ପହଲଗାମ ପ୍ରତିଶୋଧ: ମିସାଇଲ୍ ମାଡ଼ରେ ୯ ଆତଙ୍କୀ କ୍ୟାମ୍ପ ଧ୍ଵଂସ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/5mmHwx2hgDE
ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ବଡ଼ ଧରଣର ଆକ୍ରମଣ କରିଛି ଭାରତ। ମଙ୍ଗଳବାର ମଧ୍ୟରାତିରେ ପାକିସ୍ତାନ ଏବଂ ପିଓକେରେ ହୋଇଛି ପ୍ରାୟ ୨୪ଟି ମିଜାଇଲ ମାଡ଼। ଆତଙ୍କବାଦୀଙ୍କ ୯ଟି ଆଡ୍ଡାକୁ...
ବାଲେଶ୍ଵରରେ ମକ୍ ଡ୍ରିଲ ପାଇଁ ଜରୁରୀ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ମକ୍ ଡ୍ରିଲକୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଆରକ୍ଷୀ ଅଧିକ୍ଷକ ରାଜ...
ବିଜୁବାବୁଙ୍କୁ ସମ୍ମାନିତ କରିବ ରୁଷ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/4OuwvKHTYIA
ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବ ରୁଷ। ଦ୍ଵିତୀୟ ବିଶ୍ଵଯୁଦ୍ଧରେ ରୁଷର ବିଜୟକୁ ୮୦ ବର୍ଷ ପୂର୍ତ୍ତି ଅବସରରେ ବିଜୁବାବୁଙ୍କୁ ସମ୍ମାନିତ କରାଯିବ। ଏନେଇ ଦିଲ୍ଲୀସ୍ଥିତ ରୁଷ ଦୂତାବାସରେ...
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ସମ୍ପତ୍ତି କେତେ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/jjVnMc26N8s
ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ସମେତ ସୁପ୍ରିମକୋର୍ଟର ୨୧ ଜଣ ବିଚାରପତି ସେମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ କରିଛନ୍ତି। ଏହି ସମ୍ପତ୍ତି ବିବରଣୀ ସୁପ୍ରିମକୋର୍ଟର ୱେବସାଇଟରେ ଅପଲୋଡ୍ କରାଯାଇଛି।
ପ୍ରଧାନ ବିଚାରପତି...
ପହଲଗାମ ପୀଡ଼ିତା କହିଲେ – ନ୍ୟାୟ ମିଳିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/Xe1Uex93Ask
ନିରୀହ ମହିଳାଙ୍କ ମଥାରୁ ସିନ୍ଦୂର ପୋଛି ରାତିରେ ଅଚିନ୍ତାରେ ଶୋଇଥିବା ଷଡ଼ଯନ୍ତ୍ରକାରୀଙ୍କ ଉପରେ ମିଜାଇଲ୍ ମାଡ଼। ‘ଅପରେସନ ସିନ୍ଦୂର’ ଜରିଆରେ କଡ଼ା ଜବାବ ଦେଇଛନ୍ତି ଭାରତୀୟ ସେନା। ଯାହା ପରେ ସାମ୍ନାକୁ...
‘ଅପରେସନ ସିନ୍ଦୂର’ ନାଁ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/vbmYAYTUqrs
ପହଲଗାମର ବର୍ବର ଆକ୍ରମଣ ପରେ ସାରା ଦେଶରେ ଜଳୁଥିଲା ପ୍ରତିଶୋଧର ନିଆଁ। ଯେପରି ଭାବେ ଧର୍ମ ପଚାରି ସ୍ତ୍ରୀ ଆଗରେ ସ୍ଵାମୀଙ୍କୁ ହତ୍ୟା କରାଯାଇଥିଲା, ସେମାନଙ୍କ ମଥାରୁ ସିନ୍ଦୂର ପୋଛି ଦିଆଯାଇଥିଲା,...
ପହଲଗାମ ପ୍ରତିଶୋଧ ପାଇଁ ‘ଅପରେସନ ସିନ୍ଦୂର’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/qte9_wC0Pv4
ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଉରି ଓ ପୁଲଓ୍ଵାମା ଆକ୍ରମଣର ଯେପରି ପ୍ରତିଶୋଧ ନେଇଥିଲା, ତା’ଠାରୁ ବଡ଼ ଆକାରରେ ଏଥର ପ୍ରତିଶୋଧ ନେଇଛନ୍ତି ଭାରତୀୟ ସେନା। ରାତି ଅଧରେ ପାକିସ୍ତାନ...
ପାକିସ୍ତାନକୁ ଝଟ୍କା, ଆକାଶ ପଥରେ ଉଡ଼ାଣ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/iDlqORSwpcQ
ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଏବେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ହୋଇପଡୁଛି ପାକିସ୍ତାନ। ମହଙ୍ଗା ମାଡ଼ରେ ହନ୍ତସନ୍ତ ହେଉଛନ୍ତି ପାକିସ୍ତାନବାସୀ। ଏହାରି ମଧ୍ୟରେ...
ପହଲଗାମ ପ୍ରତିଶୋଧ ‘ଅପରେସନ ସିନ୍ଦୂର’: ରାତି ଅଧରେ ପାକିସ୍ତାନର ନିଦ ହଜେଇଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେବା ଆରମ୍ଭ କରିଛି ଭାରତ। 'ଅପରେସନ ସିନ୍ଦୂର' ରାତି ଅଧରେ ଉଡ଼ାଇ ଦେଇଛି ପାକିସ୍ତାନୀଙ୍କର ନିଦ।
ସିନ୍ଦୂରର ପ୍ରତିଶୋଧ ନେଲା ‘ଅପରେସନ ସିନ୍ଦୂର’। ଅଧରାତିରେ ପାକିସ୍ତାନ...
ମକ୍ ଡ୍ରିଲ ବେଳେ ଉପକୂଳ ଅଞ୍ଚଳରେ ବାଜିବ ସାଇରନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=JPWvLTk_Gq8
ମେ’୭ ତାରିଖରେ ହେବାକୁ ଥିବା ମକ୍ ଡ୍ରିଲ୍ ଲାଗି ଓଡ଼ିଶାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜ୍ୟର ୧୨ଟି ଜିଲ୍ଲାରେ ଏହି ମକ୍ ଡ୍ରିଲ୍ କରାଯିବ। ଗାଁରୁ ସହର ପର୍ଯ୍ୟନ୍ତ ମକ୍ ଡ୍ରିଲ୍...





















