ଫେବ୍ରୁଆରି ୧୭ରେ ଓଡ଼ିଶା ବଜେଟ, ଆଜି ବସିଲା ପ୍ରାକ୍ ବଜେଟ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଆସନ୍ତା ଫେବ୍ରୁଆରି ୧୭ ତାରିଖରେ ଓଡ଼ିଶା ବିଧାନସଭାରେ ବଜେଟ ଉପସ୍ଥାପନ ହେବ। ଏହା ପୂର୍ବରୁ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...
ବାଲେଶ୍ଵର: ଫକୀର ମୋହନ ବିଶ୍ଵବିଦ୍ୟାଳୟରେ ପାଳନ ହେଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ...
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ପାଳିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ...
ସିଆଇଏସଏଫରେ ୧୧୨୪ଟି ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ: ଜାଣନ୍ତୁ କେମିତି କରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟନ ଅଧିନସ୍ଥ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବାହିନୀରେ (ସିଆଇଏସଏଫ) ୧୧୨୪ଟି ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ସିଆଇଏସଏଫର ବିଭିନ୍ନ ବିଭାଗରେ ଖାଲିଥିବା ଏହିସବୁ...
ଶିମିଳିପାଳ ଅଭୟାରଣ୍ୟରେ ବେଆଇନ ପ୍ରବେଶ, ୩ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଶିକାର ପାଇଁ ବେଆଇନ ଭାବେ ପ୍ରବେଶ କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ ଏବଂ ଅନ୍ୟାନ୍ୟ...
କଟକ: ସଂସ୍କୃତି ମନ୍ତ୍ରାଳୟ ତରଫରୁ ନେତାଜୀଙ୍କ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୃଷ୍ଣ କୁମାର ମହାନ୍ତି): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ ଅବସରରେ କଟକ ବାରବାଟୀ ଦୁର୍ଗଠାରେ ନେତାଜୀଙ୍କ ଉପରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି।
ପରାକ୍ରମ ଦିବସ ଉପଲକ୍ଷେ ସଂସ୍କୃତି...
ଦିଲ୍ଲୀ ବିଧାନସଭା ନିର୍ବାଚନ: କ୍ଷମତାକୁ ଆସିବା ପାଇଁ ବିଜେପିର ଜୋରଦାର ଲଢ଼େଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ନିଜର ପ୍ରଚାରକୁ ସେତିକି ଜୋରଦାର କରୁଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି (ବିଜେପି) ନିର୍ବାଚନୀ ଇସ୍ତାହାର ଜାରି...
ଜୀବନ ନେଲା ଜୀବନ ସାଥୀ: ପତ୍ନୀକୁ ହାଣି ପ୍ରେସର କୁକରରେ ସିଝେଇଲେ ପୂର୍ବତନ ସେନା ଯବାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାହା ହାତଧରି ସାତ ଜନ୍ମର ସାଥୀ କରିଥିଲା, ତାକୁ ହିଁ ନିଜ ହାତରେ ମାରିଦେଲା ସ୍ୱାମୀ।
ସଇତାନ ପାଲଟି ଗଲା ସ୍ୱାମୀ। ଯାହା ହାତ ଧରି ସାତ ଜନମର ସାଥୀ କରିଥିଲା, ତାକୁ...
ପ୍ରଥମ ଦିନରେ ୨୦ଟି ମିଛ କହିଲେ ଡୋନାଲ୍ଡ ଟ୍ରମ୍ପ! ପୂର୍ବରୁ ବି ମିଛ କହି ଗଣିଥିଲେ କୋଟି କୋଟି...
ଓଡ଼ିଶାଲାଇଭ୍ ବ୍ୟୁରୋ
ଶପଥ ନେବା ପରେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି ଆମେରିକାର ନୂଆ ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପ। ସମଗ୍ର ବିଶ୍ୱର ନଜର ଏବେ ଟ୍ରମ୍ପଙ୍କ ଉପରେ। ସେ କ’ଣ କହୁଛନ୍ତି, କ’ଣ କରୁଛନ୍ତି ଟିକିନିଖି ଖବର...
ଶାରୋନ ରାଜ ହତ୍ୟା ମାମଲା: ପ୍ରେମିକା ଗ୍ରୀଷ୍ମାଙ୍କୁ ଫାଶୀଦଣ୍ଡ ଦେଲେ କେରଳ କୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୁଷ ହୁଅନ୍ତୁ କି ନାରୀ, ବିଚାର ସମସ୍ତଙ୍କ ପାଇଁ ସମାନ। ଯିଏ ଦୋଷ କରେ ସିଏ ଦଣ୍ଡ ପାଏ। ପ୍ରେମିକକୁ ହତ୍ୟା କରିବା ଦୋଷରେ ପ୍ରେମିକାକୁ ଫାଶୀଦଣ୍ଡ ଦେଇଛନ୍ତି କେରଳ କୋର୍ଟ।
ଶାରୋନ...
କପିଲ ଶର୍ମାଙ୍କ ସମେତ ୪ ଜଣ ବଲିଉଡ୍ ସେଲିବ୍ରିଟିଙ୍କୁ ଧମକପୂର୍ଣ୍ଣ ଇମେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ୍ କଳାକାରଙ୍କୁ ହତ୍ୟା ଧମକ ମିଳିବାର ଧାରା କମିବାର ନାଁ ଧରୁନି। ଏଥର ଏକାସାଙ୍ଗରେ ଚାରି ଚାରି ଜଣ ସେଲିବ୍ରିଟିଙ୍କୁ ମିଳିଛି ଧମକପୂର୍ଣ୍ଣ ଇମେଲ୍। ଏମାନଙ୍କ ମଧ୍ୟରେ ଅଛନ୍ତି କମେଡିଆାନ କପିଲ...





















