ଓଡ଼ିଶାରେ ଆଗାମୀ ଅଗଷ୍ଟ ୧ ଯାଏଁ ପ୍ରବଳ ବର୍ଷା!
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡ଼ିଶାରେ ଆଗାମୀ ଅଗଷ୍ଟ ୧ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ...
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ କମଳା ହାରିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା କମଳା ହାରିସ୍। ସେ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ହେବା ନେଇ ଆନୁଷ୍ଠାନିକ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।...
ଡାଏବେଟିସକୁ କେମିତି ରୋକିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=Fjb71ioi940
ଖାଦ୍ୟପେୟରେ ଅନିୟମିତତା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ବର୍ତ୍ତମାନ ମଣିଷଠାରେ ବିଭିନ୍ନ ରୋଗ ଦେଖିବାକୁ ମିଳୁଛି। ଏହା ମଧ୍ୟରେ ଡାଏବେଟିସ୍ ଏବେ ବଡ଼ ସମସ୍ୟା ପାଲଟିଛି। ଘରେ ଘରେ କାହାକୁ...
ଓଡ଼ିଶାର ଅଗ୍ନିବୀର ସୈନିକଙ୍କୁ ରାଜ୍ୟ ୟୁନିଫର୍ମ ସେବାରେ ମିଳିବ ସଂରକ୍ଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଗ୍ନିବୀର ସୈନିକଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଓଡ଼ିଶାର ଅଗ୍ନିବୀର ସୈନ୍ୟଙ୍କୁ ରାଜ୍ୟର ପୋଲିସ ଓ ଅଗ୍ନିଶମ ବାହିନୀ ଭଳି ୟୁନିଫର୍ମ ସେବାରେ ସଂରକ୍ଷଣ ମିଳିବ। ଏନେଇ ମୁଖ୍ୟମନ୍ତ୍ରୀ...
ନୂଆଦିଲ୍ଲୀ: ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶନିବାର ସେ ଏଠାରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ସାଧାରଣ ପରିଷଦ ବୈଠକରେ ଯୋଗଦେବେ। ବୈଠକରେ ରାଜ୍ୟର ଦାବି ଓ...
ସେପ୍ଟେମ୍ବର ୧୭ରେ ଆରମ୍ଭ ହେବ ‘ସୁଭଦ୍ରା’ ଯୋଜନା: କେବେ କରିବେ ଆବେଦନ?
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆରମ୍ଭ ହେବାକୁ ଯାଉଥିବା ‘ସୁଭଦ୍ରା’ ଯୋଜନାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। କେବେ ଆରମ୍ଭ ହେବ ‘ସୁଭଦ୍ରା’ ଯୋଜନା, କାହାକୁ ମିଳିବ ଯୋଜନାରୁ ଲାଭ, ଏମିତି ଅନେକ...
ଆଳୁ କିଲୋ ପିଛା ୩୨ ଟଙ୍କା ଟପିଲେ କାର୍ଯ୍ୟାନୁଷ୍ଠାନ ହେବ – ଯୋଗାଣ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଅଟକି ରହିଛି ଆଳୁ ବୋଝେଇ ଟ୍ରକ। ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ ଯୋଗୁଁ ଟ୍ରକ୍ଗୁଡ଼ିକୁ ଓଡ଼ିଶା ଯିବାକୁ ଦିଆଯାଉ ନାହିଁ। ଫଳରେ ରାଜ୍ୟରେ ଆଳୁ...
୨୦୨୧ ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ ହକିରେ ପଦକ ଜିତିଥିଲା ଭାରତ
ଆଶିଷ କୁମାର ରାୟ
ଜାପାନର ରାଜଧାନୀ ଟୋକିଓରେ ଅନୁଷ୍ଠିତ ୨୦୨୧ ମସିହା ଅଲିମ୍ପିକ୍ସରେ ଭାରତ ହାସଲ କରିଥିଲା ଏକ ଅବିଶ୍ୱସନୀୟ ସଫଳତା। ତାହା ଥିଲା ଭାରତୀୟ ପୁରୁଷ ହକି ଦଳର ବ୍ରୋଞ୍ଜ ପଦକ ବିଜୟ।...
ଆତ୍ମହତ୍ୟାକୁ ରୋକିବା କିପରି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=tE3Wyra34oo
ମଣିଷ ଜୀବନ ଏକ ଦୁର୍ଲଭ ଜୀବନ। ଏଥିରେ ଦୁଃଖ, ସୁଖ, ସଂଘର୍ଷ, ସମସ୍ୟା ଓ ବିଭିନ୍ନ ବାଧାବିଘ୍ନ ଥାଏ। କେତେକ ଲୋକ ଏହି ସମସ୍ୟାକୁ ଅତିକ୍ରମ କରି ଜୀବନର ଚଲାପଥରେ ଆଗେଇଚାଲନ୍ତି, ତ...
କାରଗିଲ ଯୁଦ୍ଧରେ ସହିଦ ହୋଇଥିଲେ ୧୩ ଜଣ ଓଡ଼ିଆ ଯବାନ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୯୯ ମସିହା ଜୁଲାଇ ୨୬ ତାରିଖ ଭାରତ ତଥା ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ଦିନ। ଏହି ଦିନ କାରଗିଲ ଯୁଦ୍ଧରେ ବିଜୟ ଲାଭ କରିଥିଲା ଭାରତ। ଭାରତୀୟ ସୈନ୍ୟଙ୍କ...





















