Independence Day

ଆଜି ନୂଆଁଖାଇ: ଉତ୍ସବମୁଖର ସାରା ପଶ୍ଚିମ ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ପର୍ବ ମା’ ଓ ମାଟିର ପର୍ବ, କୃଷି ଏବଂ କୃଷକଙ୍କର ପର୍ବ। ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର। ନୂଆଁଖାଇ ଅବସରରେ...

ରାତି ପାହିଲେ ନୂଆଁଖାଇ: ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଘରେ ଘରେ ଚାଲିଛି ପ୍ରସ୍ତୁତି। ଚଳଚଞ୍ଚଳ ହୋଇଛି ସମଗ୍ର ପଶ୍ଚିମ ଓଡ଼ିଶା। ନୂଆଁଖାଇରେ ଚାଷୀ ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କୁ ଅର୍ପଣ...

ଚାଷୀଙ୍କ ଖାତାକୁ ଆସିଲା ସିଏମ କିଷାନ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଷୀଙ୍କ ଖାତାକୁ ଆସିଲା ସିଏମ କିଷାନ ଟଙ୍କା। ଚାଷୀଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି ରାଜ୍ୟ ସରକାର। ଉପକୃତ ହୋଇଛନ୍ତି ରାଜ୍ୟର ପ୍ରାୟ ୫୧ ଲକ୍ଷ କ୍ଷୁଦ୍ର ଓ...

ଗଜାନନଙ୍କ ପାଖରେ କାହିଁକି ଭୋଗ ହୁଏ ମୋଦକ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆସିଛନ୍ତି ପାର୍ବତୀ ନନ୍ଦନ। ଲଡ଼ୁ ପ୍ରିୟ ପ୍ରଭୁ ଗଣପତିଙ୍କୁ ସ୍ଵାଗତ କରୁଛନ୍ତି ସାରା ଦେଶବାସୀ। ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଉତ୍ସବମୁଖର। ଶ୍ରୀ ଗଣେଶଙ୍କ ନିକଟରେ ଭୋଗ ଲାଗି...

ବିରାଜିଲେ ଅଗ୍ରପୂଜ୍ୟ ଶ୍ରୀ ଗଣେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି, ବିଦ୍ୟାର ଦେବତା ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ଗାଁଠୁ ସହର। ହିନ୍ଦୁ ସଂସ୍କୃତିରେ ଏହି ଦିନକୁ ଗଣେଶଙ୍କ...

ଏଥର ବର୍ଷାରେ ଫିକା ପଡ଼ିବ ଗଣେଶ ପୂଜା!

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ହେଲେ ଏଥର ପୂଜା ଫିକା ପଡ଼ିବାର ସମ୍ଭାବନା ରହିଛି। କାରଣ ଅଗଷ୍ଟ ୨୭ ତାରିଖରେ ବିଜୁଳି ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ପାଇଁ ସାରା...

ଓଡ଼ିଶାରେ ଆରମ୍ଭ ହେଲା ‘ଆମ ଶାସନ’: ହିତାଧିକାରୀ ଦେବେ ଫିଡବ୍ୟାକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ‘ଆମ ଶାସନ’। ଲୋକସେବା ଭବନଠାରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାଦ୍ଵାରା ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ଠିକ ଭାବେ ପହଞ୍ଚୁଛି...

ଉଛୁଳୁଛି ବୈତରଣୀ-ସୁବର୍ଣ୍ଣରେଖା: ବୁଡ଼ିଲାଣି ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର ଶତାଧିକ ଗାଁ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁବର୍ଣ୍ଣରେଖାର ବନ୍ୟା ଜଳ ଯୋଗୁଁ ପ୍ରଭାବିତ ହୋଇଛି ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର, ଭୋଗରାଇ ଏବଂ ବାଲିଆପାଳ ବ୍ଲକର ଶହେରୁ ଅଧିକ ଗାଁ। ଏପଟେ ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲାର...

ବିଶିଷ୍ଟ ଔପନ୍ୟାସିକ ପଦ୍ମଜ ପାଳଙ୍କୁ ‘ଅକ୍ଷର କଥାକାର ସମ୍ମାନ-୨୦୨୫’

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରରେ ‘ପ୍ରଜାପତି’ ଅନୁଷ୍ଠାନର ସାହିତ୍ୟ ଶାଖା ‘ଅକ୍ଷର’ ପକ୍ଷରୁ ‘କଥା ସାହିତ୍ୟ ପର୍ବ’ ଓ ‘କଥାକାର ସମ୍ମାନ’ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...

ସରକାରୀ ବସରେ ମାଗଣା ଯାତ୍ରା କରିବେ ସ୍କୁଲପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ https://youtube.com/shorts/OO0-bXDIryI?si=8DIP3yiRbjGoMH5p ଏଣିକି ସରକାରୀ ବସରେ ମାଗଣାରେ ଯାତ୍ରା କରିପାରିବେ ସ୍କୁଲ ଛାତ୍ରଛାତ୍ରୀ। ଏଥିପାଇଁ ଛାତ୍ରଛାତ୍ରୀମାନେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ଆବଶ୍ୟକ। ସ୍କୁଲ ଆଇଡେଣ୍ଟିକାର୍ଡ ଦେଖାଇ ସରକାରୀ ବସରେ ମାଗଣାରେ ଯାତ୍ରା କରିପାରିବେ ଛାତ୍ରଛାତ୍ରୀ।...