ଭାରତର ଏହି ୪ଟି ସହରରେ କାହିଁକି ହୋଇଥାଏ କୁମ୍ଭ ମେଳା?

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲିଠାରୁ ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ମେଳା ମହାକୁମ୍ଭ। ୧୨ ବର୍ଷ ପରେ ମହାକୁମ୍ଭ ପ୍ରୟାଗରାଜରେ ଗଙ୍ଗା ଏବଂ ଯମୁନା ନଦୀର ସଙ୍ଗମସ୍ଥଳରେ ଆୟୋଜିତ ହେବାକୁ ଯାଉଛି। ଜାନୁଆରି ୧୩ରୁ ଫେବୃଆରୀ...

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପୁତନା ବଧ ଦୃଶ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=TwaAeNAx2q8 ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ରେ ଚାଲିଛି ଧନୁଯାତ୍ରା। ବରଗଡ଼ ସହରରେ ଚାଲିଛି ମଥୁରା ନରେସ ମହାରାଜା କଂସଙ୍କ ରାଜୁତି। ମହାରାଜ କଂସଙ୍କ ନିର୍ଦ୍ଦେଶରେ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଗୋପପୁରରେ...

ପ୍ରୟାଗରାଜ: ମହାକୁମ୍ଭ ମେଳାରେ ଯୋଗ ଦେବେ ‘ଆପଲ’ କମ୍ପାନିର ମାଲିକାଣୀ ଲରେନ ପାୱେଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶର ପ୍ରୟାଗରାଜରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା। ଏନେଇ ଚଳଚଞ୍ଚଳ ହୋଇ ଉଠିଲାଣି ସଂଗମ ନଗରୀ। ପ୍ରୟାଗରାଜ ମହାକୁମ୍ଭରେ ଏଥର ଯୋଗଦେବେ ଆପଲ କମ୍ପାନିର କମ୍ପାନିର ପ୍ରତିଷ୍ଠାତା ଷ୍ଟିଭ...

ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟ ଗୁରୁ ସଂଗୀତା ଦାଶଙ୍କ ନୃତ୍ୟ ଜୀବନର ୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ନୃତ୍ୟ ମାଧ୍ୟମରେ ନିଜ ଆଇ ମା’ ମନୋରମା ପାଣିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସଂଗୀତା ଦାଶ। ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ଏକ ସ୍ଵତନ୍ତ୍ର ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ। ବିଶିଷ୍ଟ ଅଭିନେତ୍ରୀ ତଥା ଓଡ଼ିଶୀ...

ଭୁବନେଶ୍ଵର: ୧୪୪ ଜଣ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ମହାନଗର ନିଗମ ଓ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ନୂତନ ନିଯୁକ୍ତି ପାଇଥିବା ୧୪୪ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ କରିବା ଲାଗି ୟୁନିଟ ୮ସ୍ଥିତ ସରକାରୀ ବାଳକ ଉଚ୍ଚ...

ଜଷ୍ଟିନ ଟ୍ରୁଡୋଙ୍କ ପରେ କିଏ ହେବ କାନାଡାର ପ୍ରଧାନମନ୍ତ୍ରୀ? ରେସରେ ୩ ଜଣ ଭାରତୀୟ ବଂଶୋଦ୍ଭବ

ଓଡ଼ିଶାଲାଇଭ୍ ବ୍ୟୁରୋ ଜଷ୍ଟିନ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଚାଲିଛି ଅଙ୍କକଷା, କିଏ ହେବ କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? କାନାଡାର ରାଜନୈତିକ ସଙ୍କଟ ଚାଲିଥିବାବେଳେ କିଏ ଧରିବ ଦେଶର ମଙ୍ଗ।    ତେବେ...

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ମନୋରମ ପରିବେଶ ସୃଷ୍ଟି କଲା ରାଧାକୃଷ୍ଣଙ୍କ ନାବକେଳୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସବୁଦିନ ଆସର ଜମୁଛି। ଉଭୟ ମଥୁରାନଗରୀ ଏବଂ ଗୋପପୁରରେ ଚିତ୍ତାକର୍ଷକ ଦୃଶ୍ୟାଭିନୟ ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଛି। ଗୋଟେପଟେ କଂସ ମହାରଜଙ୍କ ଶାସନ ଏବଂ...

ଜାନୁଆରି ୩୧ ସୁଦ୍ଧା ଇ-କେଓ୍ଵାଇସି ନ କଲେ କଟିଯିବ ରାସନକାର୍ଡ!

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ୩୧ ତାରିଖ ସୁଦ୍ଧା ଇ-କେୱାଇସି କରିନଥିଲେ କଟିଯିବ ରାସନକାର୍ଡ। ଆଉ ମିଳିବନି ରାସନ। ଏହା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାସନକାର୍ଡ ପାଇଁ...

ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଦଳାଚକଟା, ଚାଲିଗଲା ୬ ଭକ୍ତଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଧା ରହିଗଲା ତିରୁପତି ଦର୍ଶନ। ଟୋକନ ବାଣ୍ଟିବା ପୂର୍ବରୁ ଦଳାଚକଟାରେ ଚାଲିଗଲା ୬ ଜଣ ଭକ୍ତଙ୍କ ଜୀବନ। ଆନ୍ଧ୍ରପ୍ରଦେଶସ୍ଥିତ ତିରୁପତି ମନ୍ଦିରରେ ଟୋକନ ନେବାବେଳେ ଦଳାଚକଟା ଘଟି ୬ ଜଣ ଭକ୍ତଙ୍କର ମୃତ୍ୟୁ...

ପ୍ରବାସୀ ଭାରତୀୟ ଦିବସ ମହାକୁମ୍ଭକୁ ଉଦଘାଟନ କଲେ, ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରସ୍ଥିତ ଜନତା ମଇଦାନଠାରେ ଆୟୋଜିତ ତିନିଦିନିଆ ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ...