ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ଯୋଗ କରନ୍ତୁ ସୁସ୍ଥ ରୁହନ୍ତୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ଅନ୍ତର୍ଜତୀୟ ଯୋଗ ଦିବସ। ଯୋଗ ଦ୍ଵାରା ମଣିଷ କେବଳ ଶାରୀରିକ ଭାବେ ନୁହେଁ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିପାରେ ବୋଲି ବିଶେଷଜ୍ଞଙ୍କ ମତ। ଯୋଗର ଉପକାରିତା ଏବଂ...
indian army

ଭାରତୀୟ ସ୍ଥଳ ସେନାରେ ‘ଟେକ୍ନିକାଲ ଏଣ୍ଟ୍ରି ସ୍କିମ’ ଅନ୍ତର୍ଗତ ୫୦ଟି ପଦବୀରେ ନିଯୁକ୍ତି ପାଇଁ ଜାରି ରହିଛି ଆବେଦନ,...

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ସ୍ଥଳ ସେନାରେ ‘ଟେକ୍ନିକାଲ ଏଣ୍ଟ୍ରି ସ୍କିମ’ (ଟିଇଏସ) ଅନ୍ତର୍ଗତ ୫୦ଟି ପଦବୀ ପୂରଣ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି...

ନନ୍ଦିଘୋଷ ରଥ ଟାଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦଉଡ଼ି ଟାଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନସମୁଦ୍ର ପାଲଟିଥିବା ବଡ଼ଦାଣ୍ଡରେ ପହଞ୍ଚି ତିନିଠାକୁରଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟପାଳ...

ଶ୍ରୀଗୁଣ୍ଡିଚା ଯାତ୍ରାବେଳେ ଅଘଟଣ, ବଡଦାଣ୍ଡର ମରିଚିକୋଟ ଛକ ନିକଟରେ ଦଳାଚକଟା ହୋଇ ୧୫ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀଗୁଣ୍ଡିଚା ଯାତ୍ରାବେଳେ ପୁରୀ ବଡ଼ଦାଣ୍ଡରେ ଅଘଟଣ ଦେଖିବାକୁ ମିଳିଛି। ପ୍ରଭୁ ବଳଭଦ୍ରଙ୍କ ତଳଧ୍ଵଜ ରଥ ଟଣାବେଳେ ମରିଚିକୋଟ ଛକ ନିକଟରେ ଦଳାଚକଟା ହୋଇ ୧୫ ଜଣ ଭକ୍ତ ଆହତ ହୋଇଛନ୍ତି। ସେମାନଙ୍କ...

ଗଡ଼ିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କର ଆଜି ହେଉଛି ଶ୍ରୀଗୁଣ୍ଡିଚା ଯାତ୍ରା। ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଉଛନ୍ତି ବଡ଼ଠାକୁର। ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଦଉଡ଼ି ଟାଣିବାକୁ...

ଓ୍ଵାର୍ଲ୍ଡ ସ୍କିଲ ସେଣ୍ଟର: ଆଇଟିଆଇ ଓ ଡିପ୍ଲୋମା ଇଂଜିନିୟରିଂ ଡିଗ୍ରୀଧାରୀଙ୍କ ପାଇଁ ଅତ୍ୟାଧୁନିକ ଦକ୍ଷତା ତାଲିମ, ସେପ୍ଟେମ୍ବରରୁ ପାଠପଢ଼ା...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓ୍ଵାର୍ଲ୍ଡ ସ୍କିଲ ସେଣ୍ଟରରେ ଦିଆଯାଉଛି ‘ଲାଇଫ୍ ସ୍କିଲ’ ତାଲିମ ସିଙ୍ଗାପୁରରେ ବିଭିନ୍ନ କମ୍ପାନିରେ ‘ପେଡ୍-ଇଣ୍ଟର୍ଣ୍ଣସିପ୍’ କରିବାର ସୁଯୋଗ ଛାତ୍ରଛାତ୍ରୀଙ୍କ ଉଦ୍ୟୋଗୀ ହେବାରେ ସ୍ୱପ୍ନକୁ ସାକାର କରୁଛି ଦକ୍ଷତା ବିକାଶ ପାଠ୍ୟକ୍ରମ ...

ବଡ଼ଦାଣ୍ଡରେ ଗଡ଼ିଲା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଏବେ ବଡ଼ଦାଣ୍ଡରେ ଗଡ଼ିଛି ଦେବଦଳନ ରଥ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନେ ଭକ୍ତିଭାବରେ ରଥକୁ ଟାଣିବା ଆରମ୍ଭ କରିଛନ୍ତି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପରେ ଦେବଦଳନ ରଥ...

ବିଶ୍ଵପ୍ରସିଦ୍ଧ ରଥଯାତ୍ରା: ବଡ଼ଦାଣ୍ଡରେ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ। ଶ୍ରୀମନ୍ଦିର ସେବାୟତ ଓ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତି ଭାବରେ ପ୍ରଭୁ ବଳଭଦ୍ରଙ୍କ ରଥକୁ ଟାଣି...

ସୁନା ଖଡ଼ିକା ଧରି ଛେରାପହଁରା କଲେ ଗଜପତି ମହାରାଜା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଅନନ୍ୟ ପରମ୍ପରା ହେଉଛି ପୁରୀ ଗଜପତି ମହାରାଜାଙ୍କ ଛେରାପହଁରା। ଆଜି ଏହି ନୀତି ସମାପନ କରିବାକୁ ରାଜନଅରରୁ ଆସିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ତାମଯାନରେ...

ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭକ୍ତି ଏବଂ ସମର୍ପଣର ଏହି ମହାପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣିଦେଉ...