ଦିଲ୍ଲୀରେ ଫିକା ପଡ଼ିଲା ଆମ ଆଦମୀ ପାର୍ଟିର ରଣନୀତି: ବଡ଼ ବିଜୟ ଅଭିମୁଖେ ବିଜେପି!

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗଣତି ଜାରି ରହିଛି। ଏଠାରେ ବିଜେପି ଆମ ଆଦମୀ ପାର୍ଟିଠାରୁ ଆଗୁଆ ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ବିଜେପିକୁ ଦିଲ୍ଲୀରେ ବହୁମତ ମିଳିଥିବା...

ଓଡ଼ିଶା ପୋଲିସରେ ୯୩୩ଟି ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି: ଫେବ୍ରୁଆରି ୧୦ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଗୃହ ବିଭାଗ ପକ୍ଷରୁ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ଓଡ଼ିଶା ପୋଲିସ, ଅଗ୍ନିଶମ ବାହିନୀ ଓ ଜେଲ୍ ବିଭାଗରେ ଖାଲିଥିବା ୯୩୩ଟି ସବ ଇନ୍ସପେକ୍ଟର...

ବାରବାଟୀ ଦିନିକିଆ: ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ବାରବାଟୀ ଷ୍ଟାଡିୟମରେ ଦିନିକିଆ ପାଇଁ ଶୁକ୍ରବାର ଉଭୟ ଭାରତ ଓ ଇଂଲଣ୍ଡ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ନିଜ ପ୍ରିୟ ଖେଳାଳିଙ୍କ...

ଆସିଲା ଓସିଏସ୍ ପ୍ରିଲିମ ରେଜଲ୍ଟ: ମେନ୍ ପରୀକ୍ଷା ଦେବେ ୪,୭୯୯ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍) ପ୍ରିଲିମ ୨୦୨୩ ରେଜଲ୍ଟ। ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ମୋଟ ୪,୭୯୯ ଜଣ ପ୍ରାର୍ଥୀ। ଏମାନଙ୍କ ମଧ୍ୟରେ ରହିଛନ୍ତି ୧,୫୭୩ ମହିଳା। ଏ...

ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ନିଯୁକ୍ତି ମେଳା: ୬,୩୯୦ ଜଣ ଯୁବକ ଯୁବତୀଙ୍କୁ ମିଳିଲା ନିଯୁକ୍ତି ପତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ୬,୩୯୦ ଜଣ ଯୁବକ ଯୁବତୀଙ୍କୁ ଏକକାଳୀନ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏନେଇ ଶୁକ୍ରବାର ଭୁବନେଶ୍ୱରରେ ଏକ ବିଶେଷ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା। ଏଠାରେ ମୁଖ୍ୟମନ୍ତ୍ରୀ...

ସୁଭଦ୍ରା ଅପଡେଟ୍: ଆସନ୍ତାକାଲି ୧୮ ଲକ୍ଷ ହିତାଧିକାରୀ ପାଇବେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ସୁଭଦ୍ରା ଯୋଜନାକୁ ନେଇ ଆସିଲା ଆଉ ଏକ ନୂଆ ଅପଡେଟ୍। ଆସନ୍ତାକାଲି, ଶନିବାର ଦିନ ୧୮ ଲକ୍ଷରୁ ଊର୍ଦ୍ଧ୍ଵ ଦିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଯାଜପୁର ଜିଲ୍ଲାଠାରେ...

ଫକୀରମୋହନ ବିଶ୍ଵବିଦ୍ୟାଳୟରେ ‘ବିକଶିତ ଭାରତ’ ପ୍ରସଙ୍ଗରେ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀରମୋହନ ବିଶ୍ଵବିଦ୍ୟାଳୟରେ 'ବିକଶିତ ଭାରତ' ପ୍ରସଙ୍ଗରେ ଏକ ୨ ଦିନିଆ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ...
arrested

ଗିରଫ ହେଲେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଗିରଫ ହେଲେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶାନ୍ତନୁ ମହାପାତ୍ରଙ୍କୁ ଶୁକ୍ରବାର ଦିନ ଗିରଫ କରିଛି ଭିଜିଲାନ୍ସ। ଶାନ୍ତନୁ ମହାପାତ୍ରଙ୍କ...

ଫେବ୍ରୁଆରି ୧୦ରୁ ଟ୍ଵିନ ସିଟିରେ ଗାଡ଼ି ଚେକିଂ: ପ୍ରସ୍ତୁତ ରଖନ୍ତୁ ସବୁ କାଗଜପତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଅନେକ ଦିନର ବ୍ୟବଧାନ ପରେ ଟ୍ଵିନ ସିଟି ଭୁବନେଶ୍ୱର-କଟକରେ ପୁଣି ଆରମ୍ଭ ହେବ ଯାନବାହନ ଯାଞ୍ଚ। ଫେବ୍ରୁଆରି ୧୦ ତାରିଖରୁ କମିଶନରେଟ୍ ପୋଲିସ ପକ୍ଷରୁ ଗାଡ଼ି ଚେକିଂ କଡ଼ାକଡ଼ି ହେବ। ଏନେଇ...

ରେପୋ ରେଟ୍‌ ୨୫ ବେସିସ୍ ପଏଣ୍ଟ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ  

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ‘ରେପୋ’ ରେଟ୍‌ ହ୍ରାସ କରାଯାଇଛି। ଏଥିରେ ୨୫ ବେସିସ୍ ପଏଣ୍ଟ କମ କରାଯାଇଛି। ଫଳରେ ରେପୋ ରେଟ୍‌ ଏବେ ୬.୫୦ ପ୍ରତିଶତରୁ କମି ୬.୨୫ ପ୍ରତିଶତ...