Independence Day

OSSC

‘ଜୁନିୟର ଆକାଉଣ୍ଟାଣ୍ଟ’ ପରୀକ୍ଷା ବାତିଲ କଲା ଓଏସଏସସି, ଓଡ଼ିଆ ପ୍ରଶ୍ନପତ୍ରରେ ହୋଇଥିଲା ମୁଦ୍ରଣଜନିତ ତ୍ରୁଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ ହୋଇଥିବା ‘ଜୁନିୟର ଆକାଉଣ୍ଟାଣ୍ଟ’ ପ୍ରିଲିମିନାରି ପରୀକ୍ଷା ବାତିଲ ହୋଇଛି। ରବିବାର ଦିନ ହୋଇଥିବା ଏହି ପରୀକ୍ଷାକୁ ବାତିଲ କରାଯାଇଛି। ‘ଜୁନିୟର ଆକାଉଣ୍ଟାଣ୍ଟ’ ପରୀକ୍ଷାର...

ଧାନରୁଆ ମେସିନ ତିଆରି କରି ରାଷ୍ଟ୍ରପତିଙ୍କ ଦ୍ଵାରା ପୁରସ୍କୃତ ହେଲେ ଜୟପୁରର ସଦାଶିବ ମାଝି

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ସ୍ଵଦେଶୀ ଜ୍ଞାନ କୌଶଳରେ ଧାନରୁଆ ମେସିନ ତିଆରି କରି ରାଷ୍ଟ୍ରପତିଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି ଜୟପୁରର ସଦାଶିବ ମାଝି। ସଦାଶିବ ବୃତ୍ତିରେ ଜଣେ ଓ୍ଵେଲଡର, ହେଲେ ନିଶା ତାଙ୍କର କିଛି...

ରାଜ୍ୟରେ ଅନଲାଇନ ଯାତ୍ରୀ ପରିବହନ ସେବାର ନିୟନ୍ତ୍ରଣ ପାଇଁ ଆସିଲା ମୋଟର ଏଗ୍ରିଗେଟର ନିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସରକାର ରାଜ୍ୟରେ ମୋଟର ଏଗ୍ରିଗେଟର ନିୟମ ଲାଗୁ କରିଛନ୍ତି। ରାଜ୍ୟରେ ଅନଲାଇନ ଯାତ୍ରୀ ପରିବହନ ସେବାକୁ ସୁରକ୍ଷିତ ଓ ସୁଗମ କରିବା ପାଇଁ ଏହି ନିୟମ ଲାଗୁ କରାଯାଇଛି। ଆପ୍...

ଝାରସୁଗୁଡ଼ା ଉପନିର୍ବାଚନ ଲାଗି ଆଜି ଆସିବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ସୋମବାର ଦିନ ଆସିବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ସନ୍ଧ୍ୟା ସୁଦ୍ଧା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା...

ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ସମ୍ଭାବନା, ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ କାଳବୈଶାଖୀ ପ୍ରଭାବରେ ଖରାର ପ୍ରକୋପ କମିଛି। ରାଜ୍ୟର ଅନେକ ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ସୋମବାର କାଳବୈଶାଖୀ ପ୍ରଭାବରେ ଓଡ଼ିଶାର ୯ଟି ଜିଲ୍ଲାରେ ଝଡ଼ବର୍ଷା ସହ କୂଆପଥର ପଡ଼ିବାର...

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ରଥଖଳା

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ ଠାକୁରଙ୍କ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ରବିବାର ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ହେବା ପରେ ସୋମବାରଠାରୁ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ। ଚଳଚଞ୍ଚଳ ହୋଇପଡ଼ିଛି...

ବିଜେଡିର ନୂଆ ମୁଖ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଲୋକାର୍ପିତ

ଓଡ଼ିଶାଲାଇଭ୍ ବ୍ୟୁରୋ   ବିଜେଡିର ନୂଆ ମୁଖ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଲୋକାର୍ପିତ ହୋଇଛି। ରବିବାର ଦିନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ। ଅକ୍ଷୟ ତୃତୀୟା ଅବସରରେ ଏହି...

ଏସଏସସି ପକ୍ଷରୁ ‘ସିଜିଏଲ୍’ ପରୀକ୍ଷା ପାଇଁ ଜାରି ରହିଛି ଆବେଦନ, ମେ’ ୩ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୭,୫୦୦ଟି ଗ୍ରୁପ୍ ‘ବି’ ଓ ଗ୍ରୁପ୍ ‘ସି’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ସବୁ ପଦବୀଗୁଡ଼ିକ ପାଇଁ ମାସିକ ୨୫ ହଜାରରୁ...

ଆସନ୍ତୁ ଜାଣିବା କାହିଁକି ପାଳନ କରାଯାଏ ଅକ୍ଷୟ ତୃତୀୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଅକ୍ଷୟ ତୃତୀୟା ସ୍ୱୟଂସିଦ୍ଧ ମୂହୂର୍ତ୍ତ ଭାବରେ ଜଣାଶୁଣା। ଅକ୍ଷୟ ତୃତୀୟା ଦିନ ମାଙ୍ଗଳିକ କାର୍ଯ୍ୟର ଆରମ୍ଭ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଅକ୍ଷୟ ତୃତୀୟା ନିଜର ନାମ ଅନୁରୂପ ଶୁଭଫଳ ପ୍ରଦାନ କରିଥାଏ।...

ସୁନ୍ଦରଗଡ଼ରେ ଚାଷଜମିକୁ ଜଳସେଚନ ସୁବିଧା ପାଇଁ କ୍ଷେତ ପୋଖରୀ ଓ ଗଭୀର କୂଅ: ଉପକୃତ ହେଉଛନ୍ତି ଆଦିବାସୀ ଚାଷୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଷଜମିକୁ ଜଳ, ଚାଷୀଙ୍କୁ ବଳ। ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଦିବାସୀ ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା...