ସମାଧାନର ବାଟ ନୁହେଁ ଆତ୍ମହତ୍ୟା – ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=QQ4ClU_viBg ବର୍ତ୍ତମାନ ଦିନକୁ ଦିନ ଆତ୍ମହତ୍ୟା ସଂଖ୍ୟା ବଢ଼ିବାକୁ ଲାଗିଛି। ବିଭିନ୍ନ ସମସ୍ୟା କାରଣରୁ ଚାପଗ୍ରସ୍ତ ବ୍ୟକ୍ତି ସମାଧାନର ବାଟ ନପାଇ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇଥାନ୍ତି। ଗୋଟିଏ ଦୁର୍ବଳ ମୁହୂର୍ତ୍ତର ନିଷ୍ପତ୍ତି...

ବିଶାଖାପାଟଣା ବନ୍ଦରରେ ଲାଗିଲା ସର୍ବାଧିକ ପରିମାଣର ଖଣିଜ ପଦାର୍ଥ ନେଇ ଭାରତ ଆସିଥିବା ଜାହାଜ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ବନ୍ଦରରେ ଶୁକ୍ରବାର ଲାଗିଛି ଏକ ବିଶାଳ ପଣ୍ୟବାହୀ ଜାହାଜ। ଏବେ ଯାଏଁ ଭାରତର ବିଭିନ୍ନ ବନ୍ଦରକୁ ଆସିଥିବା ଜାହାଜଗୁଡ଼ିକ ମଧ୍ୟରେ ଏହା ସବୁଠାରୁ ଅଧିକ...

ନିଶା କାରବାରର ନିଆରା ଫଣ୍ଡା: ଫୁଡ ଡେଲିଭେରୀ ନାଁରେ ଦେଉଥିଲା ଡ୍ରଗ୍ସ, ମାଡ଼ି ବସିଲା ହାଇଦ୍ରାବାଦ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ନିଶା କାରବାର ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି ନିଶା ବେପାରୀ। ଫୁଡ ଡେଲିଭରୀ ନାଁରେ ଘରେ ଘରେ ସପ୍ଲାଇ ହେଉଛି ଡ୍ରଗ୍ସ ଏବଂ ଗଞ୍ଜେଇ ଭଳି...

ପିଲାଙ୍କଠାରେ ଆସ୍ଥମା କେମିତି ଚିହ୍ନିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=rprr-IOhlig ଆସ୍ଥମା ହେଉଛି ଦୀର୍ଘସ୍ଥାୟୀ ଶ୍ୱାସକ୍ରିୟା ଜନିତ ରୋଗ, ଯାହା ଶ୍ୱାସ କ୍ରିୟାରେ ପ୍ରଦାହ କିମ୍ବା ସଙ୍କୁଚିତ ହେବା ଦ୍ୱାରା ହୋଇପାରେ। ଏଥିଯୋଗୁଁ ପ୍ରଶ୍ୱାସ ନେବାରେ ସମସ୍ୟା, କାଶ ହେବା, ଛାତିରେ...

ପ୍ୟାରିସ: ଆଜିଠୁ ବିଶ୍ଵ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ-୨୦୨୪

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ପ୍ୟାରିସରେ ଆରମ୍ଭ ହେଉଛି ବହୁ ପ୍ରତୀକ୍ଷିତ ବିଶ୍ଵ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ-୨୦୨୪। ଶୁକ୍ରବାର ରାତିରେ ଏହାର ଆନୁଷ୍ଠାନିକ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ତେବେ ଏଥର ଅଲିମ୍ପିକ୍ସର ଉଦଘାଟନୀ ସମାରୋହ...

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ: ନୀତି ଆୟୋଗର ସାଧାରଣ ପରିଷଦ ବୈଠକରେ ଯୋଗଦେବେ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଠାରେ ଶନିବାର ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ସାଧାରଣ ପରିଷଦ ବୈଠକରେ ସେ ଯୋଗଦେବେ। ବୈଠକରେ ରାଜ୍ୟର ଦାବି ଓ...

କାରଗିଲ ବିଜୟକୁ ପୂରିଲା ୨୫ ବର୍ଷ: ଆଜି ବି ମନେ ପଡ଼େ ଭାରତୀୟ ସେନାର ସେହି ବୀରତ୍ଵର ଗାଥା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି କାରଗିଲ ବିଜୟ ଦିବସ। କାରଗିଲ ଯୁଦ୍ଧକୁ ପୂରିଛି ୨୫ ବର୍ଷ। ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ପାକିସ୍ତାନ ସେନା ଉପରେ ବିଜୟଲାଭ କରି କାରଗିଲରେ ତ୍ରିରଙ୍ଗା ଉଡ଼ାଇଥିଲେ ଭାରତୀୟ...

ବଜେଟ୍ ୨୦୨୪-୨୫: କୃଷି କ୍ଷେତ୍ର ପାଇଁ ୩୩,୯୧୯ କୋଟି ଟଙ୍କାର ବ୍ୟୟ ବରାଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭାରେ ଗୁରୁବାର ଦିନ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ବଜେଟରେ କୃଷି କ୍ଷେତ୍ରକୁ ବିଶେଷ ଗୁରୁତ୍ଵ ଦେଇଛନ୍ତି...

ଓଡ଼ିଶାକୁ ଭାରତର ମିଲେଟ୍ ହବରେ ପରିଣତ କରିବା ପାଇଁ ‘ଶ୍ରୀ ଅନ୍ନ’ ଅଭିଯାନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ବଜେଟରେ ମିଲେଟ୍ ଜାତୀୟ ଫସଲର ଉତ୍ପାଦନ ଓ ବ୍ୟବହାରକୁ ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ‘ଶ୍ରୀ ଅନ୍ନ’ ଅଭିଯାନ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତଥା...

ଓଡ଼ିଶା ବଜେଟ୍ ୨୦୨୪-୨୫: କେଉଁ ବିଭାଗକୁ ମିଳିଲା କେତେ?

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭାରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ୍ ଉପସ୍ଥାପିତ ହୋଇଛି। ଅର୍ଥ ବିଭାଗର ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ...