ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ‘ଆଜିର ବଡ଼ ଖବର’

ନବମ ଦିନରେ ମହାନଦୀ ସୁରକ୍ଷା ଅଭିଯାନ

ମହାନଦୀ ଜନଜାଗରଣ ଯାତ୍ରାର ଆଜି ଥିଲା ନବମ ଦିନ। ଦଳର ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ମହାନଦୀ ଦକ୍ଷିଣ ପାର୍ଶ୍ୱ ଟିମ୍‍ କାକଟପୁରରୁ ବାହାରି ଶିଖରଘାଟ, ଗରେଇ ଓ ମାଛଗାଁ ଦେଇ ବାଲିକୁଦାରେ ପହଞ୍ଚିବା ପରେ ସେଠାରେ ସାଧାରଣ ସଭା କରାଯାଇଥିଲା।

ମୋଦିଙ୍କ କଟକ ଗସ୍ତକୁ ବିରୋଧ, ବାଦାମବାଡିରେ ପକୁଡି ବିକିବ କଂଗ୍ରେସ

ମୋଦିଙ୍କୁ ଗସ୍ତକୁ ନେଇ ବିଜେପି ମହଲରେ ଉତ୍ସାହ ଭରି ରହିଥିବା ବେଳେ କଂଗ୍ରେସ କିନ୍ତୁ ବିରୋଧ କରୁଛି। ମୋଦିଙ୍କ କଟକ ଗସ୍ତକୁ ବିରୋଧ କରି କଂଗ୍ରେସ ସେହିଦିନ ବାଦାମବାଡି ଏବଂ ବକ୍ସିବଜାରରେ ଷ୍ଟଲ ଖୋଲି ପକୁଡି ବିକ୍ରି କରିବ ବୋଲି କହିଛି।

୨୦୧୯ରେ ପୁରୀରୁ ଲଢ଼ିବେ ମୋଦି?

୨୦୧୯ ଲୋକସଭା ନିର୍ବାଚନରେ ସେ ପୁରୀରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି। ସୂତ୍ର ଅନୁଯାୟୀ, ୨୦୧୪ ଭଳି ମୋଦି ୨୦୧୯ରେ ଦୁଇଟି ଲୋକସଭା ଆସନରୁ ପ୍ରାର୍ଥୀ ହେବେ। ତେବେ ତାଙ୍କର ବର୍ତ୍ତମାନର ଆସନ ବାରଣାସୀ ହାତରେ ରହିବ କିନ୍ତୁ ବରୋଦାକୁ ସେ ଛାଡ଼ିବେ।

ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ହେଲେ ରଘୁ ମହାନ୍ତି

ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ହୋଇଛନ୍ତି ରଘୁ। ଏହି ନୂଆ ଦାୟିତ୍ୱ ସହ ରଘୁଙ୍କୁ କ୍ୟାବିନେଟ ପାହ୍ୟା ମିଳିବ। ପୂର୍ବରୁ ରଘୁଙ୍କୁ ବିଜେଡି ଉପ-ସଭାପତି କରାଯାଇଛି।

ତେଲ ଉପରୁ ଭାଟ କମାନ୍ତୁ ରାଜ୍ୟ ସରକାର: ଧର୍ମେନ୍ଦ୍ର ପ୍ରଧାନ

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ତେଜିଛି ରାଜନୀତି। ପ୍ରତି ବ୍ଲକରେ ୨୮ରୁ ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ଆନ୍ଦୋଳନକୁ ଓହ୍ଲାଉଥିବା ବେଳେ ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଓଡ଼ିଶାକୁ କିଏ ଅବହେଳା କରିଛି? କଂଗ୍ରେସକୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ତେଲ ଦର ବୃଦ୍ଧିକୁ ନେଇ ବିଜେଡିକୁ ଟାର୍ଗେଟ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସ ଓଡ଼ିଶାକୁ ଅବହେଳା କରିଥିବାରୁ କଂଗ୍ରେସ ନେତା ଓଡ଼ିଶାବାସୀଙ୍କୁ କ୍ଷମା ମାଗିବାକୁ  ଧର୍ମେନ୍ଦ୍ର ଦାବି କରିଛନ୍ତି।

