ହ୍ୱାଟ୍ସଆପ୍‌ରେ ଆସିଲା କଲ୍‌-ୱେଟିଂ ଫିଚର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ରେ କଲ୍‌ ବ୍ୟବସ୍ଥାକୁ ନେଇ ଏକ ବଡ଼ ଫିଚର ଆସିଛି। ଏବେ ହ୍ୱାଟ୍ସଆପ୍‌ରେ ୟୁଜର କଲ୍‌-ୱେଟିଂ ସୁବିଧା ପାଇପାରିବେ। ହ୍ୱାଟ୍ସଆପ୍‌ର ନୂଆ ଭର୍ସନର ଅପ୍‌ଡେଟ୍‌ ୨.୧୯.୧୨୦ରେ ଏହି...

ମଶା ଧୂପ ହୋଇପାରେ ଆପଣଙ୍କ ପାଇଁ କ୍ଷତିକାରକ

ଓଡ଼ିଶାଲାଇଭ୍ ବ୍ୟୁରୋ ଶୀତଦିନ ଆସିଲେ ମଶାମାନଙ୍କ ଆତଙ୍କ ବି ଅଧିକ ହୋଇଯାଏ। ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଲୋକେମାନେ ବିଭିନ୍ନ ପ୍ରକାରର ମଶା ମାରିବା ଧୂପ, ଝୁଣା, ମେସିନ୍‌ ଓ ମଶା ମାରିବା...

ପ୍ରିମାଚ୍ୟୁର ବେବିଙ୍କର କେମିତି ନେବେ ଯତ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରିମାଚ୍ୟୁର ବେବି ବା ଅପକ୍ୱ ଶିଶୁ ଜନ୍ମ ହେଲେ ମା’ମାନେ ଅନେକ ଚିନ୍ତା ଓ ଆଶଙ୍କାରେ ବୁଡ଼ି ରହିଥା’ନ୍ତି। କାରଣ ଅପକ୍ୱ ଶିଶୁର ଶରୀର ସ୍ୱାଭାବିକ ଶିଶୁ ଭଳି କାମ କରି...

ଅପରେସନ ବେଳେ ଡାକ୍ତରମାନେ କାହିଁକି ପିନ୍ଧନ୍ତି ସବୁଜ ରଙ୍ଗର ଡ୍ରେସ୍?

ଓଡ଼ିଶାଲାଇଭ୍ ବ୍ୟୁରୋ ଡାକ୍ତରମାନଙ୍କୁ ଧରାପୃଷ୍ଠରେ ଭଗବାନଙ୍କ ସହ ତୁଳନା କରାଯାଏ। ସେମାନଙ୍କ ଦ୍ୱାରା ଜଣେ ବ୍ୟକ୍ତି ମରଣ ମୁହଁରୁ ବଞ୍ଚିଆସି ପାରିଥାଏ। ଅପରେସନ୍ ମାଧ୍ୟମରେ ଡାକ୍ତରମାନେ ଜଣେ ବ୍ୟକ୍ତିକୁ ନୂଆ ଜନ୍ମ ଦେଇପାରିଥାନ୍ତି। ଏହି ଅପରେସନ୍...

ସକାଳର ଖାଇବାରେ ସାମିଲ କରନ୍ତୁ ଅଣ୍ଡା, ପେଟରୁ କମିବ ଚର୍ବି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିର ଆଧୁନିକ ଜୀବନଶୈଳୀ ଭିତରେ ପେଟ ଚର୍ବି ବଢିବା ସମସ୍ୟା ଏକ ସାଧାରଣ ଘଟଣା ହୋଇଗଲାଣି। ପେଟରେ ଅତ୍ୟାଧିକ ଚର୍ବି କାରଣରୁ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଶରୀର ମଧ୍ୟକୁ ପ୍ରବେଶ...

ଲଞ୍ଚ୍ ହେଲା Vivo U20 ସ୍ମାର୍ଟଫୋନ୍, ମିଳିବ ୫ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଭୋ କମ୍ପାନି ଏହାର Vivo U ସିରିଜ ସ୍ମାର୍ଟଫୋନର ନୂଆ ଭର୍ସନକୁ ଭାରତରେ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନର ନାଁ ରହିଛି Vivo U20। ନଭେମ୍ବର ୨୨ ତାରିଖରେ କମ୍ପାନି ଏହି ଫୋନକୁ ଭାରତରେ ଲଞ୍ଚ୍...

ଆପଣାନ୍ତୁ ଏହି ଟିପ୍ସ – ୪୦ ବର୍ଷ ବୟସ ପରେ ବି ଲାଗିବେ ‘ମିଷ୍ଟର ପରଫେକ୍ଟ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିଜ ସ୍ୱାସ୍ଥ୍ୟର ଯତ୍ନ ସମସ୍ତଙ୍କୁ ନେବା ଆବଶ୍ୟକ। ଆପଣ ଯେତେବେଳେ ୪୦ ବର୍ଷ ବୟସ ପାର୍‌ କରୁଛନ୍ତି ସେତେବେଳେ ସ୍ୱାସ୍ଥ୍ୟ ପ୍ରତି ବେଶୀ ଯତ୍ନାବାନ ହେବା ଆବଶ୍ୟକ। ଖାସ୍‌ କରି ପୁରୁଷମାନେ...

ସହଜ ଉପାୟରେ ଘରେ ପ୍ରସ୍ତୁତ କରନ୍ତୁ ଚଟ୍‌ପଟି ଚାଟ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଷ୍ଟ୍ରିଟ୍‌ ଫୁଡ୍‌ ମଧ୍ୟରେ ଚାଟ୍‌ ଖାଇବାର ପ୍ରାୟ ସମସ୍ତଙ୍କର ଇଛା। ତେବେ, ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ବାହାରେ ମିଳୁଥିବା ଟେଷ୍ଟି ଚାଟ୍‌। ଆବଶ୍ୟକୀୟ ସାମଗ୍ରୀ ୨ ଜଣଙ୍କ ପାଇଁ କରୁଥିଲେ ସିଝା...

ମୋଟାପା କମାଇବା ଲାଗି ଖାଆନ୍ତୁ ଅମୃତଭଣ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ଅମୃତଭଣ୍ଡାରେ ଖୁବ୍ କମ୍ ପରିମାଣର କ୍ୟାଲୋରୀ ରହିଥାଏ । ନିୟମିତ ଭାବେ ତାକୁ ଖାଇଲେ ମୋଟାପା କମିଥାଏ । ତେଣୁ ସକାଳ ଜଳଖିଆରେ ଫାଷ୍ଟଫୁଡ୍ ନ ଖାଇ ଅମୃତଭଣ୍ଡା ଖାଇବା ଅଭ୍ୟାସ...

ପିଅନ୍ତୁ ଏହି ଗ୍ରିନ୍‌ ଜୁସ୍‌, କମିବ ଓଜନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଜନକୁ ନେଇ ସମସ୍ତେ ଚିନ୍ତିତ ଥାଆନ୍ତି। ଏଥିପାଇଁ ଲୋକେମାନେ ନାନା ପ୍ରଥା ଆପଣେଇଥା’ନ୍ତି। କିନ୍ତୁ ପ୍ରତିଦିନ ସକାଳେ ଗ୍ରିନ୍‌ ଜୁସ୍‌ ପିଇଲେ, ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। କ’ଣ ଏହି ଗ୍ରିନ୍‌...