ରାଜ୍ୟରେ ୨ଦିନ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ୧୦ଟି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ଭୋର୍‌ ସକାଳୁ କିଛିଟା...

ଫେବ୍ରୁଆରି ୯ରୁ ପଶ୍ଚିମ ଓଡ଼ିଶାରେ ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହୋଇପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ...

ଲଞ୍ଚ୍ ହେଲା ‘ଭିଭୋ ଭି-୧୫ ପ୍ରୋ’ ସ୍ମାର୍ଟଫୋନର ଟିଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ନିକଟରେ ତା’ର ‘ଭିଭୋ ଭି-୧୫ ପ୍ରୋ’ ଟିଜର ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ ଫେବ୍ରୁଆରି ୨୦ରେ ରାଜଧାନୀ ଦିଲ୍ଲୀରେ ଲଞ୍ଚ ହେବ। କମ୍ପାନି ଏହି...

ମସ୍ତିଷ୍କକୁ ଥଣ୍ଡା ରଖେ ଖଜୁରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତିଦିନ ଖୁଜୁରି ଖାଇବା ସ୍ୱାସ୍ଥ୍ୟପାଇଁ ହିତକର ଖଜୁରିରେ ଆଇରନ୍, ମିନେରାଲ୍ସ, କ୍ୟାଲସିୟମ୍, ଫସଫରସ୍ ଓ ଭିଟାମିନ୍ ଭରପୁର ମାତ୍ରାରେ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବଢ଼ାଇବାରେ ସହାୟକ ହୋଇଥାଏ। ଡାଇବେଟିସ୍...

ଭାରତରୁ ବିଦା ହୋଇପାରେ ହ୍ୱାଟ୍‌ସଆପ୍‌!

ଓଡ଼ିଶାଲାଇଭ୍‌ ବ୍ୟୁରୋ ହ୍ୱାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଦୁଃଖ ଖବର। ଭାରତରୁ ବିଦା ହୋଇପାରେ ହ୍ୱାଟ୍‌ସଆପ୍‌। ହ୍ୱାଟ୍‌ସଆପ୍‌ ଓ ଭାରତ ସରକାରଙ୍କ ମଧ୍ୟରେ ଗତ ବର୍ଷଠାରୁ ବିବାଦ ଲାଗି ରହିଥିଲା। ତେବେ ଏହି ବିବାଦର ଅନ୍ତ...

ଗର୍ଭାସ୍ଥାରେ ଅଧିକ ସ୍ମାର୍ଟଫୋନ ବ୍ୟବହାର ଘାତକ ସାବ୍ୟସ୍ତ ହୋଇପାରେ-ସର୍ଭେ

ଓଡ଼ିଶାଲାଇଭ୍ ବ୍ୟୁରୋ ଗର୍ଭବତୀ ମହିଳାଙ୍କ ପାଇଁ ସ୍ମାର୍ଟଫୋନ୍‌ ଘାତକ ସାବ୍ୟସ୍ତ ହୋଇପାରେ। ଏଭଳି କି ଗର୍ଭପାତର ଆଶଙ୍କା ମଧ୍ୟ ଉପୁଜିପାରେ ବୋଲି ଗବେଷକମାନେ ମତ ଦେଇଛନ୍ତି। ସ୍ମାର୍ଟଫୋନ୍‌, ଲ୍ୟାପଟପ୍‌, ବ୍ଲୁଟୁଥ୍‌ ଆଦି ସୂଚନାପ୍ରଯୁକ୍ତି ଉତ୍ପାଦରୁ ବିକିରଣ...

‘ଜିସ୍ୟାଟ୍‌-୩୧’ର ସଫଳ ଉତ୍‌କ୍ଷେପଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୁଧବାର ସକାଳେ ଭାରତର ୪୦ତମ ଯୋଗାଯୋଗ ସାଟେଲାଇଟ୍‌ 'ଜିସ୍ୟାଟ୍‌-୩୧'ର ଉତ୍‌କ୍ଷେପଣ ସଫଳ ହୋଇଛି। ଏହି ସାଟେଲାଇଟ୍‌କୁ ଭାରତ ବାହାରେ ଫ୍ରେଞ୍ଚ ଗୁଏନାଠାରେ ଉତ୍‌କ୍ଷେପଣ କରାଯାଇଥିଲା। ୨୦୧୯ ମସିହାରେ ଇସ୍ରୋ ପକ୍ଷରୁ ଏହା...

ହୃଦଘାତ ପୂର୍ବର ଲକ୍ଷଣ

ଓଡ଼ିଶାଲାଇଭ୍ ବ୍ୟୁରୋ କୁହାଯାଏ କି, ଜଣେ ବ୍ୟକ୍ତିକୁ ହୃଦଘାତ କେତେବେଳେ ବି ଆସିପାରେ। କିନ୍ତୁ ଆପଣ ଜାଣିଛନ୍ତି କି? ହୃଦଘାତ ହେବାର ସଂକେତ ମାସେ ପୂର୍ବରୁ ଆରମ୍ଭ ହୋଇଯାଇଥାଏ। ଆସନ୍ତୁ ଜାଣିବା ହୃଦଘାତ ଆସିବା ପୂର୍ବର...

ଗର୍ଭାବସ୍ଥାର ବିଭିନ୍ନ ପର୍ଯ୍ୟାୟ

ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ଗର୍ଭାବସ୍ଥାର ବିଭିନ୍ନ ପର୍ଯ୍ୟାୟ ଏବଂ ମାଆର ଶରୀରରେ କିଭଳି ପରିବର୍ତ୍ତନ ହୋଇଥାଏ ଆସନ୍ତୁ ଜାଣିବା। ଗର୍ଭାବସ୍ଥାର ପର୍ଯ୍ୟାୟ ଗର୍ଭାବସ୍ଥାକୁ ସାଧାରଣତଃ ତିନି ପର୍ଯ୍ୟାୟରେ ଭାଗ କରାଯାଇଛି। ପ୍ରତ୍ୟେକ ଅବସ୍ଥାକୁ ତ୍ରି-ମାସ କୁହାଯାଇଥାଏ। ପ୍ରତ୍ୟେକ ତ୍ରି-ମାସର ଅବଧି ହେଉଛି...

ଆଉ ୨ ଦିନ କୁହୁଡ଼ି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ତାପମାତ୍ରା ବୃଦ୍ଧି ଘଟିବା ସହ ଶୀତର ପ୍ରକୋପ ସାମାନ୍ୟ କମିଛି। ଆଉ ୨୪ ଘଣ୍ଟା ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ସହିତ ଥଣ୍ଡାର ପ୍ରକୋପ ଲାଗି ରହିବ...