ଭୁବନେଶ୍ଵରରେ ଅମିତ ଶାହ: ଆଜି ରାଜ୍ୟ ସରକାରଙ୍କ ସହ ଗୁରୁତ୍ଵପୂର୍ଣ୍ଣ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଶୁକ୍ରବାର ରାତି ୧୨ଟା ବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଭୁବନେଶ୍ଵର ସାଂସଦ ଅପରାଜିତା...
ଭାରତୀୟ ଡାକ ବିଭାଗ ପକ୍ଷରୁ ୩୦ ହାଜରରୁ ଅଧିକ ‘ଗ୍ରାମ୍ୟ ଡାକ ସେବକ’ ପଦବୀରେ ନିଯୁକ୍ତି ସୁଯୋଗ, ଅଗଷ୍ଟ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ୩୦ ହାଜର ୪୧ଟି ଗ୍ରାମ୍ୟ ଡାକ ସେବକ (ଜିଡିଏସ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ଭାରତରେ ବିଭିନ୍ନ ରାଜ୍ୟର ଗ୍ରାମାଞ୍ଚଳରେ...
ପ୍ରଶାସନିକ ଦକ୍ଷତା ବିକାଶ ପାଇଁ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ସୁବ୍ରତ ବାଗଚୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁବ୍ରତ ବାଗଚୀଙ୍କୁ ପ୍ରଶାସନିକ ସେବା ପ୍ରଶିକ୍ଷଣ ଅନୁଷ୍ଠାନରେ ସଂସ୍ଥାଗତ ଦକ୍ଷତା ବିକାଶ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି। କ୍ୟାବିନେଟ ପାହ୍ୟାରେ କାର୍ଯ୍ୟ କରିବେ ସୁବ୍ରତ...
ଭକ୍ତଙ୍କ ପାଇଁ ଏବେ ଖୋଲିବନି ଶ୍ରୀମନ୍ଦିରର ୪ ଦ୍ଵାର
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣ ଭକ୍ତଙ୍କ ଲାଗି ଏବେ ଖୋଲିବନି ଶ୍ରୀମନ୍ଦିରର ୪ ଦ୍ଵାର। ବର୍ତ୍ତମାନ ୪ ଦ୍ଵାର ନଖୋଲିବା ଲାଗି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପରିଚାଳନା କମିଟି। ପରିକ୍ରମା ପ୍ରକଳ୍ପ କାମ ଶେଷ ହୋଇନଥିବାରୁ...
ପୁଣି ମଣିପୁରରେ ହିଂସା: ପୋଲିସ ଅସ୍ତ୍ରାଗାରରେ ଆକ୍ରମଣ କରି ଶତାଧିକ ବନ୍ଧୁକ ଓ ଗୁଳି ଲୁଟିନେଲେ ଉତ୍ୟକ୍ତ ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଣିପୁରରେ ଜାରି ରହିଥିବା ଜାତି ହିଂସା ଥମିବାର ନାଁ ନେଉନି। ହିଂସା ରୋକିବାକୁ ପ୍ରଶାସନ ଓ ସୁରକ୍ଷାବଳ ପକ୍ଷରୁ ଯେତେ ଚେଷ୍ଟା କରାଗଲେ ବି ଏଥିରେ ସଫଳତା ମିଳୁନି। ମଣିପୁରର ବିଷ୍ଣୁପୁର...
ଜ୍ଞାନବାପୀ ମସଜିଦ ପରିସରରେ ଜାରି ରହିବ ଏଏସଆଇ ସର୍ଭେ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରଣାସୀସ୍ଥିତ ଜ୍ଞାନବାପୀ ମସଜିଦ ବିବାଦ ମାମଲାରେ ମୁସଲିମ ପକ୍ଷକୁ ସୁପ୍ରିମକୋର୍ଟରୁ ମିଳିଲା ଝଟକା। ଜ୍ଞାନବାପୀ ପରିସରରେ ଜାରି ରହିବ ଏଏସଆଇ ସର୍ଭେ। ସର୍ଭେ କାର୍ଯ୍ୟ ବନ୍ଦ କରିବାକୁ ମୁସଲିମ ପକ୍ଷଙ୍କ ତରଫରୁ...
‘ମୋଦୀ ସରନେମ’ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଆଶ୍ଵସ୍ତି, ଦଣ୍ଡ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ମୋଦୀ ସରନେମ’ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ଵସ୍ତି। ସୁରଟ ସେସନ୍ସ କୋର୍ଟଙ୍କ ଦଣ୍ଡ ଉପରେ ଶୁକ୍ରବାର ଦିନ ରୋକ ଲଗାଇଲେ ସୁପ୍ରିମକୋର୍ଟ। ଚୂଡ଼ାନ୍ତ ଶୁଣାଣି ନହେବା ପର୍ଯ୍ୟନ୍ତ...
ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ଟ୍ରେଡରେ ସେପ୍ଟେମ୍ବର ସେସନ ପାଇଁ ନାମଲେଖା
ଓଡ଼ିଶାଲାଇଭ୍ ବ୍ୟୁରୋ
ସେପ୍ଟେମ୍ବର ସେସନ ଲାଗି ମୋଟ ୭ଟି ବିଷୟରେ ନାମଲେଖା ପାଇଁ ଘୋଷଣା
ଅନଲାଇନ ମାଧ୍ୟମରେ ପ୍ରବେଶିକା ପରୀକ୍ଷା ଲାଗି ଆବେଦନର ଶେଷ ତାରିଖ ଅଗଷ୍ଟ ୧୫
ଅତ୍ୟାଧୁନିକ ପାଠ୍ୟକ୍ରମ ଓ...
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ସୁପାରିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋଲିବ ଶ୍ରୀମନ୍ଦିରର ରତ୍ନଭଣ୍ଡାର। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି। ଏହାପୂର୍ବରୁ ଏଏସଆଇ ଦ୍ୱାରା ରତ୍ନଭଣ୍ଡାରର ଯାଞ୍ଚ କରାଯିବ।...
୬ ସପ୍ତାହ ମଧ୍ୟରେ ଏଏସଓ ପରୀକ୍ଷାର ଚୟନ ପ୍ରକ୍ରିୟା ସାର – ଓଡ଼ିଶା ହାଇକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ହାଇକୋର୍ଟ ୬ ସପ୍ତାହ ମଧ୍ୟରେ ଏଏସଓ ପରୀକ୍ଷାର ଚୟନ ପ୍ରକ୍ରିୟା ସାରିବାକୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ ନିର୍ଦେଶ ଦେଇଛନ୍ତି। ଶୁକ୍ରବାର ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ଶୁଣାଣି କରି...





















