ଭିଜିଲାନ୍ସ ଜାଲରେ ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ମଣ୍ଡଳ ମୁଖ୍ୟଯନ୍ତ୍ରୀ ଏନ ଭି ହରିହର ରାଓ

ଓଡ଼ିଶାଲାଇଭ ବ୍ୟୁରୋ ଭିଜିଲାନ୍ସ ଜାଲରେ ଫସିଛନ୍ତି ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ମଣ୍ଡଳ ମୁଖ୍ୟଯନ୍ତ୍ରୀ ଏନ ଭି ହରିହର ରାଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଦିନ ଏନ ଭି ହରିହର...

ଭରତପୁର ଥାନାରେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: ବିଚାର ବିଭାଗୀୟ ତଦନ୍ତ ଦାବି କଲେ ନବୀନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ବିବାଦ ତେଜିବାରେ ଲାଗିଛି। ମାମଲାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ସମାଲୋଚନା କରିଛନ୍ତି।...

ସେପ୍ଟେମ୍ବର ୨୧ରୁ ୨୩ ଯାଏଁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ: ଦିନ ୧ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ୨୧ରୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ। ଏହା ୨୩ ତାରିଖ ଯାଏଁ ୩ ଦିନ ଧରି ଚାଲିବ। ଏଥିପାଇଁ ବୁଧବାର ଦିନ ୧ଟାରୁ ନିରୀକ୍ଷଣ କାର୍ଯ୍ୟ...

ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ଅଶ୍ଵିନଙ୍କ ଶତକ, ପ୍ରଥମ ଦିନ ଟିମ୍ ଇଣ୍ଡିଆର ସ୍କୋର ୩୩୯/୬

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଗୁରୁବାରଠାରୁ ଆରମ୍ଭ ହୋଇଛି। ଚେନ୍ନାଇରେ ଖେଳାଯାଉଥିବା ଏହି ଟେଷ୍ଟରେ ଦମଦାର ବ୍ୟାଟିଂ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ପ୍ରଥମ ଦିନ ଖେଳ...

ନାମ୍ବିଆ ପରେ ଏବେ ଜିମ୍ବାୱେ: ମରାଯିବ ୨୦୦ ହାତୀ, ଜାଣନ୍ତୁ କାହିଁକି?

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୦ ହାତୀଙ୍କୁ ହତ୍ୟା କରିବ ଜିମ୍ବାୱେ। ଆଉ ତାହା ପୁଣି ପେସାଦର ଶିକାରୀ ଓ ବନ ଅଧିକାରୀଙ୍କ ସହାୟତାରେ। ଖାଲି ହତ୍ୟା କରାଯିବନି, ସେମାନଙ୍କ ମାଂସକୁ ଦେଶରେ ଖାଇବାକୁ ପାଉ ନଥିବା...

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ୧୩ଟି କୃଷ୍ଣସାର ମୃଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରସ୍ଥିତ ନନ୍ଦନକାନନରୁ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ୧୩ଟି କୃଷ୍ଣସାର ମୃଗ। ବୁଧବାର ରାତିରେ ଦ୍ଵିତୀୟ ପର୍ଯ୍ୟାୟରେ ଏହି କୃଷ୍ଣସାର ମୃଗଙ୍କୁ ବାଲୁଖଣ୍ଡ ଅଣାଯାଇଛି। ଏହା ପୂର୍ବରୁ ଗତ ଜୁନ ୧୮...

ଓଡ଼ିଶାରେ ବିଜେପି ସରକାରର ୧୦୦ ଦିନ: କ’ଣ ରହିଲା ଉପଲବ୍ଧି?

ମିନତି ମିଶ୍ର ଓଡ଼ିଶାରେ ବିଜେପିର ନୂଆ ସରକାରକୁ ୧୦୦ ଦିନ ପୂରିଛି। ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଅନେକ ପ୍ରତିଶ୍ରୁତି ଓ ଆଶ୍ୱାସନା ଦେଇ ରାଜ୍ୟରେ କ୍ଷମତାକୁ ଆସିଥିଲା ବିଜେପି। ଦଳ ଲୋକଙ୍କ ଭରସା...

ସମ୍ବଲପୁରୀ କଳାକାରଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ, ପରିବାର ଆଣିଲେ ହତ୍ୟା ଅଭିଯୋଗ  

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁରୀ କଳାକାର ରୁକସାନା ବାନୋଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ। ଏହାରି ମଧ୍ୟରେ ରୁକସାନାଙ୍କୁ ସ୍ଲୋ ପଏଜନ ଦେଇ ହତ୍ୟା କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ରୁକସାନା ୧୫ ଦିନ...

ଓଡ଼ିଶାରେ ବିଜେପିର ନୂଆ ସରକାରକୁ ପୂରିଲା ୧୦୦ ଦିନ: ଜନତାଙ୍କ ଆଗରେ ରିପୋର୍ଟ କାର୍ଡ ରଖିବେ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଓଡ଼ିଶାରେ ବିଜେପିର ନୂଆ ସରକାରକୁ ପୂରିଲା ୧୦୦ ଦିନ। ଏହି ଅବସରରେ ଜନତାଙ୍କ ଆଗରେ ନିଜ ରିପୋର୍ଟ କାର୍ଡ ରଖିବେ ସରକାର। ଏନେଇ ଗୁରୁବାର ପୁରୀରେ ବିଶାଳ ସମାବେଶ ଓ...

ସେପ୍ଟେମ୍ବର ୨୯ରେ ‘ପ୍ରଜାପତି’ ସାହିତ୍ୟ ଶାଖାର ସାରସ୍ୱତ ସମାବେଶ: ବିଶିଷ୍ଟ କଥାକାର ପ୍ରଦୋଷ ମିଶ୍ରଙ୍କୁ ମିଳିବ ‘ଅକ୍ଷର’ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ‘ପ୍ରଜାପତି’ ସାହିତ୍ୟ ଶାଖା ପକ୍ଷରୁ ବର୍ଷ ୨୦୨୪ ପାଇଁ ସମ୍ମାନଜନକ ‘ଅକ୍ଷର କଥାକାର ସମ୍ମାନ' ଘୋଷଣା କରାଯାଇଛି। ଚଳିତବର୍ଷ ବିଶିଷ୍ଟ କଥାକାର ପ୍ରଦୋଷ ମିଶ୍ରଙ୍କୁ ଏହି...