ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାରେ ଆହୁରି ୩ ଦିନ ବର୍ଷା ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଛି। ଆହୁରି ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ବୁଧବାର ବର୍ଷା ପାଇଁ...
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ଶ୍ରୀମନ୍ଦିରରେ ୩ ଘଣ୍ଟା ବନ୍ଦ ରହିବ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୩ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ଶ୍ରାବଣ କୃଷ୍ଣ ଚତୁର୍ଥୀରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ...
ନବୀନ କହିଲେ କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ କିଛି ନାହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ କୌଣସି ସ୍ଵତନ୍ତ୍ର ଅନୁଦାନ ଘୋଷଣା ହୋଇନାହିଁ। କେବଳ ପର୍ଯ୍ୟଟନର ବିକାଶ ନାଁରେ ଲଲିପପ୍ ଧରାଇଛନ୍ତି କେନ୍ଦ୍ର ସରକାର। ବିଜେଟରେ କେନ୍ଦ୍ରର ଓଡ଼ିଶା ପ୍ରତି ଅବହେଳାକୁ ନେଇ...
ଝାଳ ଯୋଗୁଁ ଚର୍ମ କୁଣ୍ଡାଇ ହେଉଛି କି, ଜାଣନ୍ତୁ କ’ଣ କରିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=QtSo7vzLVhY
କେତେକ ବ୍ୟକ୍ତିଙ୍କର ଝାଳ ଯୋଗୁଁ ଚର୍ମ କୁଣ୍ଡାଇ ହେବା, ଲାଲ ଲାଲ ହୋଇ ଫଳିଯିବା, ପୋଡ଼ିବା ଭଳି ଲକ୍ଷଣ ଦେଖାଦେଇଥାଏ, ଯାହାକୁ ମେଡିକାଲ ଭାଷାରେ ସ୍ୱେଟ୍ ଡର୍ମାଟାଇଟିସ୍ କୁହାଯାଏ।
ଏହି ସମସ୍ୟା...
ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ: ଆଜି ବି ଗୃହ ଅଚଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭା ଅଧିବେଶନର ଦ୍ଵିତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ଗୃହ କାର୍ଯ୍ୟ। ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ ବିରୋଧୀ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ଗୃହରେ ହୋହାଲ୍ଲା କରିଥିଲେ।
ବିରୋଧୀଙ୍କ ହଟ୍ଟଗୋଳ...
ଅଲିମ୍ପିକରେ ଓଡ଼ିଆ ତାରକା
ଆଶିଷ କୁମାର ରାୟ
ଅଲିମ୍ପିକ ହେଉଛି ବିଶ୍ୱର ସର୍ବବୃହତ କ୍ରୀଡ଼ା ମହୋତ୍ସବ। ସାରା ଦୁନିଆର ଅଗଣିତ କ୍ରୀଡ଼ାନୁରାଗୀ, କ୍ରୀଡ଼ା ସହିତ ସଂପୃକ୍ତ ବ୍ୟକ୍ତିବିଶେଷ ତଥା କ୍ରୀଡ଼ାବିତମାନଙ୍କ ପାଇଁ ଏହା ପ୍ରତି ଆକର୍ଷଣ ରହିଛି। ଆଉ...
ଆର ସନ୍ଥଗୋପାଳନ: ଓଡ଼ିଶାର ନୂଆ ମୁଖ୍ୟ ନିର୍ବାଚନ ଅଧିକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ଆର ସନ୍ଥଗୋପାଳନ। ସେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିକୁଞ୍ଜ ବିହାରୀ ଧଳଙ୍କ ସ୍ଥାନ ନେବେ।...
କେଉଁ ଋତୁରେ ହୁଏ ଭାଇରାଲ ଜ୍ୱର?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=XbJme9l0T3g
ଭାଇରାଲ ଜ୍ୱର ହେଲେ ମୁଣ୍ଡ ବିନ୍ଧିବା, ବାନ୍ତି ଲାଗିବା ତଥା ଥକ୍କା ଲାଗିବା ଭଳି ଲକ୍ଷଣ ଦେଖାଦିଏ। ଯେକୌଣସି ୠତୁରେ ଭାଇରାଲ ଜ୍ୱର ହୋଇପାରେ ବୋଲି ଡାକ୍ତର କୁହନ୍ତି।
ଭାଇରାଲ ଜ୍ୱର...
ନୂଆ ଚାକିରିଆଙ୍କୁ ପ୍ରଥମ ମାସର ଦରମା ଦେବେ କେନ୍ଦ୍ର ସରକାର, ଇପିଏଫଓ ଆକାଉଣ୍ଟକୁ ଆସିବ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଜେଟ୍ ୨୦୨୪-୨୫ରେ ନିଯୁକ୍ତି କ୍ଷେତ୍ରରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ବେସରକାରୀ ସଂସ୍ଥାରେ ପ୍ରଥମଥର ପାଇଁ ଚାକିରି କରୁଥିବା ନୂଆ କର୍ମଚାରୀଙ୍କୁ ସରକାର ଏକ ମାସର ଦରମା ଦେବେ। ଏହି...
ପୂର୍ବୋଦୟ ଯୋଜନାରେ ଚମକିବ ପୂର୍ବ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭାରେ ବଜେଟ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବ ଭାରତର ରାଜ୍ୟଗୁଡ଼ିକ ପାଇଁ ‘ପୂର୍ବୋଦୟ’ ଯୋଜନା ଘୋଷଣା କରିଛନ୍ତି। ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ଏହି...





















