ହୃଦରୋଗୀଙ୍କ ପାଇଁ ବାଇଗଣ ବେଶ୍ ଉପାଦେୟ: ଆସନ୍ତୁ ଜାଣିବା ବାଇଗଣର ଉପକାରିତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଇଗଣ ନିୟମିତ ଭାବେ ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ ବୋଲି ଖାଦ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ବାଇଗଣରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଥିବା ବେଳେ ଅନ୍ୟାନ୍ୟ ଫାଇବର ଓ ପୋଷକତତ୍ତ୍ଵ ମଧ୍ୟ...

ଓଜନ କମାଇବାକୁ ଚାହୁଁଛନ୍ତି କି? ଖାଆନ୍ତୁ ତରଭୁଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗ୍ରୀଷ୍ମ ଋତୁରେ ତରଭୁଜ ଖାଇଲେ ଶରୀର ସତେଜ ରହେ। ଏଥିରେ ଥିବା ୯୨ ପ୍ରତିଶତ ଜଳୀୟ ଅଂଶ ଗରମରୁ ଆରାମ ଦେଇଥାଏ। ଏହାଛଡ଼ା ତରଭୁଜର ଆହୁରି ଅନେକ ଔଷଧୀୟ ଗୁଣ ମଧ୍ୟ...

ତୃତୀୟ ତ୍ରୟମାସରେ ଗର୍ଭବତୀ ମାଆର ଶରୀରରେ ପରିବର୍ତ୍ତନ ଓ ଯତ୍ନ

ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ଶେଷ ତ୍ରୟମାସ ଗର୍ଭବତୀ ମାଆ ଓ ଗର୍ଭସ୍ଥ ଶିଶୁ ଲାଗି ଅତି ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଏହି ସମୟରେ ମାଆର ଶରୀରର  ପରିବର୍ତ୍ତନ ବାବଦରେ ଜାଣିବା ଓ ନିରାପଦ ମାତୃତ୍ୱ ଲାଗି...

ନିପା ଭାଇରସ୍ ପାଇଁ ସତର୍କତା: ୩ ଜଣିଆ ଟିମ୍ ଗଠନ କଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେରଳରେ ନିପା ଭାଇରସ୍ ୧୪ ଜଣଙ୍କ ଜୀବନ ନେବା ପରେ ଓଡ଼ିଶା ସରକାର ୩ ଜଣିଆ ଟିମ୍ ଗଠନ କରିଛନ୍ତି। କେରଳରେ ନିପା ଭାଇରସ ଆତଙ୍କ ଖେଳାଇବା ପରେ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ...

ଷ୍ଟୋନ ସମସ୍ୟା ଥିଲେ ପିଅନ୍ତୁ ଆଖୁ ରସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଖୁରସରେ ମିନେରାଲ, ଭିଟାମିନ ଏବଂ ଆଣ୍ଟିଅକ୍ସିଡେଣ୍ଟ ଅଧିକ ମାତ୍ରାରେ ଥାଏ। ଯାହା ଶରୀରକୁ ଖୁବ୍ ଲାଭ ଦେଇଥାଏ। ଖରା ଦିନେ ଶରୀରକୁ ଅଧିକ ପାଣିର ଆବଶ୍ୟକତା ରହିଛି। ଖରାରୁ ରକ୍ଷା ପାଇବା ପାଇଁ...

ଶରୀର ପାଇଁ ମହୌଷଧି ଭଳି କାମ କରେ ଘିକୁଆଁରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘିକୁଆଁରି ବା ଏଲୋବେରା ଜେଲ୍‌ ତ୍ଵଚା ପାଇଁ ବହୁତ ଉପଯୋଗୀ ହୋଇଥାଏ। ଏହାକୁ ନିୟମିତ ଭାବେ ବ୍ୟବହାର କଲେ ତ୍ଵଚା ସମ୍ବନ୍ଧୀୟ ଅନେକ ରୋଗ ଦୂର ହୋଇଥାଏ। କେବଳ ଯେ ତ୍ଵଚା...

ଡାଇବେଟିସ୍ ରୋଗୀଙ୍କ ପାଇଁ ବେଶ୍ ଉପକାରୀ କ୍ୟାପସିକମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମେଦବହୁଳତା ଓ ଡାଇବେଟିସ୍ ଏହି ଦୁଇଟି ରୋଗ ଆଜିକାଲି ଏକ ସାଧାରଣ ରୋଗ ଭାବେ ଉଭା ହୋଇଛି। ଔଷଧ ସହିତ ସଠିକ୍ ଖାଦ୍ୟାଭ୍ୟାସ ଏହି ଦୁଇଟି ରୋଗର ନିୟନ୍ତ୍ରଣ ପାଇଁ ବହୁ...

ଦ୍ୱିତୀୟ ତ୍ରୟମାସରେ ଗର୍ଭବତୀ ମାଆର ଶରୀରରେ ପରିବର୍ତ୍ତନ ଓ ଯତ୍ନ

ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ଗର୍ଭବତୀ ନାରୀର ଦ୍ୱିତୀୟ ତ୍ରୟମାସରେ କିପ୍ରକାର ଶାରୀରିକ ଲକ୍ଷଣ ପ୍ରକାଶ ପାଏ ଏବଂ କିପରି ତା’ର ଯତ୍ନ ନେବା ଆସନ୍ତୁ ଜାଣିବା ଚତୁର୍ଥ ମାସ ଏହି ସମୟରେ ଚର୍ମରେ ପରିବର୍ତ୍ତନ ଦେଖାଯାଏ।...

ଘରୋଇ ଉପାୟରେ କେମିତି ନେବେ ତ୍ୱଚାର ଯତ୍ନ? ଆସନ୍ତୁ ଜାଣିବା କିଛି ଟିପ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତ୍ୱଚାକୁ ଉଜ୍ଜ୍ୱଳ କରିବା ପାଇଁ ସମସ୍ତେ ଚେଷ୍ଟିତ ଥାନ୍ତି। ଏଥିପାଇଁ ଅନେକ ଭିନ୍ନ ଭିନ୍ନ ପ୍ରଡକ୍ଟ ବ୍ୟବହାର କରିଥାନ୍ତି ଏବଂ ପରବର୍ତ୍ତୀ ସମୟରେ ତ୍ୱଚା ଖରାପ ଦେଖାଯାଏ। ତେବେ ଘରୋଇ ଉପାୟରେ କିପରି...

ଆଜିର ବଡ଼ ଖବର (ମେ ୨୪, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’। ନବମ ଦିନରେ ମହାନଦୀ ସୁରକ୍ଷା ଅଭିଯାନ ମହାନଦୀ ଜନଜାଗରଣ ଯାତ୍ରାର ଆଜି ଥିଲା ନବମ ଦିନ। ଦଳର ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ମହାନଦୀ ଦକ୍ଷିଣ ପାର୍ଶ୍ୱ ଟିମ୍‍ କାକଟପୁରରୁ...