୪୬ ବର୍ଷର ଅପେକ୍ଷା ପରେ ଖୋଲିଲା ଶ୍ରୀମନ୍ଦିରର ରତ୍ନଭଣ୍ଡାର
ଓଡ଼ିଶାଲାଇଭ୍ ବ୍ୟୁରୋ
୪୬ ବର୍ଷର ଅପେକ୍ଷା ପରେ ଖୋଲିଲା ଶ୍ରୀମନ୍ଦିରର ରତ୍ନଭଣ୍ଡାର। ରବିବାର ଦିନ ୧ଟା ୨୮ର ଶୁଭ ମୁହୂର୍ତ୍ତରେ ରତ୍ନଭଣ୍ଡାରର ପ୍ରଥମ ଦ୍ବାର ଖୋଲା ଯାଇଛି। ରତ୍ନଭଣ୍ଡାର କମିଟିର ୧୧ ଜଣ ସଦସ୍ୟ...
ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର – ଆଇନ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
“ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ରତ୍ନଭଣ୍ଡାର ଖୋଲାଯିବା ନେଇ ଚୂଡ଼ାନ୍ତ ଏସଓପିକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିବା ପରେ ଏହାକୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି। କେଉଁ ସମୟରେ ରତ୍ନଭଣ୍ଡାର...
ମୟୂରଭଞ୍ଜ: ଟ୍ରକକୁ ଧକ୍କା ଦେଲା ବସ, ୩ ଜଣ ଯାତ୍ରୀଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥର ବୁଢ଼ିଖମାରୀ ଛକ ନିକଟରେ ଏକ ଟ୍ରକକୁ ବସ୍ ଧକ୍କା ଦେବାରୁ ୩ ଜଣ...
ରଥଯାତ୍ରା ଉପଲକ୍ଷେ ଶୁଣନ୍ତୁ ଅକ୍ଷୟ ମହାନ୍ତିଙ୍କର ଲୋକପ୍ରିୟ ଭଜନ ‘ଓଲଟ ବୃକ୍ଷେ ଖେଳୁଛି ଲୋଟଣୀ ପାରା’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=FICyiCscn24
ଓଡ଼ିଆ ସଙ୍ଗୀତ ଜଗତର ସମ୍ରାଟ ଥିଲେ ଅକ୍ଷୟ ମହାନ୍ତି। ଖୋକା ଭାଇ ନାଁରେ ସଭିଁଙ୍କ ପ୍ରିୟ ଅକ୍ଷୟ ମହାନ୍ତି ଓଡ଼ିଆ ସଙ୍ଗୀତକୁ ଦେଇଥିଲେ ନୂଆ ପରିଚୟ। ‘ଯା’ରେ ଭାସି ଭାସି ଯା’ଠାରୁ...
କଟକର ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ, ରୋଗୀମାନଙ୍କୁ ଉଦ୍ଧାର କରୁଛନ୍ତି ଅଗ୍ନିଶମ ବାହିନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକର ଏକ ଘରୋଇ ନର୍ସିଂହୋମରେ ଶନିବାର ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ପୁରୀଘାଟ ଥାନା ନିକଟରେ ଥିବା ରାଧାରମଣ ନର୍ସିଂହୋମର ତୃତୀୟ ମହଲାର ଆଇସିୟୁରେ ଏହି ନିଆଁ ଲାଗିଛି। ନିଆଁ ଲିଭାଇବା ପାଇଁ...
ଭକ୍ତି ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ‘ଗୁହାରି ୨୦୨୪’: ଭକ୍ତିରେ ବିଭୋର ହେଲେ ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ସହଯୋଗ ଆୟୋଜିତ ଶ୍ରୀଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୪’ ଉଦଯାପିତ...
ପୋଲିସ ସେବାରେ ନିଜ ବ୍ୟକ୍ତିଗତ ଜୀବନରୁ ଅନେକ ତ୍ୟାଗ କରିବାକୁ ପଡ଼ିଥାଏ – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ଶନିବାର ପୋଲିସ ସବ୍ ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ ଆୟୋଜିତ ହୋଇଛି। ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି...
ଓଡ଼ିଶାର ଔଦ୍ୟୋଗିକ ବିକାଶ ଲକ୍ଷ୍ୟରେ ଟାଇ ଭୁବନେଶ୍ଵର ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ଵରରୁ ଅଭିଷେକ ରାୟ): ଓଡ଼ିଶାର ଔଦ୍ୟୋଗିକ ପରିଦୃଶ୍ୟକୁ ଉନ୍ନତ କରିବା ଲକ୍ଷ୍ୟରେ ଟାଇ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହାର ନାମ ‘ଫଷ୍ଟରିଙ୍ଗ୍ ଏ ଥ୍ରାଇଭିଂ...
ମୟୂରଭଞ୍ଜରେ ବିଦ୍ୟୁତ୍ ଆଘାତରେ ହାତୀର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନାକିଚୁଆ ପଞ୍ଚାୟତର...
ଅଡୁଆରେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ: ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ନେଇ ଥାନାରେ ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଲଳିତଙ୍କ ବିରୋଧରେ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି ଆସିଷ୍ଟାଣ୍ଟ...





















