Independence Day

ପାକିସ୍ତାନରେ ଦେଖା ଦେଲାଣି ଘୋର ଖାଦ୍ୟ ସଙ୍କଟ!

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/d3-fDa-duFU ଅନେକ ବର୍ଷରୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ଏକ ବଡ଼ ସମସ୍ୟାରେ ପଡ଼ିଛି। ଦେଶର ଲକ୍ଷ ଲକ୍ଷ ଲୋକ ଅନାହାରରେ କାଳ କାଟୁଛନ୍ତି। ମିଳିତ ଜାତିସଂଘର ଏକ...

ଓଡ଼ିଶାରେ ଜୁନ ୨୩ରେ ପଞ୍ଚାୟତ ଉପନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପଞ୍ଚାୟତ ଉପନିର୍ବାଚନ ଲାଗି ଆସିଲା ତାରିଖ। ଆସନ୍ତା ଜୁନ ୨୩ ତାରିଖରେ ପଞ୍ଚାୟତ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍। ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ...

ଚିନ୍ତା ବଢ଼ାଇଲାଣି ନୂଆ ଭାରିଆଣ୍ଟ: ଭାରତରେ ବଢ଼ୁଛି କୋଭିଡ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/Qg-o_wsQNz0 ଚିନ୍ତା ବଢ଼ାଇଲାଣି କରୋନାର ନୂଆ ଭାରିଆଣ୍ଟ। ହଂକଂ ଓ ସିଙ୍ଗାପୁର ପରେ ଏବେ ଭାରତରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମୁମ୍ବାଇରେ ୫୩ ଜଣ କୋଭିଡ ପଜିଟିଭ ଚିହ୍ନଟ...

ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିରକୁ ଟାର୍ଗେଟ କରିଥିଲା ପାକିସ୍ତାନ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/P9YgK1dmXDU ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରକୁ ଟାର୍ଗେଟ କରିଥିଲା ପାକିସ୍ତାନ। ହେଲେ ଭାରତର ମଜଭୁତ ଏୟାର ଡିଫେନ୍ସ ଏହି ହମ୍‌ଲାକୁ ବିଫଳ କରିଦେଇଥିଲା। ଏନେଇ ସୂଚନା ଦେଇଛନ୍ତି ଭାରତୀୟ ସେନାର ମେଜର...

ଲସ୍କର-ଇ-ତାଇବାର ଟପ୍ ଲସ୍କର କମାଣ୍ଡର ସୈଫୁଲ୍ଲା ଖାଲିଦ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/HoeBHvuioiU ଲସ୍କର-ଇ-ତାଇବାର ଶୀର୍ଷ କମାଣ୍ଡର ସୈଫୁଲ୍ଲା ଖଲିଦକୁ ଗୁଳି କରି ହତ୍ୟା। ପାକିସ୍ତାନର ସିନ୍ଧରେ ଅଜ୍ଞାତ ବନ୍ଧୁକଧାରୀମାନେ ସୈଫୁଲ୍ଲା ଖଲିଦକୁ ହତ୍ୟା କରିଛନ୍ତି। ସୈଫୁଲ୍ଲା ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଥିଲା। ଭାରତରେ ତିନୋଟି...

ଚିନ୍ତା ବଢ଼ାଇଲାଣି କରୋନା: ଏସିଆରେ ପୁଣି ବ୍ୟାପୁଛି  

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/vFcLoHKIOcU ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ଏବେ ପୁଣି ଥରେ ଏସିଆକୁ ଫେରିଛି। ଏହାକୁ ନେଇ ପୁଣି ଚିନ୍ତା ବଢ଼ିଛି। ହଂକଂରେ କୋଭିଡ ସଂକ୍ରମଣ ସ୍ତର ଦ୍ରୁତ ଗତିରେ ବୃଦ୍ଧି...

ବାଲେଶ୍ଵର: ବାପା ମା’ ଛେଉଣ୍ଡ ଦୁଇ ନାବାଳକଙ୍କୁ ସହାୟତାର ହାତ ବଢ଼ାଇଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଆରୁହା ପଞ୍ଚାୟତ ମଙ୍ଗାପୋଖରୀ ଆଦିବାସୀ ସାହିର ବାପା ମା’ ଛେଉଣ୍ଡ ଦୁଇ ନାବାଳକଙ୍କୁ ସହାୟତା ହାତ ବଢ଼ାଇଛନ୍ତି ପୂର୍ବତନ ସାଂସଦ...

ଭାରତର ପ୍ରଥମ ଫିଚର ଫିଲ୍ମ ‘ରାଜା ହରିଶଚନ୍ଦ୍ର’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/cAX3uMwpTZE ୧୯୧୩ ମସିହା ମେ’ ୩ ତାରିଖ, ଭାରତୀୟ ସିନେମା ଇତିହାସରେ ଏକ ଐତିହାସିକ ଦିନ। କାରଣ ଏହି ଦିନ ରିଲିଜ ହୋଇଥିଲା ଭାରତର ପ୍ରଥମ ଫୁଲ୍-ଲେନଥ୍ ଫିଚର ଫିଲ୍ମ ‘ରାଜା ହରିଶଚନ୍ଦ୍ର’।...

ଆପଣ ଜାଣନ୍ତି, ଦିନେ ପାକିସ୍ତାନ ପାଇଁ ନୋଟ୍ ଛାପୁଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/GTWER7T6DyY ୧୯୪୭ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଭାଜନ ଘଟିଥିଲା। ଏହା ପରଠାରୁ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ସହ ଅନେକ ସମୟରେ ଯୁଦ୍ଧ ହୋଇଛି। ତେବେ ପାକିସ୍ତାନ ପାଇଁ ଦିନେ...

ପାକିସ୍ତାନକୁ ସମର୍ଥନ କରି ହରଡ଼ଘଣାରେ ତୁର୍କୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/ObvGhu6UV7U ଭାରତ-ପାକିସ୍ତାନ ସାମରିକ ସଂଘର୍ଷ ସମୟରେ ତୁର୍କୀର ପାକିସ୍ତାନକୁ ସମର୍ଥନ କରିବା ମହଙ୍ଗା ପଡ଼ିଛି। ଭାରତରେ ‘ବୟକଟ ତୁର୍କୀ’ ହ୍ୟାସଟ୍ୟାଗ ଜୋର ଧରିଥିବା ବେଳେ ଜାତୀୟ ସୁରକ୍ଷା ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତ ସରକାର...