ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ସେ ସମସ୍ୟା ଶୁଣିବା ସହ ସେଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ...
ପ୍ୟାରିସ ଅଲିମ୍ପିକ୍ସ: ଜାଣନ୍ତୁ ଭାରତୀୟ ଖେଳାଳିମାନଙ୍କ ସମ୍ପୂର୍ଣ୍ଣ ଖେଳସୂଚୀ
ଅଭିଷେକ ରାୟ
ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜୁଲାଇ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଅଲିମ୍ପିକ୍ସ ୨୦୨୪। ଅଲିମ୍ପିକ୍ସର ଏହି ୩୩ତମ ସଂସ୍କରଣର ବିଭିନ୍ନ ଖେଳରେ ଭାରତର ମୋଟ ୧୨୦ ଜଣ ଖେଳାଳି ଅଂଶଗ୍ରହଣ...
ଗଡ଼ିଲା ତିନିରଥ: ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ୁଛନ୍ତି ବଡ଼ଠାକୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଉସୀ ମା’ ଘରେ ୯ ଦିନ ଧରି ଲୀଳାଖେଳା କରିବା ପରେ ସୋମବାର ଦିନ ଶ୍ରୀମନ୍ଦିର ଅଭିମୁଖେ ଫେରୁଛନ୍ତି ବଡ଼ଠାକୁର। ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ସୁନାଖଡ଼ିକା ଧରି...
ବାହୁଡ଼ିବେ ବଡ଼ଠାକୁର: ତିନି ରଥରେ ସୁନା ଖଡ଼ିକା ଧରି ଛେରାପହଁରା କଲେ ଗଜପତି ମହାରାଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଅନନ୍ୟ ପରମ୍ପରା ହେଉଛି ଛେରାପହଁରା। ସୋମବାର ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା ଅବସରରେ ତିନି ରଥରେ ସୁନା ଖଡ଼ିକା ଧରି ଛେରାପହଁରା ନୀତି ସମ୍ପନ୍ନ କରିଛନ୍ତି...
ଆଡ଼ପ ପହଣ୍ଡି ବେଳେ କାହିଁକି ପଡ଼ିଗଲେ ବଡ଼ଠାକୁର?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=nyCZWnCBb7c
ଚଳିତ ବର୍ଷ ରଥ ଯାତ୍ରାରେ ଆଡ଼ପ ପହଣ୍ଡି ବେଳେ ଘଟିଲା ବଡ଼ ଅଘଟଣ। ଗୋଟି ପହଣ୍ଡିରେ ଯିବା ସମୟରେ ଚାରମାଳ ଉପରେ ମୁହଁମାଡ଼ି ପଡ଼ିଗଲେ ବଡ଼ଠାକୁର ଶ୍ରୀବଳଭଦ୍ର। ପହଣ୍ଡିବେଳେ ଏପରି ବିଭ୍ରାଟ...
ବାହୁଡ଼ା ଯାତ୍ରା: ପହଣ୍ଡି ବିଜେ କରି ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ୯ ଦିନର ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ମହାପ୍ରଭୁ। ସୋମବାର ଦିନ ୧୧ଟା ସମୟରେ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପହଣ୍ଡି ପରେ ରଥ ଉପରେ ବିଜେ...
ଆଜି ବଡ଼ଠାକୁରଙ୍କ ପାଖରେ ଲାଗି ହେବ ପୋଡ଼ପିଠା ଭୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବଡ଼ଠାକୁରଙ୍କ ପାଖରେ ଲାଗି ହେବ ପୋଡ଼ପିଠା ଭୋଗ। ‘ପୋଡ଼ପିଠା’ ଓଡ଼ିଶାର ଏକ ପାରମ୍ପରିକ ପିଠା। ଶ୍ରୀକ୍ଷେତ୍ରରେ ବଡ଼ଠାକୁରଙ୍କ ଲାଗି ଏହି ପିଠା ପ୍ରସ୍ତୁତ ହୋଇଥାଏ। ବିଶେଷକରି ବାହୁଡ଼ାଯାତ୍ରାରେ ମାଉସୀ ମା’ଙ୍କ...
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ: ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଛି। ଘୂର୍ଣ୍ଣିବଳୟଟି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୪ ଦିନ ଯାଏଁ...
ଆଜି ପବିତ୍ର ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଶ୍ରୀଜୀଉ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର। ନଅ ଦିନର ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାପ୍ରଭୁ। ଏନେଇ ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗି ରହିଛି। ପୋଲିସ...
ତାଲା ଭାଙ୍ଗି ଖୋଲାଗଲା ଭିତର ରତ୍ନଭଣ୍ଡାର, ପରେ ସ୍ଥାନାନ୍ତରିତ ହେବ ଅଳଙ୍କାର – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଓଡ଼ିଶାଲାଇଭ୍ ବ୍ୟୁରୋ
୪୬ ବର୍ଷର ଅପେକ୍ଷା ପରେ ଖୋଲିଛି ଶ୍ରୀମନ୍ଦିରର ରତ୍ନଭଣ୍ଡାର। ରବିବାର ଦିନ ଉଭୟ ବାହାର ରତ୍ନଭଣ୍ଡାର ସହିତ ଭିତର ରତ୍ନଭଣ୍ଡାର ଖୋଲାଯାଇଛି। ତେବେ ଭିତର ରତ୍ନଭଣ୍ଡାର ତାଲା ଖୋଲିଲା ନାହିଁ। ତେଣୁ...





















