ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଭାରତୀୟ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ବିଭିନ୍ନ ଗଣମାଧ୍ୟମର ସମ୍ପାଦକ, ପ୍ରତିନିଧି ଏବଂ...

ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶନିବାର ଦିନ ଓଡ଼ିଶା ଛୁଇଁଛି। ମାଲକାନଗିରି ଜିଲ୍ଲାରେ ଅଗ୍ରସର ହୋଇଛି ମୌସୁମୀବାୟୁ। ଏଥିପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ମୌସୁମୀ ଏବେ ଦକ୍ଷିଣ...

ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ମଞ୍ଚରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଭାରତୀୟ ସିନେମା ଓ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓ ଆଉ ନାହାନ୍ତି। ଶନିବାର ଭୋର ସମୟରେ ହାଇଦ୍ରାବାଦଠାରେ ତାଙ୍କର ପରଲୋକ ହୋଇଛି। ଭୁବନେଶ୍ୱର ଜୟଦେବ ଭବନଠାରେ...

ଓଡ଼ିଶାକୁ ପୁଣି ଫେରିଲା ତାତି: ଜୁନ ୧୨ ଯାଏଁ ହିଟ୍ଓ୍ଵେଭ୍ ଚେତାବନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାକୁ ପୁଣି ଫେରିଛି ତାତି। ଆଗାମୀ ଦିନରେ ତାପମାତ୍ରାରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି। ଜୁନ ୧୨ ତାରିଖ ଯାଏଁ ରାଜ୍ୟର କେତେକ ଜିଲ୍ଲାକୁ ହିଟଓ୍ଵେଭ୍ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ...

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ, ଯୋଗଦେବେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ। ଏଥିରେ ବିଭିନ୍ନ...

ବିଜେଡିର ପରାଜୟ ପାଇଁ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ – ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ପରେ କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ହେଉଥିବା ବିବାଦ ଉପରେ ମୁହଁ ଖୋଲିଛନ୍ତି ନବୀନ ପଟ୍ଟନାୟକ। ବିଜେଡିର ପରାଜୟ ପାଇଁ ପାଣ୍ଡିଆନଙ୍କୁ କରାଯାଉଥିବା ସମାଲୋଚନାକୁ ସେ...

କାର୍ତ୍ତିକ ପାଣ୍ଡିଆନଙ୍କ ବିରୋଧରେ ଇଡିରେ ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବିରୋଧରେ ଇଡିରେ ଅଭିଯୋଗ ହୋଇଛି। ସେ ଓଡ଼ିଶାରେ ଦୁର୍ନୀତି କରିଥିବା ନେଇ ଦିଲ୍ଲୀସ୍ଥିତ ଇଡି ମୁଖ୍ୟ କାର୍ଯ୍ୟାଳୟରେ ଏହି ଅଭିଯୋଗ ହୋଇଛି। ଶ୍ରୀଜଗନ୍ନାଥ ସେନାର ଆବାହକ...

ଛତିଶଗଡ଼: ଯବାନଙ୍କ ଗୁଳିରେ ୫ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସୀମାନ୍ତରେ ମୁହାଁମୁହିଁ ଯବାନ-ମାଓବାଦୀ। ଡିଆରଜି ଯବାନଙ୍କ ଗୁଳିରେ ୫ ଜଣ ମାଓବାଦୀ ନିହତ ହୋଇଥିବାବେଳେ ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ଛତିଶଗଡ଼ ଦନ୍ତେଓ୍ଵାଡ଼ା-ନାରାୟଣପୁର...

ଭାରତୀୟ ଗଣମାଧ୍ୟମ ଓ ସିନେମା ଜଗତର ବିଶିଷ୍ଟ ବ୍ୟକ୍ତିତ୍ଵ ରାମୋଜୀ ରାଓଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଗଣମାଧ୍ୟମ ଓ ସିନେମା ଜଗତର ବିଶିଷ୍ଟ ବ୍ୟକ୍ତି ତଥା ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜୀ ରାଓଙ୍କର ପରଲୋକ ଘଟିଛି। ଶନିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।...

ଆରମ୍ଭ ହେଲା ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ, କ୍ଲାସିକ୍ ଓଡ଼ିଆ ସିନେମା ଦେଖିବାକୁ ଦର୍ଶକଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ତିନିଦିନିଆ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଶୁକ୍ରବାର ଦିନ ଆରମ୍ଭ ହୋଇଛି। ଭୁବନେଶ୍ୱର ଜୟଦେବ ଭବନଠାରେ ପୂର୍ବାହ୍ନରୁ ଚଳଚ୍ଚିତ୍ର ପ୍ରଦର୍ଶନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ଉତ୍ସବର ବିଶେଷ ଉଦଘାଟନୀ କାର୍ଯ୍ୟକ୍ରମ...