଜ୍ଞମାନଙ୍କ ମତରେ ଗ୍ରୀନ୍‌ ଟି ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ଏହା ଓଜନକୁ କମେଇବାରେ ସାହାଯ୍ୟ କରିଥାଏ। କିନ୍ତୁ, ଏହା ସ୍ୱାସ୍ଥ୍ୟ ସଙ୍ଗେସଙ୍ଗେ ତ୍ୱଚାର ସମସ୍ତ ସମସ୍ୟାକୁ ଦୂର କରିଥାଏ। ଜାଣନ୍ତୁ,...

ତ୍ୱଚାରେ ଚମକ ଆଣିବାଠୁ ଓଜନ କମ୍‌ କରିବା ଯାଏଁ ସବୁଥିରେ ଫାଇଦା ଦେଇଥାଏ ଉଷୁମ ପାଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁସ୍ଥ ରହିବା ପାଇଁ ଦିନକୁ ୮ରୁ ୧୦ ଗ୍ଲାସ ପାଣି ପିଇବା କଥା ତ ଆପଣ ଜାଣିଥିବେ। ହେଲେ ଆପଣ ଜାଣନ୍ତି କି ଉଷୁମ ପାଣି ପିଇବା ଦ୍ୱାରା ମଧ୍ୟ ଶରୀରକୁ...

ଘରୋଇ ଉପଚାରରେ କହୁଣୀର କଳାଦାଗକୁ କରନ୍ତୁ ଦୂର

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁହଁରେ ଚମକ ପାଇଁ ସାଧାରଣତଃ ସମସ୍ତେ ବିଭିନ୍ନ ଉପାୟ ଆପଣେଇ ଥାନ୍ତି। ହେଲେ ଅନେକ କହୁଣୀ ଓ ଆଣ୍ଠୁର କଳାଦାଗକୁ ଅଣଦେଖା କରନ୍ତି। ଏହି କଳାଦାଗ ପାଇଁ ଇଚ୍ଛାଥିଲେ ବି ସର୍ଟ...

ପବ୍ଲିକ୍‌ ଚାର୍ଜିଂ ପଏଣ୍ଟ୍‌ରେ ମୋବାଇଲ ଚାର୍ଜ ବସାଇଥିଲେ, ବ୍ୟାଙ୍କରୁ ଉଡ଼ିଗଲା ୫୦ ହଜାର ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାବଧାନ! ପବ୍ଲିକ୍‌ ଚାର୍ଜିଂ ପଏଣ୍ଟ୍‌ରେ ମୋବାଇଲ ଫୋନ୍‌ ଚାର୍ଜ ବସାଉଛନ୍ତି କି? ଆପଣଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଉଡ଼ିଯାଇପାରେ। ଏଭଳି ଖବର ଆସିଛି ରାଜଧାନୀ ଦିଲ୍ଲୀରୁ। ଖବର ଆସିବା ପରେ ଦିଲ୍ଲୀ...

5G ସପୋର୍ଟ, ୬୪ ମେଗାପିକ୍ସେଲ କ୍ୟାମେରା ସହ ଲଞ୍ଚ୍‌ ହେଲା Redmi K30

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ପକ୍ଷରୁ ମଙ୍ଗଳବାର ବହୁ ପ୍ରତୀକ୍ଷିତ ସ୍ମାର୍ଟଫୋନ୍‌ Redmi K30 ଲଞ୍ଚ୍‌ କରାଯାଇଛି। ଚୀନ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ଲଞ୍ଚ୍‌ କରାଯାଇଛି। ଏହି...

ଶୀଘ୍ର ଥକି ଯାଉଛନ୍ତି କି? ଜାଣନ୍ତୁ କ’ଣ ହୋଇପାରେ କାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଯଦି ଆପଣ ଶୀଘ୍ର ଥକି ଯାଉଛନ୍ତି, ଆପଣଙ୍କୁ ଭୋକ ହେଉନି ଓ ଅଧିକାଂଶ ସମୟ ନିଦ ଲାଗୁଛି ତେବେ ଏହାର ବିଭିନ୍ନ କାରଣ ହୋଇପାରେ। ଯଦି ଆପଣ ବି ଏମିତି ସମସ୍ୟାର...