ବିବାହ କରିବାକୁ ମନା କରିବା ଆତ୍ମହତ୍ୟା ପାଇଁ ଉସ୍କେଇବା ନୁହେଁ: ସୁପ୍ରିମକୋର୍ଟ
ପୁଷ୍ପମିତ୍ର ମହାନ୍ତି
“ବିବାହ କରିବାକୁ ମନା କରିବା ଭାରତୀୟ ଆଇନ ଅନୁଯାୟୀ ଆତ୍ମହତ୍ୟା ପାଇଁ ଉସ୍କେଇବା ବୋଲି ବିବେଚନା କରାଯାଇପାରିବ ନାହିଁ”, ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହା କହିଛନ୍ତି।
ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ...
ବାତ୍ୟା ‘ଫେଙ୍ଗାଲ’ ପ୍ରଭାବରେ ଓଡ଼ିଶାରେ ହାଲୁକା ବର୍ଷା: ୩ ଦିନ କମିବ ଶୀତ!
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ଆସିଥିବା ବାତ୍ୟା ଫେଙ୍ଗାଲ ପ୍ରଭାବରେ ଏବେ ଓଡ଼ିଶାର କିଛି ସ୍ଥାନରେ ମାଧ୍ୟମ ଧରଣର ବର୍ଷା ହେଉଛି। ଗୁରୁବାର ଯାଏଁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା...
ଚର୍ଚ୍ଚାରେ ଅନେକ ନାଁ, ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା? ରାଜ୍ୟସଭା ଉପନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜୋର ଧରିଛି ଏହି ଚର୍ଚ୍ଚା।
ସୁଜିତ କୁମାର ରାଜ୍ୟସଭା ସାଂସଦ ପଦ ଛାଡ଼ିବା ପରେ ଓଡ଼ିଶାରେ ଗୋଟିଏ...
ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ଟାସ୍କ ଫୋର୍ସ ଗଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ପ୍ରତିଷ୍ଠା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି ଓଡ଼ିଶା ସରକାର। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଏହି...
ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପଙ୍କ ଚେତାବନୀ – “ଗାଜାରୁ ବନ୍ଧକଙ୍କୁ ନଛାଡ଼ିଲେ ମଧ୍ୟପ୍ରାଚ୍ୟର ସ୍ଥିତି ହେବ ଭୟଙ୍କର”
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରି ୨୧ ତାରିଖରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ସେ ଗୋଟିଏ ପରେ ଗୋଟିଏ ଧମକ ଦେଇ ଚାଲିଛନ୍ତି। ସେ ରାଷ୍ଟ୍ରପତି...
ରାଜ୍ୟସଭା ଉପନିର୍ବାଚନ: ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ୪ଟି ରାଜ୍ୟର ୬ ରାଜ୍ୟସଭା ଆସନ ପାଇଁ ଡିସେମ୍ବର ୨୦ ତାରିଖରେ ହେବ ଉପନିର୍ବାଚନ। ଏନେଇ ମଙ୍ଗଳବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...
ଟାଇମ୍ପାସ୍ ବହିବର୍ଷାର ଦ୍ୱିତୀୟ ସଂସ୍କରଣରେ ପ୍ରକାଶିତ ହେଲା ୨୪ଟି ନୂତନ ପୁସ୍ତକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ଵରସ୍ଥିତ ବୁଦ୍ଧମନ୍ଦିର ପରିସରରେ ‘ଟାଇମ୍ପାସ୍ ବହିବର୍ଷା’ର ଦ୍ୱିତୀୟ ସଂସ୍କରଣରେ ପ୍ରକାଶିତ ହୋଇଛି ୨୪ଟି ନୂତନ ପୁସ୍ତକ। ପ୍ରକାଶନ ସଂସ୍ଥା ଟାଇମପାସ୍ ପକ୍ଷରୁ ଆୟୋଜିତ ପୁସ୍ତକ ପ୍ରକାଶନ...
ପରାଜୟ ପରେ ଆତ୍ମଚିନ୍ତନ କରୁଛି କଂଗ୍ରେସ: ଦଳୀୟ ଏକତା ବଜାୟ ରଖିବାକୁ ଖଡ଼ଗେଙ୍କ ଆହ୍ୱାନ
ପୁଷ୍ପମିତ୍ର ମହାନ୍ତି
ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟର ସମୀକ୍ଷା କରୁଛି କଂଗ୍ରେସ। ଏନେଇ ନିକଟରେ କଂଗ୍ରେସ ମୁଖ୍ୟାଳୟରେ ଜାତୀୟ କାର୍ଯ୍ୟକାରିଣୀ କମିଟିର (ସିଡବ୍ଲ୍ୟୁସି) ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। କଂଗ୍ରେସ...
ଆସନ୍ତାକାଲିଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୫ ଦିନିଆ ଓଡ଼ିଶା ଗସ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ମଙ୍ଗଳବାରଠାରୁ ଡିସେମ୍ବର ୭ ତାରିଖ ଯାଏଁ ୫ ଦିନିଆ ଓଡ଼ିଶା ଗସ୍ତରେ ରହିବେ। ସେ ପୁରୀରେ ଭାରତୀୟ ନୌସେନା ଦିବସ ସମାରୋହରେ ମୁଖ୍ୟ...
ଖୋଲିଲା ପୁଟସିଲ ଇକୋ ରିଟ୍ରିଟ୍, କୋରାପୁଟକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନିଆଯାଉଛି ପଦକ୍ଷେପ। ଏହିକ୍ରମରେ କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ସେମିଳିଗୁଡ଼ା ବ୍ଲକ...




















