କଟକ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ସଂତୃପ୍ତ ମିଶ୍ର ଏବଂ ଭର୍ତ୍ତୃହରି ମହତାବ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏବଂ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ। ଶୁକ୍ରବାର ଉଭୟ ନେତା କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ...

ଲୋକସଭା ନିର୍ବାଚନ: ଉତ୍ତରପ୍ରଦେଶର ରାଏବରେଲିରୁ ପ୍ରାର୍ଥିପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ସେ ରାଏବରେଲି ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହି ଅବସରରେ କଂଗ୍ରେସର...

ପାଟକୁରାରେ ହେବ ସମ୍ମାନ ପାଇଁ ଲଢ଼େଇ: ମୁହାଁମୁହିଁ ହେବେ ବିଜେଡି-ବିଜେପି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ଆସନରେ ସରଗରମ ହୋଇଛି ରାଜନୈତିକ ପାଣିପାଗ। ଏଥର ମଧ୍ୟ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ ଦ୍ଵିମୁଖୀ ଲଢ଼େଇ ନେଇ ଚର୍ଚ୍ଚା ହେଉଛି। ଏହା...

ନୀଳଗିରି ଆସନ ପାଇଁ ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ କଲା ବିଜେପି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନୀଳଗିରି ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି। ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିବା ସନ୍ତୋଷ ଖଟୁଆଙ୍କୁ ନୀଳଗିରି ଆସନରୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଛି ଦଳ। ୨୦୧୯ରେ...

ଏଥର ବି ମୋହନାରେ ତ୍ରିମୁଖୀ ଲଢ଼େଇ: କିଏ ଜିତିବ ଭୋଟରଙ୍କ ମନ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମୋହନା ଦକ୍ଷିଣ ଓଡ଼ିଶାର ଏମିତି ଏକ ଆସନ ଯେଉଁଠାରେ ଶେଷ ପର୍ଯ୍ୟାୟ ଗଣତି ଯାଏଁ ବି କହି ହୁଏନି ଜିତିବ କିଏ। ଏଠି ସବୁ ଦଳ ପ୍ରାର୍ଥୀର ପରସ୍ପରକୁ ଦେଇଥାନ୍ତି...

ମିଶନ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ମିଶନ ଶକ୍ତି ବିଭାଗର ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ଅନ୍ୟ ବିଭାଗକୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନରେ ବିଜେଡିକୁ ସମର୍ଥନ କରିବା ଦିଗରେ ସ୍ୱୟଂ ସହାୟକ...

ତାମିଲନାଡ଼ୁ: ପଥର ଖଣିରେ ବିସ୍ଫୋରଣ ହୋଇ ୪ ଜଣ ଶ୍ରମିକଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ତାମିଲନାଡୁର ଭୀରୁଧୁନଗର ଜିଲ୍ଲାର ଏକ ପଥର ଖଣିରେ ବିସ୍ଫୋରଣ ଘଟି ୪ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।...

ସନଷ୍ଟ୍ରୋକ୍‌ରୁ କିପରି ରକ୍ଷା ପାଇବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=LOmitlqEV40 ବଢ଼ୁଥିବା ତାପମାତ୍ରା, ପ୍ରଖର ସୂର୍ଯ୍ୟକିରଣ ପ୍ରଭାବ ଯୋଗୁଁ ଅଂଶୁଘାତ ବା ସନ୍‌ଷ୍ଟ୍ରୋକ୍‌ ହେବାର ଆଶଙ୍କା ରହିଛି। ତେବେ କେମିତି ସନ୍‌ଷ୍ଟ୍ରୋକ୍‌ରୁ ରକ୍ଷା ପାଇବେ, ଖରାକୁ ବାହାରିବା ପୂର୍ବରୁ କ’ଣ ସବୁ ସାଧାନତା...

ଓଡ଼ିଶାରେ ‘ମେଣ୍ଟ ରାଜନୀତି’ର କାହାଣୀ – ୧୯୩୭ରୁ ୨୦୨୪

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନିର୍ବାଚନ ସମୟ ଆସିଲେ ‘ମେଣ୍ଟ ରାଜନୀତି’ କଥା ଉଠେ। ଏଇ ଯେମିତି ୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶାରେ ବିଜେଡି-ବିଜେପି ଭିତରେ ପୁଣି ମେଣ୍ଟ ଚର୍ଚ୍ଚା ହେଉଥିଲା। ଏନେଇ ଉଭୟ ଦଳର...

ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ। ଗୁରୁବାର ବଡ଼ ଶୋଭାଯାତ୍ରାରେ ଆସି ସେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହାପୂର୍ବରୁ...