ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଲାଗିଛି ଶ୍ରୀଜିଉଙ୍କ ତିନି ରଥ। ରଥ ଉପରେ ରହି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ମଙ୍ଗଳବାର ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କର ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ...

ଶ୍ରୀଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଇବା ଅଭିଯୋଗ: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୋଧରେ ଥାନାରେ ଏତଲା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ବିବାଦରେ ଫସିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଶ୍ରୀଜଗନ୍ନାଥ ଭଜନକୁ କଦର୍ଥ କରି ଗାଇବା ଅଭିଯୋଗରେ ହ୍ୟୁମାନ ସାଗର ଏବଂ ରୁକୁ ସୁନାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି।...

ଭୁବନେଶ୍ଵରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଖଣ୍ଡଗିରି ଓ ଉଦୟଗିରିରେ ବୁଲି ଦେଖିଲେ ପ୍ରାଚୀନ କୀର୍ତ୍ତିରାଜି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଭୁବନେଶ୍ଵରରେ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରଦର୍ଶନ କରିଛନ୍ତି। ସେ ଏଠାରେ ଥିବା ପ୍ରାଚୀନ କୀର୍ତ୍ତିରାଜିଗୁଡ଼ିକୁ ଦେଖିଥିଲେ। ଏଠାରେ ସେ ବି.କେ...

ବାରିପଦାରେ ଗଡ଼ିଲା ରଥ: ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଦଉଡ଼ି ଟାଣିଲେ ମହିଳା ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଗଡ଼ିଲା ମହାପ୍ରଭୁଙ୍କ ରଥ। ପରମ୍ପରା ଅନୁଯାୟୀ ସୋମବାର ଅପରାହ୍ଣ ୩ଟାରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ରଥ ଟାଣିବାକୁ ବାରିପଦା ବଡ଼ଦାଣ୍ଡରେ...

ଶ୍ରୀମନ୍ଦିର ନିର୍ମାଣର ଇତିହାସ

ଡକ୍ଟର ବିଶ୍ୱରଞ୍ଜନ ଦାସ କିମ୍ବଦନ୍ତୀ ତଥା ପୌରାଣିକ ଆଖ୍ୟାୟିକା ଅନୁଯାୟୀ ଜାରାଶବର ଶରରେ ପ୍ରାଣ ଛାଡ଼ିଲେ ଦ୍ୱାରକାଧିପତି ଶ୍ରୀକୃଷ୍ଣ। ଶେଷତମ ଆତ୍ମୀୟ ଭାବରେ ପାଣ୍ଡବଗଣ ସଖା ଶ୍ରୀକୃଷ୍ଣଙ୍କ ପାର୍ଥିବ ଶରୀରକୁ ଦାହ କରିବା ପାଇଁ...

ଜାଣନ୍ତୁ ବଡ଼ଠାକୁରଙ୍କ ପହଣ୍ଡି ବିଜେ ନୀତିର ମହାତ୍ମ୍ୟ

ଭାସ୍କର ମିଶ୍ର ମହାପ୍ରଭୁମାନଙ୍କର ୬ ଗୋଟି ପହଣ୍ଡି ମଧ୍ୟରୁ ତିନିଥର ଗୋଟି ପହଣ୍ଡି ଓ ତିନିଥର ଧାଡ଼ି ପହଣ୍ଡି ହୋଇଥାଏ। ଶ୍ରୀଜୀଉମାନଙ୍କ ସମସ୍ତ ବିଜେ ସମୟରେ ଧାଡ଼ି ପହଣ୍ଡି ଓ ବାହୁଡ଼ା ବିଜେଗୁଡ଼ିକ ସମୟରେ...
Bahuda Yatra

ଶରଧାବାଲିରେ ଲାଗିଲା ତିନି ରଥ: ଆଡ଼ପ ମଣ୍ଡପ ବିଜେ କରିବେ ଶ୍ରୀଜୀଉ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀଗୁଣ୍ଡିଚା ଯାତ୍ରାର ଦ୍ଵିତୀୟ ଦିନରେ ଶରଧାବାଲିରେ ଲାଗିଲା ୩ ରଥ। ଭକ୍ତମାନେ ୩ ରଥକୁ ଟାଣି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚାଇଛନ୍ତି। ରବିବାର ବଡ଼ଦାଣ୍ଡରେ ଅଳ୍ପ ବାଟ ଯାଇ ଅଟକି ଯାଇଥିଲେ...

ତେଲେଙ୍ଗାନାରେ ରଥଯାତ୍ରାକୁ ପୂରିଲା ୨୫ ବର୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ତେଲେଙ୍ଗାନା ରାଜ୍ୟରେ ଦୀର୍ଘ ୨୫ ବର୍ଷ ଧରି ପାଳନ ହୋଇଆସୁଛି ବଡ଼ଠାକୁରଙ୍କ ରଥଯାତ୍ରା। ରାଜ୍ୟର ଭଦ୍ରାଚଲମଠାରେ ଥିବା ହେଭି ୱାଟର ପ୍ଲାଣ୍ଟରେ କାର୍ଯ୍ୟରତ ପ୍ରବାସୀ ଓଡ଼ିଆମାନେ ଏଠାରେ...

ପ୍ୟାରିସ୍‌ ଅଲିମ୍ପିକ୍ସ: ଅମିତ ରୋହିଦାସ ଏବଂ କିଶୋର ଜେନାଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଥିବା ଓଡ଼ିଶାର ଦୁଇ ଯୁବ ତାରକା ଅମିତ ରୋହିଦାସ ଏବଂ କିଶୋର ଜେନାଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଉଭୟଙ୍କୁ...

ବିଶାଖାପାଟଣାରେ ଗଡ଼ିଲା ମହାପ୍ରଭୁଙ୍କ ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଶାଖାପାଟଣାର ଦଶପଲ୍ଲା ହିଲ୍ସଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରୁ ଏହି ଯାତ୍ରା ଆରମ୍ଭ...