ଲୋକସଭା ନିର୍ବାଚନ ଫଳାଫଳ ୨୦୨୪ – ଲାଇଭ୍ ଅପଡେଟ୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆଜି ୨୦୨୪ ଲୋକସଭା ନିର୍ବାଚନର ଫଳାଫଳର ଦିନ। ସ୍ପଷ୍ଟ ହେବ ନିର୍ବାଚନ ଲଢ଼ିଥିବା ୮ ହଜାରରୁ ଅଧିକ ପ୍ରାର୍ଥୀଙ୍କ ରାଜେନୖତିକ ଭାଗ୍ୟ। ଏଥିପାଇଁ ସାରାଦେଶରେ ଆରମ୍ଭ ହୋଇଛି ଭୋଟ୍ ଗଣତି। ସବୁ...
ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ୨୦୨୪ – ଲାଇଭ୍ ଅପଡେଟ୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆଜି ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନର ଫଳାଫଳ ଆସିବାକୁ ଯାଉଛି। ରାଜ୍ୟରେ କିଏ ଗଢ଼ିବ ସରକାର ସେନେଇ ସ୍ପଷ୍ଟ ହେବ ଚିତ୍ର। ଏନେଇ ରାଜ୍ୟରେ ୬୯ଟି ସ୍ଥାନରେ ହୋଇଥିବା ମତ...
ଓଡ଼ିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାକୁ ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ୨୦୨୪ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ଦିନକ ପୂର୍ବରୁ ବିଧାନସଭା ଭଙ୍ଗ ହୋଇଛି। ଏନେଇ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏକ...
କେତେ ସତ ଏକଜିଟ୍ ପୋଲ୍?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସରିଛି ଲୋକସଭା ନିର୍ବାଚନ ୨୦୨୪। ମଙ୍ଗଳବାର ପ୍ରକାଶ ପାଇବାକୁଥିବା ଏହାର ଫଳାଫଳ ଉପରେ ସାରା ଦେଶର ନଜର ରହିଛି। ତେବେ ଏହା ପୂର୍ବରୁ ନିର୍ବାଚନ ଫଳାଫଳ ସମ୍ବନ୍ଧୀୟ ବିଭିନ୍ନ ସଂସ୍ଥାର...
ପୁରୀ ବାଣ ବିସ୍ଫୋରଣ ଘଟଣା: ମୃତକଙ୍କ ସଂଖ୍ୟା ୧୩କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତକଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏହି ଘଟଣାରେ ରବିବାର ରାତିରେ ଆଉ ଦୁଇ ଜଣ ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ବର୍ତ୍ତମାନ...
ସରିଲା ନିର୍ବାଚନ, ଆସିଲା ଏକଜିଟ ପୋଲ୍ ଆକଳନ: ଜାଣନ୍ତୁ କାହା ପଲ୍ଲା ଭାରି?
ଓଡ଼ିଶାଲାଇଭ୍ ବ୍ୟୁରୋ
ସରିଲା ୨୦୨୪ ଲୋକସଭା ନିର୍ବାଚନ। କେଉଁ ଦଳ ଜିତିବେ କେତେ ଆସନ, ଆସିଲା ଏକଜିଟ ପୋଲ୍ ଆକଳନ।
୨୦୨୪ ନିର୍ବାଚନୀ ମହାସମର ଫଳାଫଳକୁ ସାରା ଦେଶ ଅପେକ୍ଷା କରି ରହିଥିବାବେଳେ ଏହାରି ମଧ୍ୟରେ...
ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ: ନୂଆ ଓ ନିଆରା
କପିଳାସ ଭୂୟାଁ
ବିଶ୍ଵ ହେଉ କିମ୍ବା ଆମ ଦେଶ, ଏପରିକି ଆମ ରାଜ୍ୟ ଭିତରେ ଚଳଚ୍ଚିତ୍ର ଉତ୍ସବ ଆୟୋଜନ କିଛି ନୂଆ କଥା ନୁହେଁ। ଆସନ୍ତା ଜୁନ ୭ରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରର...
ଓଡ଼ିଶାରେ ଅପରାହ୍ଣ ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ: କିଛି ସ୍ଥାନରେ ନିର୍ବାଚନୀ ହିଂସା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ଶନିବାର ଅପରାହ୍ଣ ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ ହୋଇଛି। ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରରେ ଭୋଟ୍ ଦେବାପାଇଁ...
ଅଫେରା ରାଇଜରେ କାଠି କଣ୍ଢେଇର ଦକ୍ଷ ବିନ୍ଧାଣୀ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ନାହାନ୍ତି କାଠି କଣ୍ଢେଇର ଦକ୍ଷ ବିନ୍ଧାଣୀ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର।
ମାଗୁଣି ଚରଣ କୁଅଁର ୧୯୩୭ ମସିହା ଫେବ୍ରୁଆରି ୧୨ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ମାଟି କଣ୍ଢେଇ...
ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ: ଦିନ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ଶନିବାର ଦିନ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ମତଦାନ ହୋଇଛି। ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରରେ ଭୋଟ୍ ଦେବାପାଇଁ...





















