Independence Day

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳକୁ ଝଟକା: ଅମିତ ରୋହିଦାସ ଖେଳିବେନି ସେମିଫାଇନାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳକୁ ଲାଗିଛି ବଡ଼ ଝଟକା। ଭାରତର ଦକ୍ଷ ଡିଫେଣ୍ଡର ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ଗୋଟିଏ ମ୍ୟାଚରୁ ନିଲମ୍ବିତ କରାଯାଇଛି। ସେ ମଙ୍ଗଳବାର ଜର୍ମାନୀ...

ଆଜି ଶ୍ରାବଣର ତୃତୀୟ ସୋମବାର: ମହାଦେବଙ୍କୁ ଜଳଲାଗି କରିବାକୁ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର।  ଆଜିର ଦିନରେ ମହାଦେବଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟର ସବୁ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। । ହଜାର ହଜାର ସଂଖ୍ୟାରେ...

ପ୍ୟାରିସ ଅଲିମ୍ପିକ୍ସ: ହକି ସେମିଫାଇନାଲରେ ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ୟାରିସ ଅଲିମ୍ପିକ୍ସ ହକି ପ୍ରତିଯୋଗିତାରେ ରବିବାର କ୍ଵାର୍ଟର ଫାଇନାଲରେ ଦମଦାର ବିଜୟ ହାସଲ କରିଛି ଭାରତୀୟ ପୁରୁଷ ହକି ଦଳ। ଏହି ମ୍ୟାଚରେ ଗ୍ରେଟ୍ ବ୍ରିଟେନକୁ ପେନାଲ୍ଟି ସୁଟ୍ ଆଉଟରେ ୪-୨...

କାହିଁକି ଶିଶୁଙ୍କୁ ମା’ କ୍ଷୀର ଦେବା, ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=26Jx8A5iWbU ପ୍ରତିବର୍ଷ ଅଗଷ୍ଟ ମାସ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ସମଗ୍ର ବିଶ୍ଵର ପ୍ରାୟ୧୨୦ଟି ଦେଶରେ ଏହା ପାଳନ କରାଯାଇଥାଏ। ଏହି ଅବସରରେ...

ସ୍ତନ୍ୟପାନ କରାଇବାର ସଠିକ୍ ଉପାୟ

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=9gGbdBcDUeU ପ୍ରତିବର୍ଷ ଅଗଷ୍ଟ ମାସ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ସମଗ୍ର ବିଶ୍ଵର ୧୨୦ଟି ଦେଶରେ ଏହା ପାଳନ କରାଯାଇଥାଏ। ଏହି ଅବସରରେ...

ୟୁସିସିଆଇଏଲ୍‌ ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଥନୈତିକ ଦୃଷ୍ଟିରୁ ମହିଳାମାନେ ସ୍ୱାବଲମ୍ବୀ ହେବା ଦରକାର – ଅପରାଜିତା ଷଡ଼ଙ୍ଗୀ (ଭୁବନେଶ୍ୱର): ‘‘ଆଜିର ସମୟରେ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି। ତେଣୁ ଅର୍ଥନୈତିକ ଦୃଷ୍ଟିରୁ ମହିଳାମାନେ ସ୍ୱାବଲମ୍ବୀ...

ମାଲକାନଗିରିରେ ବନ୍ଦ ହେଲା ଲକ୍ଷ୍ମୀ ଯୋଜନା ଅନ୍ତର୍ଗତ ଏସି ବସ୍ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରିରେ ଏବେ ଲକ୍ଷ୍ମୀ ଯୋଜନା ଅନ୍ତର୍ଗତ ଏସି ବସ୍ ଚଳାଚଳ ବନ୍ଦ ହୋଇଛି। ଜିଲ୍ଲାର ୬ଟି ରୁଟରେ ବସ୍ ଚଳାଚଳକୁ ବାତିଲ କରାଯାଇଛି। ଆରଟିଓ ପକ୍ଷରୁ ଏହି ସବୁ ବସର ପରମିଟ୍...

କାଉଡ଼ିଆଙ୍କ ଉପରେ ଚଢ଼ିଗଲା ଟ୍ରକ୍, ୩ ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମିରିଆ ଗାଁ ନିକଟରେ ଶନିବାର ସକାଳେ ଟ୍ରକ ଧକ୍କାରେ ତିନିଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ କାଉଡ଼ିଆ ଏବଂ ଜଣେ ସ୍ଥାନୀୟ ଅଞ୍ଚଳ...

ଗିରଫ ହେଲେ କୋଟିପତି ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗିରଫ ହେଲେ କୋଟିପତି ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କୁ ଶନିବାର...

ପ୍ୟାରିସ ଅଲିମ୍ପିକ୍ସ: ହାଟ୍ରିକ୍ ପଦକରୁ ଅଳ୍ପକେ ବଞ୍ଚିତ ହେଲେ ମନୁ ଭାକର

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ୟାରିସ ଅଲିମ୍ପିକ୍ସରେ ନିଜର ତୃତୀୟ ତଥା ହାଟ୍ରିକ୍ ପଦକ ହାତଛଡ଼ା କରିଛନ୍ତି ଭାରତୀୟ ସୁଟର ମନୁ ଭାକର। ସେ ସୁଟିଂର ମହିଳା ୨୫ ମିଟର ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ଚତୁର୍ଥ ସ୍ଥାନରେ...