ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି, ରବିବାର ସକାଳେ ଶ୍ରୀମନ୍ଦିର ଯିବେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିରରେ ୪୫ ମିନିଟ ରହିବେ ରାଷ୍ଟ୍ରପତି
ସିଂହଦ୍ୱାରରେ ଗଜପତି ମହାରାଜ କରିବେ ସ୍ୱାଗତ
ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
୪୦ ପ୍ଲାଟୁନ୍ ଫୋର୍ସ ମୁତୟନ
କଟକର ସମସ୍ତ କାର୍ଯ୍ୟକ୍ରମ ଶେଷ କରି...
ଥମୁନି କଂଗ୍ରେସ କନ୍ଦଳ: ଏଆଇସିସି ସଦସ୍ୟ ତାଲିକାରୁ ବାଦ୍ ପଡ଼ିଲେ ୯ ବିଧାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଢ଼ୁଛି କଂଗ୍ରେସ କନ୍ଦଳ। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନେଇ ବିଧାୟକମାନେ ସନ୍ତୁଷ୍ଟ ନଥିବା ବେଳେ ଆଜି ଏଆଇସିସି ସଦସ୍ୟ ତାଲିକା ପ୍ରକାଶ ପାଇବା ପରେ କ୍ଷୁବ୍ଧ ହୋଇଛନ୍ତି ବିଧାୟକ। ବିଶେଷକରି...
ଏନଡିଏକୁ ଝଟକା, ହାତ ଛାଡ଼ିଦେଲା ଟିଡିପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାରି ବର୍ଷର ଏନଡିଏ ସରକାରକୁ ଝଟକା
ପ୍ରଥମ ଥର ପାଇଁ ଟିଡିପି ଛାଡ଼ିଲା ବିଜେପି ହାତ
ବିଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ
ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ଲାଗିଛି ଜୋରଦାର...
ସୁଶାନ୍ତ-ରଞ୍ଜିତାଙ୍କ ରିମାଣ୍ଡ ଶେଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ଦିନିଆ ରିମାଣ୍ଡରେ ଆସିଥିବା କର୍ପୋରେଟର ରଞ୍ଜିତା ବିଶ୍ୱାଳ ଏବଂ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତଙ୍କୁ କୋର୍ଟରେ ହାଜର କରିଛି କମିଶନରେଟ୍ ପୋଲିସ।
କର୍ପୋରେଟର ରଞ୍ଜିତା ବିଶ୍ୱାଳ ଏବଂ ସୁଶାନ୍ତ ଧଳସାମନ୍ତଙ୍କ ରିମାଣ୍ଡ...
ଅପରାଧ ହାର ନିୟନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏସ୍ ସମ୍ମିଳନୀରେ ପୋଲିସ ଅଧିକାରୀଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅପରାଧ ହାର ନିୟନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପରାମର୍ଶ।
ଶେଷ ହୋଇଛି...
ନବୀନ, ବିଜେପି ଓ ବୁଡ଼ି ଯାଉଥିବା ଜାହାଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପି ପ୍ରତି ଏକ କଟୂ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି।
ଅନ୍ୟ ଦଳର ରାଜନୈତିକ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ବିଜେପିର ପ୍ରଭାବ ହ୍ରାସ ପାଉଛି: ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ଗଡ଼ ଉତ୍ତର ପ୍ରଦେଶରେ ହୋଇଥିବା ଉପ-ନିର୍ବାଚନରେ ଦଳକୁ ଜୋରଦାର ଝଟକା ଲାଗିଛି। ଏହାକୁ ନେଇ ଓଡ଼ିଶା ରାଜନୀତି ତେଜିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପିକୁ ସମାଲୋଚନା କରିଛନ୍ତି।
ଉତ୍ତର ପ୍ରଦେଶ...
ପରିବାର ବୋଝ ଉଠାଇବା ପାଇଁ ବାଘଲଟି ଡ୍ୟାମରେ ପଥର ବାନ୍ଧୁଛି ଗୌତମୀ
କପିଳାସ ଭୂୟାଁ
ପାଠ ପଢ଼ିବି ଏବଂ ଅଙ୍ଗନବାଡ଼ିରେ ଚାକିରି କରିବି। ଏହା ଥିଲା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ନୂଆଗଡ଼ ଗାଁର ଗୌତମୀ ବେହେରାଙ୍କ ସ୍ୱପ୍ନ। ମାଟ୍ରିକ ଯାଏଁ ପାଠପଢ଼ି ପରିବାରର ବୋଝ ଉଠାଇବା...
ଆନନ୍ଦ ଭବନ ପରିଦର୍ଶନ କଲେ ଗୀତା ମେହେଟ୍ଟା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ ଆନନ୍ଦ ଭବନକୁ ରାଜ୍ୟ ସରକାର ସଂଗ୍ରହାଳୟରେ ପରିଣତ କରିଛନ୍ତି। ଏହି ସଂଗ୍ରହାଳୟ ୧୭ ତାରିଖରେ ଲୋକାର୍ପଣ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର...
ଗାୟକ ଏବେ ‘ନାୟକ’, ଗାୟିକା ‘ନାୟିକା’
ସୌମ୍ୟ ରଞ୍ଜନ ବିହାରା
ଆଜିକାଲି ଗାୟକ, ଗାୟିକା ଷ୍ଟୁଡିଓରେ କେବଳ ଗୀତ ଗାଉନାହାନ୍ତି। ବରଂ ଗୀତ ଗାଇବା ସହ ନାୟକର ଭୂମିକା ନିଭାଉଛନ୍ତି ଗାୟକ ଏବଂ ନାୟିକା ଭାବେ ଲୋକଙ୍କ ମନ ଜିଣୁଛନ୍ତି ଗାୟିକା।...





















