ହେଲମେଟ ନପିନ୍ଧିବା ମହଙ୍ଗା ପଡ଼ୁଛି: ୩ ବର୍ଷରେ ୫ ହଜାର ଜୀବନ ଯାଇଛି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ତଥା ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାକୁ ଲାଗିଛି। ସବୁଠାରୁ ଚିନ୍ତାର ବିଷୟ ହେଉଛି ସଡ଼କ ସୁରକ୍ଷା ନିୟମର ଉଲ୍ଲଂଘନ ତଥା ହେଲମେଟ ପିନ୍ଧିବାରେ ଅବହେଳା...
ସେପ୍ଟେମ୍ବର ୧୬ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା, ବିଭିନ୍ନ ଜିଲ୍ଲାକୁ ଚେତାବନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷା ଭିଜିବ ଓଡ଼ିଶା। ସେପ୍ଟେମ୍ବର ୧୬ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆଗାମୀ...
ଏସିଆ କପ୍ କ୍ରିକେଟରେ ଭାରତ-ୟୁଏଇ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/Tb5Xkzhm3q8
ୟୁଏଇରେ ଆରମ୍ଭ ହୋଇଛି ଏସିଆ କପ୍ କ୍ରିକେଟ ୨୦୨୫। ଏଥିରେ ବୁଧବାରଠାରୁ ଅଭିଯାନ କରିବାକୁ ଯାଉଛି ଭାରତ। ଦୁବାଇରେ ଆୟୋଜକ ୟୁଏଇ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିବାକୁ ପଡ଼ିଆକୁ ଓହ୍ଲାଇବ...
ସୁନା ଦର ଲକ୍ଷେ ପାର୍: ଗୋଟିଏ ଦିନରେ ବଢ଼ିଲା ୧୨ ଶହ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/kcuyVjiVdyI
ହୁ ହୁ ହୋଇ ବଢ଼ୁଛି ସୁନା ଦର। ସୁନା ମୂଲ୍ୟ ଲକ୍ଷେ ଟଙ୍କା ଟପିଛି। ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧ ଲକ୍ଷ ଏକ ହଜାର ପାର...
ଓଡ଼ିଶା ଇଭି ପଲିସି ୨୦୨୫: ଇଲେକ୍ଟ୍ରିକ ଗାଡ଼ି ପାଇଁ ବଡ଼ ପ୍ରୋତ୍ସାହନ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/wXE9rpNwWE0
ଓଡ଼ିଶା ଇଲେକ୍ଟ୍ରିକ ଭେଇକିଲ ପଲିସି-୨୦୨୫ ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆସିଲା ଚିଠା ପ୍ରସ୍ତାବ। ଏହି ବିଲ୍ ଅନୁସାରେ ରାଜ୍ୟରେ ୨୦୩୬ ମସିହା ସୁଦ୍ଧା ୭୦ ପ୍ରତିଶତ...
ଆସନ୍ତାକାଲି ବନକଲାଗି ନୀତି: ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସାଧରଣ ଦର୍ଶନ। ଆଶ୍ଵିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହଙ୍କ ବିଶେଷ ନୀତି ଅନୁଷ୍ଠିତ ହେବାକୁ...
ତେଜୁଛି ବିବାଦ: ନେପାଳକୁ ବିମାନ ଉଡ଼ାଣ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/fd-qT4_Yuho
ନେପାଳରେ ଜେନ ଜିଙ୍କ ଆନ୍ଦୋଳନ ଯୋଗୁଁ ସ୍ଥିତି ଅଣାୟତ୍ତ ହେବାରେ ଲାଗଛି। ନେପାଳରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା। ହିଂସାର ନିଆଁରେ ଜଳୁଛି ଚାରିଆଡ଼। ଏହାରି ମଧ୍ୟରେ ଭାରତରୁ ନେପାଳକୁ ସବୁ ଉଡ଼ାଣ...
ସିପି ରାଧାକ୍ରିଷ୍ଣନ ଭାରତର ନୂଆ ଉପରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଭାରତର ନୂଆ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ। ରାଧାକ୍ରିଷ୍ଣନ ୪୫୨ ଖଣ୍ଡ ଭୋଟ ସହ ବିଜୟ ହାସଲ କରିଛନ୍ତି।
ସେପ୍ଟେମ୍ବର...
ଟିମ୍ ଇଣ୍ଡିଆକୁ ହକି ବିଶ୍ଵକପ ଟିକେଟ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/X6LdgRaZMd8
ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ହକି ଏସିଆ କପ୍ ଟ୍ରଫି ଜିତିଲା ଭାରତ। ବିହାରର ରାଜଗିରରେ ଖେଳା ଯାଇଥିବା ଚଳିତବର୍ଷର ଏସିଆ କପରେ ଚତୁର୍ଥ ଥର ପାଇଁ ଟାଇଟଲ...
ହିଂସାରେ ଜଳୁଛି ନେପାଳ: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/JAcsadMjpek
ଇସ୍ତଫା ଦେଇଛନ୍ତି ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ସୋସିଆଲ ମିଡିଆ ବ୍ୟାନକୁ ନେଇ ସରକାରଙ୍କ ବିରୋଧରେ ଆରମ୍ଭ ହୋଇଥିବା ଜେନ୍-ଜି ବା ଯୁବପିଢ଼ିଙ୍କ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବା...





















