ଆଜି ବିଜେପି ବିଧାୟକ ଦଳର ବୈଠକ: ଜଣାପଡ଼ିବ କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ? ସମୟ ଗଡ଼ିବା ସହ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ମଙ୍ଗଳବାର ଅପରାହ୍ଣରେ ବସୁଛି ବିଜେପି ବିଧାୟକ...

ମୋଦୀଙ୍କ କ୍ୟାବିନେଟର ୩ ଓଡ଼ିଶା ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=zTV68iH1oo4 ମୋଦୀ କ୍ୟାବିନେଟର ୩ ଓଡ଼ିଶା ମନ୍ତ୍ରୀଙ୍କୁ ମିଳିଲା ବଡ଼ ବିଭାଗ। ପୁଣିଥରେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ହେଲେ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ମୋଦୀଙ୍କ କ୍ୟାବିନେଟରେ ମିଳିଲା ଶିକ୍ଷା...

ମୋଦୀଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ମିଳିଲା କେଉଁ ଦାୟିତ୍ଵ?

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳି ସରକାରରେ ଗଠନ ହୋଇଛି ନୂଆ ମନ୍ତ୍ରୀମଣ୍ଡଳ। ସୋମବାର ଦିନ ନରେନ୍ଦ୍ର ମୋଦୀ ନୂତନ କ୍ୟାବିନେଟ ସହ ପ୍ରଥମ ବୈଠକ କରିବା ପରେ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ...

ଓଡ଼ିଶାରେ ଆଉ ୪ ଦିନ ପ୍ରଚଣ୍ଡ ଖରା: ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାକୁ ପୁଣି ଫେରିଛି ତାତି। ଅସହ୍ୟ ଗରମରେ ଜଳୁଛି ସାରା ଓଡ଼ିଶା। ଜୁନ ୧୪ ତାରିଖ ଯାଏଁ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ନେଇ ପୂର୍ବାନୁମାନ କରିଛି...

ବୁଧବାର ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ: ଯୋଗଦେବେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାର ଅପରାହ୍ଣ ୫ଟା ସମୟରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଭୁବନେଶ୍ଵର ଜନତା ମଇଦାନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ।...

କାମଦେଲାନି ଅନୁକମ୍ପା: ସେମିଫାଇନାଲ ଜିତିଲେ, ଫାଇନାଲରେ ଫେଲ୍ ମାରିଲେ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଗତ ୫ ବର୍ଷ ମଧ୍ୟ ଭିତରେ ଓଡ଼ିଶାରେ ସର୍ବାଧିକ ଉପନିର୍ବାଚନ ହୋଇଥିଲା। ଏଥିରେ ସ୍ଵାଭାବିକ ଭାବେ ଶାସକ ଦଳର ପ୍ରଦର୍ଶନ ପ୍ରଭାବଶାଳୀ ଥିଲା। କିନ୍ତୁ ଏଥର ନିର୍ବାଚନରେ ସେହି ସବୁ...

ନେହରୁଙ୍କ ରେକର୍ଡର ସମକକ୍ଷ ହେଲେ ମୋଦୀ: ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଭାବେ ମାରିଲେ ହାଟ୍ରିକ୍

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରମାଗତ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ନୂଆ ଇନିଂସ୍ ଆରମ୍ଭ କରିଛନ୍ତି ନରେନ୍ଦ୍ର ମୋଦୀ। ଭାରତୀୟ ଗଣତନ୍ତ୍ରର ୭୫ ବର୍ଷର ଇତିହାସରେ ସେ ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଭାବେ ଏହି...

ଏଯାଏଁ ଜଣାପଡ଼ୁନି, କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏଯାଏଁ ଜଣାପଡ଼ୁନି, କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ରେସରେ ଅନେକ ନେତାଙ୍କ ନାଁ ରହିଥିଲେ ମଧ୍ୟ ସ୍ପଷ୍ଟ ହୋଇପାରୁ ନାହିଁ ଚିତ୍ର। ୨୦୨୪ ନିର୍ବାଚନରେ ଓଡ଼ିଶା ରାଜନୀତିରେ ଦେଖା...

ମୋଦୀଙ୍କ ତୃତୀୟ ମନ୍ତ୍ରିମଣ୍ଡଳରେ ୭୧ ମନ୍ତ୍ରୀ, ୩୩ ନୂଆ ମୁହଁ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରରେ ପୁଣି ଥରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଏନଡିଏ ସରକାର ଗଠିତ ହୋଇଛି। ରାଷ୍ଟ୍ରପତି ଭବନରେ ରବିବାର ସନ୍ଧ୍ୟାରେ ପଦ ଏବଂ ଗୋପନୀୟତା ପାଇଁ ଶପଥ ପାଠ କରିବା ପରେ ମୋଦୀ...

ରାଜନୀତିରୁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସନ୍ନ୍ୟାସ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=wu0IS8prn1w ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ବିଜେଡି ନେତା ତଥା ପୂର୍ବତନ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ଏ ନେଇ ସେ ରବିବାର ଦିନ ଘୋଷଣା କରିଛନ୍ତି। କନ୍ଧମାଳ ଲୋକସଭା ଆସନରୁ ନିର୍ବାଚନ...