Independence Day

ଆଇପିଏସ୍ ଆଶିଷ ସିଂହଙ୍କ ବଦଳି: ଗୃହ ବିଭାଗର ଓଏସଡି ଭାବେ ନୂଆ ଦାୟିତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵରେ ଥିବା ଆଇଜି ଆଶିଷ ସିଂହଙ୍କ ବଦଳି ହୋଇଛି। ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଏନେଇ ଗୁରୁବାର ଗୃହ ବିଭାଗ ପକ୍ଷରୁ...

ଯାଞ୍ଚ କମିଟି ସ୍ଥିର କରିଥିବା ତାରିଖରେ ଖୋଲିପାରେ ରତ୍ନଭଣ୍ଡାର – ଆଇନ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରତ୍ନଭଣ୍ଡାର ଯାଞ୍ଚ କମିଟି ଯେଉଁ ତାରିଖ ସ୍ଥିର କରିଛି, ସେହି ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି ଗୁରୁବାର ଦିନ କହିଛନ୍ତି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ଶ୍ରୀମନ୍ଦିର ପରିଚାଳନ...

ରଥଯାତ୍ରା ଅବସରରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବୃକ୍ଷରୋପଣ ଅଭିଯାନ

ଓଡ଼ିଶାଲାଇଭ୍ ବ୍ୟୁରୋ ରଥଯାତ୍ରା ଅବସରରେ ଭୁବନେଶ୍ୱରରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ପରିବେଶ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଛି। ଏହି ଦୁଇ ଦିନିଆ ଅଭିଯାନରେ ଧଉଳିଠାରେ ଶତାଧିକ ବୃକ୍ଷରୋପଣ ହୋଇଛି। ଆଞ୍ଚଳିକ ବିକାଶ ପରିଷଦ...

କାଳ ହେଲା ରିଲ୍ସ ନିଶା: ୪ ଦିନ ହେଲା ତାପଙ୍ଗ ଖଣି ପୋଖରୀରେ ବୁଡ଼ିଥିବା ଯୁବକଙ୍କ ପତ୍ତା ମିଳୁନି

ଓଡ଼ିଶାଲାଇଭ୍ ବ୍ୟୁରୋ ରିଲ୍ସ ନିଶା ଏବେ ସମସ୍ତଙ୍କୁ ବାୟା କରିଛି। ଏ ନିଶା ଏପରି ଘାରିଛି ଯେ, ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଉ ନାହାନ୍ତି ଯୁବପିଢ଼ି। ଏହି ରିଲ୍ସ ନିଶା ଓମ ପ୍ରକାଶ...

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫: ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯାଇନପାରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଛି। ହେଲେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଯାଇନପାରେ ବୋଲି ଚର୍ଚ୍ଚା ହେଉଛି। ହାଇବ୍ରିଡ ମଡେଲରେ ପାକିସ୍ତାନ ବଦଳରେ...

ମୃତ୍ୟୁ ଏମିତି ବି ଆସେ: ଗୀତ ଗାଉ ଗାଉ ଚାଲିଗଲା ଗଜପତିର ଅତିରିକ୍ତ ଜିଲ୍ଲାପାଳଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସଙ୍କ ଦେହାନ୍ତ ହୋଇଛି। ବୁଧବାର ରାତିରେ ସେ ଏକ କାର୍ଯ୍ୟକ୍ରମରେ ଗୀତ ଗାଉଥିବା ତଳେ ପଡିଯାଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ବୁଧବାର ରାତିରେ...

ଆଜି ହେରାପଞ୍ଚମୀ – ନନ୍ଦିଘୋଷ ରଥର ଚକା ଭାଙ୍ଗିବେ ମହାଲକ୍ଷ୍ମୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଶେଷ ହୋଇଥିବାବେଳେ ଆଜି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। କାଳିଆ ସାଆନ୍ତଙ୍କ ଉପରେ ଅଭିମାନ କରି ନନ୍ଦିଘୋଷ ରଥର ଚକା ଭାଙ୍ଗିବେ ମା’ ଲକ୍ଷ୍ମୀ। ବଡ଼...

ଓଡ଼ିଶାରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ୯ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନୂଆ ଦାୟିତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜ୍ଯର ୯ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ରାଜ୍ଯ ସରକାର। ଏନେଇ ବୁଧବାର ରାଜ୍ଯ ସାଧାରଣ ପ୍ରଶାସନ...

କେନ୍ଦ୍ରାପଡ଼ା: ଚାରିଦିନରେ ମାଉସୀ ମା’ ମନ୍ଦିର ଆଗରେ ଲାଗିଲା ବ୍ରହ୍ମ ତାଳଧ୍ଵଜ ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ତିନିଦିନ ଧରି ଅଧାବାଟରେ ଅଟକି ରହିଥିବା କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ ୪ଦିନରେ ମାଉସୀ ମା’ ମନ୍ଦିର ଆଗରେ ଲାଗିଛି। ମାଉସୀ ମା’ ମନ୍ଦିର ସମ୍ମୁଖରେ ରଥ ପହଞ୍ଚିବା...

ଛାଡ଼ପତ୍ର ପରେ ସ୍ଵାମୀଙ୍କଠାରୁ ଭରଣପୋଷଣ ଖର୍ଚ୍ଚ ପାଇପାରିବେ ମୁସଲିମ୍ ମହିଳା – ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁସଲିମ ମହିଳାମାନଙ୍କ ଅଧିକାରକୁ ନେଇ ବୁଧବାର ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏବେ ଛାଡ଼ପତ୍ର ପାଇଥିବା ମୁସଲିମ୍ ମହିଳା ସେମାନଙ୍କ ସ୍ଵାମୀଙ୍କଠାରୁ ଭରଣପୋଷଣ ପାଇଁ ଖର୍ଚ୍ଚ ପାଇପାରିବେ। ଏହି କ୍ଷେତ୍ରରେ କୌଣସି...