Independence Day

କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ତଦନ୍ତ କରିବ ସିବିଆଇ  

ଓଡ଼ିଶାଲାଇଭ୍ ବ୍ୟୁରୋ କୋଲକାତାର ଆରଜି କର ମେଡିକାଲ କଲେଜରେ ୩୧ ବର୍ଷୀୟ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ ନେଇ ଡାକ୍ତରମାନେ ସାରା...

ଅମନ ସେହରାୱତ: ଭାରତର ସର୍ବକନିଷ୍ଠ ଅଲିମ୍ପିକ୍ସ ପଦକ ବିଜେତା

ଆଶିଷ କୁମାର ରାୟ ବୟସ ମାତ୍ର ୨୧ ବର୍ଷ ୨୪ ଦିନ। ଏତେ ଛୋଟ ବୟସରେ ସେ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ଜିତିଛନ୍ତି ବ୍ରୋଞ୍ଜ ପଦକ। କୁସ୍ତି ପ୍ରତିଯୋଗିତାର ୫୭ କିଲୋଗ୍ରାମ ବର୍ଗରେ...

ଅଙ୍ଗଦାନ କିପରି କରାଯାଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=sh4-Y1CIF88 ଆଜି ହେଉଛି ବିଶ୍ଵ ଅଙ୍ଗଦାନ ଦିବସ। ଅଙ୍ଗଦାନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖକୁ ଏହି ଦିବସ ପାଳନ କରାଯାଉଛି। ଅଙ୍ଗଦାନ କ’ଣ, କେମିତି କରାଯାଏ...

ବିଶାଖାପାଟଣା: ହୁତୁ ହୁତୁ ହୋଇ ଜଳିଗଲା ହୋଟେଲ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଭୟଙ୍କର ଅଗ୍ନିକାଣ୍ଡ ଘଟି ବିଶାଖାପାଟଣା ବିଚ ରୋଡରେ ଥିବା ଏକ ହୋଟେଲରେ ସମ୍ପୂର୍ଣ୍ଣ ଜଳିଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ଗ୍ରାହକ କିମ୍ବା ହୋଟେଲ କର୍ମଚାରୀଙ୍କର କୌଣସି କ୍ଷତି ହୋଇନାହିଁ। ମଙ୍ଗଳବାର...

ପାରା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ୧୮ ମାସ ପାଇଁ ନିଲମ୍ବିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପାରା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କୁ କ୍ରୀଡ଼ାରୁ ୧୮ ମାସ ପାଇଁ ନିଲମ୍ବନ କରାଯାଇଛି। ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କୁ ବ୍ୟାଡମିଣ୍ଟନ୍ ୱାର୍ଲ୍ଡ ଫେଡେରେସନ୍ (ବିଡବ୍ଲୁଏଫ୍) ବ୍ୟାନ୍‌ କରିଛି।...

ଗିରଫ ହେଲେ ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ପୂର୍ତ୍ତ ବିଭାଗର ରୋଡ ଓ ବିଲ୍ଡିଂ ଡିଭିଜନ (ଆରଆଣ୍ଡବି)ର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ମଙ୍ଗଳବାର ଦିନ ଗିରଫ କରିଛି ଭିଜିଲାନ୍ସ...

ପରଲୋକରେ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁଙ୍କ ପରଲୋକ ଘଟିଛି। ମଙ୍ଗଳବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ...

ଓଡ଼ିଶାରେ ଅଗଷ୍ଟ ୧୭ ଯାଏଁ ପ୍ରବଳ ବର୍ଷା!

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଅଗଷ୍ଟ ୧୭ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨୪...

ପ୍ୟାରିସ ଅଲିମ୍ପିକ୍ସ: ଭାରତର ଗୋଲଡେନ୍ ବୟଙ୍କୁ ମିଳିଲା ସିଲ୍‌ଭର ମେଡାଲ୍

ଆଶିଷ କୁମାର ରାୟ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଗୋଲଡେନ୍ ବୟ ନୀରଜ ଚୋପ୍ରାଙ୍କୁ ମିଳିଛି ସିଲ୍‌ଭର ମେଡାଲ୍। ୨୦୨୧ରେ ଟୋକିଓଠାରେ ଅନୁଷ୍ଠିତ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତି ଭାରତୀୟ କ୍ରୀଡ଼ା ଜଗତରେ ସୃଷ୍ଟି...

କ୍ୟାନ୍ସରରେ ଚାଲିଗଲା ବିତ୍ତିହୋତ୍ର ମହାନ୍ତିଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ଜର୍ମାନ ଯୁବତୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ଜେଲ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ମହାନ୍ତିଙ୍କର ପରଲୋକ ହୋଇଛି। କିଛି ମାସ ହେଲା ଲିଭର କ୍ୟାନ୍ସରରେ...