ଶ୍ରୀମନ୍ଦିରରେ ଲାଗିଲା ସିସିଟିଭି: ଭକ୍ତ-ସେବାୟତଙ୍କ ଉପରେ ରଖିବ ନଜର

ଶ୍ରୀମନ୍ଦିର ଜଗମୋହନରେ ଲାଗିଲା ୨ଟି ସିସିଟିଭି। ଜୟ ବିଜୟ ଦ୍ୱାରକୁ ମୁହଁ କରି ଗୋଟିଏ ସିସିଟିଭି ଲାଗିଥିବା ବେଳେ ଆଉ ଗୋଟିଏ ବେହରଣ ଦ୍ୱାରକୁ ମୁହଁ କରି ଲଗାଯାଇଛି। ଏହି ଦୁଇଟି ସିସିଟିଭି ଭକ୍ତ ଏବଂ ସେବାୟତଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବ। ଶୁକ୍ରବାରଠାରୁ ସିସିଟିଭି କାର୍ଯ୍ୟକ୍ଷମ ହେବ।

ମୋଦିଙ୍କ କଟକ ଗସ୍ତ: ଓଡ଼ିଶା ଉପରେ ନଜର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା କଟକ ଗସ୍ତ ଓଡ଼ିଶା ରାଜନୀତି ପାଇଁ କଣ ମାନେ ରଖୁଛି?ଦେଖିବାକୁ ଗଲେ ବହୁତ କିଛି।

ମୋଦିଙ୍କୁ ଚ୍ୟାଲେଞ୍ଜ ଦେଲେ କୋହଲି: ଆସନ୍ତୁ ଜାଣିବା ଚ୍ୟାଲେଞ୍ଜଟି କ’ଣ?

ମୋଦିଙ୍କୁ ‘ବିରାଟ’ ଚ୍ୟାଲେଞ୍ଜ୍। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ବଡ଼ ଚ୍ୟାଲେଞ୍ଜ୍ ଦେଇଛନ୍ତି। ଚ୍ୟାଲେଞ୍ଜଟି ହେଉଛି ଫିଟ୍‌ନେସ୍।

ମାଓବାଦୀଙ୍କ ବର୍ବର କାଣ୍ଡ: ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣରେ ଜଣେ ଜବାନ ସହିଦ

ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀମାନେ ଖଞ୍ଜିଥିବା ଏକ  ଲ୍ୟାଣ୍ଡମାଇନ୍ସ ବିସ୍ପୋରଣରେ କୋବ୍ରା ବାଟାଲିୟନର ଜଣେ ସବଇନ୍ସପେକ୍ଟରଙ୍କର ମୃତ୍ୟୁ ଘଟିଛି।

ରାଜ୍ୟ ସରକାରଙ୍କ ଉପରେ ଦୂତିଙ୍କ କ୍ଷୋଭ: ଜମି ଦେବାକୁ କହି ଦେଲେନି

“ଭୁବନେଶ୍ୱରରେ ଜମି କିମ୍ବା ଘର ଖଣ୍ଡିଏ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଦୂତିଙ୍କୁ ଘରଖଣ୍ଡିଏ ମିଳିନାହିଁ”, ନିଜ ସୋସିଆଲ ମିଡିଆରେ ଦୂତି କ୍ଷୋଭର ସହ ଏହା କହିଛନ୍ତି।

ବୈଷ୍ଣୋ ଦେବୀଙ୍କ ପାଖ ଜଙ୍ଗଲରେ ନିଆଁ : ଫଶିଲେ ୨୫,୦୦୦ରୁ ଉର୍ଦ୍ଧ୍ଵ ତୀର୍ଥଯାତ୍ରୀ

ମାତା ବୈଷ୍ଣୋ ଦେବୀଙ୍କ ଜଙ୍ଗଲରେ ହଠାତ ନିଆଁ ଲାଗିଯିବା ଫଳରେ ୨୫,୦୦୦ରୁ ଉର୍ଦ୍ଧ୍ଵ ତୀର୍ଥଯାତ୍ରୀ ରାସ୍ତାରେ ଫସିଯାଇଛନ୍ତି।

ନୃଶଂସ ପୁଅ: ଖାଦ୍ୟ ସ୍ୱାଦିଷ୍ଟ ହୋଇନଥିବାରୁ ବାପାକୁ ଛୁରି ଭୁସି ହତ୍ୟା କଲା ପୁଅ

ଖାଦ୍ୟ ସ୍ୱାଦିଷ୍ଟ ହୋଇ ନ ଥିବାରୁ ବାପ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ଶେଷରେ ଶୋଇଥିବା ବାପାକୁ ଛୁରିରେ ଭୁସି ହତ୍ୟା କରିଛି ପୁଅ।

Comment