ଆଣ୍ଠୁ ଗଣ୍ଠି ଜନିତ ଯନ୍ତ୍ରଣା ସମସ୍ୟା ଦୂର କରିବ ରସୁଣ: ଆସନ୍ତୁ ଜାଣିବା ରସୁଣର ଉପକାରୀ ଗୁଣ ବିଷୟରେ..

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଣ୍ଠୁ ଗଣ୍ଠି ଜନିତ ଯନ୍ତ୍ରଣା, ଶ୍ୱାସ, ରକ୍ତରେ କୋଲେଷ୍ଟ୍ରଲ୍‌ର ମାତ୍ରା ବୃଦ୍ଧି, ଟକ୍ସିନ୍‌, ଅନିଦ୍ରା, ଖାଦ୍ୟ ହଜମ ନହେଉଥିବା ସମସ୍ୟା ପାଇଁ ରସୁଣ ବେଶ୍ ଉପକାରୀ। କଞ୍ଚା ରସୁଣ ଖାଇବାକୁ ସବୁ ଲୋକେ...

ତ୍ଵଚାରେ ଚମକ ଆଣିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ଏହିସବୁ ଖାଦ୍ୟ…

ଓଡ଼ିଶାଲାଇଭ୍ ବ୍ୟୁରୋ ଯଦି ତ୍ଵଚାରେ ଚମକ ଆଣିବାକୁ ଚାହୁଁଛନ୍ତି, ନିଜ ଖାଦ୍ୟରେ ଏହିସବୁ ଖାଦ୍ୟ ସାମିଲ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତ୍ଵଚାରେ ଚିକ୍କଣ ଆଣିବା ପାଇଁ କିଏ ବା ନ ଚାହେଁ। ଏଥିପାଇଁ ଖାଦ୍ୟରେ...

ପେଟ ଚର୍ବି କମାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଉପାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିର ଆଧୁନିକ ଜୀବନଶୈଳୀ ଭିତରେ ପେଟ ଚର୍ବି ବଢିବା ସମସ୍ୟା ଏକ ସାଧାରଣ ଘଟଣା ହୋଇଗଲାଣି। ପେଟରେ ଅତ୍ୟାଧିକ ଚର୍ବି କାରଣରୁ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଶରୀର ମଧ୍ୟକୁ ପ୍ରବେଶ...

ସର୍ବଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀ ଉଦଘାଟିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସର୍ବଭାରତୀୟ ୬୧ ତମ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀ ଦୀର୍ଘ ୧୬ବର୍ଷ ପରେ ଓଡ଼ିଶାରେ ତୃତୀୟଥର ପାଇଁ ଏହି ସମ୍ମିଳନୀ ସବୁ କ୍ଷେତ୍ରରେ ଜାତୀୟ ହାରଠାରୁ ଓଡ଼ିଶାର...

ଶୀତଦିନେ ଓଜନ ବଢ଼ିବାର କାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣ ଜାଣନ୍ତି କି ଖରାଦିନ ଅପେକ୍ଷା ଶୀତଦିନେ ଆପଣଙ୍କ ଓଜନ ବଢ଼ିବାର ଆଶଙ୍କା ଅଧିକ କାହିଁକି ? ଏ କଥାର ରହସ୍ୟ ଏବେ ଉନ୍ମୋଚିତ ହୋଇଛି। କାନାଡ଼ାସ୍ଥିତ ଆଲବର୍ଟ ବିଶ୍ଵବିଦ୍ୟାଳୟର ପ୍ରଫେସର...

ଆରମ୍ଭ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସମ୍ମିଳନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇଦିନିଆ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସମ୍ମିଳନୀ। ୩୦ଟି ଜିଲ୍ଲାର ସମସ୍ତ ମୁଖ୍ୟ ଚିକିତ୍ସାଧିକାରୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ଏହି ସମ୍ମିଳନୀକୁ ସ୍ୱାସ୍ଥ୍ୟ ଓ ପରିବାର...

୧୭ରୁ ଭୁବନେଶ୍ୱରରେ ସର୍ବଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୬ ବର୍ଷ ପରେ ଓଡ଼ିଶାରେ ତୃତୀୟ ଥର ପାଇଁ ଆୟୋଜନ ହେଉଛି ସମ୍ମିଳନୀ ସମ୍ମିଳନୀରେ ଯୋଗଦେବେ ୮ ହଜାରରୁ ଅଧିକ ବିଶେଷଜ୍ଞ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୧...

ଅଣ୍ଡାଠାରୁ ଚିକେନ୍ ଅଧିକ ଉପଯୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ତୁଳନାତ୍ମକ ଭାବେ ଅଣ୍ଡାଠାରୁ ଚିକେନ୍ ଅଧିକ ଉପଯୋଗୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅଧିକ ମାଂସପେଶୀ ପାଇଁ ଶରୀରରେ ଅଧିକ ପ୍ରୋଟିନ୍ ବା ପୁଷ୍ଟିସାରର ଆବଶ୍ୟକତା ରହିଛି। କୋଷ, ତ୍ଵଚା ଏବଂ ଶରୀରର ବିକାଶ...

ସ୍ମାର୍ଟ ଚଷମାରେ ହେଉଛି ଭିଡିଓ ରେକର୍ଡିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିର ସ୍ମାର୍ଟ ଯୁଗରେ ସ୍ମାର୍ଟ ଯୋତା ଠାରୁ ଆରମ୍ଭ କରି ସ୍ମାର୍ଟ କଲମ ବି ଉଦ୍ଭାବନ ହେଲାଣି। ଖୁବଶିଘ୍ର ସ୍ମାର୍ଟଚଷମା ଏହି  ରେସରେ ଯୋଡି ହେବାକୁ ଯାଉଛି। ଆଜିର ସ୍ମାର୍ଟ ଯୁଗରେ ସ୍ମାର୍ଟ...

ପଙ୍ଗୁ କରିଦେଇପାରେ ଟିଭି ଦେଖିବା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତିଦିନ ୫ଘଣ୍ଟାରୁ ଅଧିକ ସମୟ ଟିଭି ଦେଖୁଥିବା ଏବଂ ସପ୍ତାହ ମଧ୍ୟରେ ତିନି ଘଣ୍ଟା ବି ଶାରୀରିକ ପରିଶ୍ରମ କରୁ ନଥିବା ବୟସ୍କ ବ୍ୟକ୍ତିଙ୍କ ପାଇଁ ସତର୍କବାଣୀ। ଏଭଳି ଜୀବନଚର୍ଯ୍ୟା ସେମାନଙ୍କ...