ଓଡ଼ିଶା ଇଭି ପଲିସି ୨୦୨୫: ଇଲେକ୍ଟ୍ରିକ ଗାଡ଼ି ପାଇଁ ବଡ଼ ପ୍ରୋତ୍ସାହନ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/wXE9rpNwWE0
ଓଡ଼ିଶା ଇଲେକ୍ଟ୍ରିକ ଭେଇକିଲ ପଲିସି-୨୦୨୫ ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆସିଲା ଚିଠା ପ୍ରସ୍ତାବ। ଏହି ବିଲ୍ ଅନୁସାରେ ରାଜ୍ୟରେ ୨୦୩୬ ମସିହା ସୁଦ୍ଧା ୭୦ ପ୍ରତିଶତ...
ଆସନ୍ତାକାଲି ବନକଲାଗି ନୀତି: ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସାଧରଣ ଦର୍ଶନ। ଆଶ୍ଵିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହଙ୍କ ବିଶେଷ ନୀତି ଅନୁଷ୍ଠିତ ହେବାକୁ...
ତେଜୁଛି ବିବାଦ: ନେପାଳକୁ ବିମାନ ଉଡ଼ାଣ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/fd-qT4_Yuho
ନେପାଳରେ ଜେନ ଜିଙ୍କ ଆନ୍ଦୋଳନ ଯୋଗୁଁ ସ୍ଥିତି ଅଣାୟତ୍ତ ହେବାରେ ଲାଗଛି। ନେପାଳରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା। ହିଂସାର ନିଆଁରେ ଜଳୁଛି ଚାରିଆଡ଼। ଏହାରି ମଧ୍ୟରେ ଭାରତରୁ ନେପାଳକୁ ସବୁ ଉଡ଼ାଣ...
ସିପି ରାଧାକ୍ରିଷ୍ଣନ ଭାରତର ନୂଆ ଉପରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଭାରତର ନୂଆ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ। ରାଧାକ୍ରିଷ୍ଣନ ୪୫୨ ଖଣ୍ଡ ଭୋଟ ସହ ବିଜୟ ହାସଲ କରିଛନ୍ତି।
ସେପ୍ଟେମ୍ବର...
ଟିମ୍ ଇଣ୍ଡିଆକୁ ହକି ବିଶ୍ଵକପ ଟିକେଟ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/X6LdgRaZMd8
ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ହକି ଏସିଆ କପ୍ ଟ୍ରଫି ଜିତିଲା ଭାରତ। ବିହାରର ରାଜଗିରରେ ଖେଳା ଯାଇଥିବା ଚଳିତବର୍ଷର ଏସିଆ କପରେ ଚତୁର୍ଥ ଥର ପାଇଁ ଟାଇଟଲ...
ହିଂସାରେ ଜଳୁଛି ନେପାଳ: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/JAcsadMjpek
ଇସ୍ତଫା ଦେଇଛନ୍ତି ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ସୋସିଆଲ ମିଡିଆ ବ୍ୟାନକୁ ନେଇ ସରକାରଙ୍କ ବିରୋଧରେ ଆରମ୍ଭ ହୋଇଥିବା ଜେନ୍-ଜି ବା ଯୁବପିଢ଼ିଙ୍କ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବା...
ଉପରାଷ୍ଟ୍ରପତି ନିର୍ବାଚନ: ଭୋଟ ଦେବନି ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/lQ6ne1kpoRc
ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କ ଚୟନ ପାଇଁ ଜାରି ରହିଛି ମତଦାନ। ଏଥିରେ ଏନଡିଏ ପକ୍ଷରୁ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ...
ରୁଷରେ ବିକଶିତ ହେଲା ଦୁନିଆର ପ୍ରଥମ କ୍ୟାନ୍ସର ଭ୍ୟାକ୍ସିନ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/Jy8zmpmKA4o
ରୁଷରେ ବିକଶିତ ହେଲା ଦୁନିଆର ପ୍ରଥମ କ୍ୟାନସର ଭ୍ୟାକ୍ସିନ୍ ‘ଏଣ୍ଟେରୋମିକ୍ସ’। ଏହାର ସଫଳ କ୍ଲିନିକାଲ ଟ୍ରାଏଲ ମଧ୍ୟ କରାଯାଇଛି। ଏହି ଟିକା କୋଲୋରେକ୍ଟାଲ୍, ଗ୍ଲିଓବ୍ଲାଷ୍ଟୋମା ଏବଂ ମେଲାନୋମା କର୍କଟ ଉପରେ ପ୍ରଭାବଶାଳୀ...
ସୋସିଆଲ ମିଡିଆ ବ୍ୟାନ: ଜେନ ଜିଙ୍କ ପ୍ରତିବାଦରେ ଜଳୁଛି ନେପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ନେପାଳ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଜେନ-ଜି ପିଢ଼ି। ଫେସବୁକ, ଇନଷ୍ଟାଗ୍ରାମ ଓ ଏକ୍ସ ଭଳି ୨୬ଟି ସୋସିଆଲ ମିଡିଆ ଫ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ଏହାକୁ ନେଇ ନେପାଳରେ ଜଳୁଛି...
କାହିଁକି ହୁଏ ବାଦଲଫଟା ବର୍ଷା?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/OvXfGnOY-f8
ବର୍ଷାଦିନେ ଉତ୍ତର ଭାରତରେ ଖାସ କରି ହିମାଳୟ ପାର୍ବତ୍ୟାଞ୍ଚଳରେ ବାଦଲଫଟା ବର୍ଷା ହୋଇ ଅନେକ ଧନ ଜୀବନ ନଷ୍ଟ ହୋଇଥାଏ। ଚଳିତବର୍ଷ ମଧ୍ୟ ଉତ୍ତର ଭାରତରେ ବାଦଲଫଟା ବର୍ଷା ଓ ବନ୍ୟା...





















